Updated: Oct 23, 2023, 11:35 IST

ପ୍ରେମିକ କୁ ଦେହ ଦେବାକୁ ମନା କରିବାକୁ ରାଗରେ ନିଆଁ ହେଲା ପ୍ରେମିକ ଆଉ ସେଇ ରାଗ ରେ ପ୍ରେମିକା କୁ ପିଟି ପିଟି ଶେଷ କରିଦେଲା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି ବାହା ହେବା ପାଇଁ ମନା କରିବାରୁ ସୁନ୍ଦରୀ ପ୍ରେମିକା କୁ ହାତୁଡ଼ି ରେ ପିଟି ମାରିଦେଲା ପ୍ରେମିକ।
Special report
ଦୁହିଁଙ୍କ ପ୍ରେମ ସଂପର୍କ ଅନେକ ଦିନ ହେବ ଗଢ଼ି ଉଠିଥିଲା। ହେଲେ ନିଜର ପ୍ରେମିକା ଉପରୁ ପ୍ରେମିକର ଭରଷା ଉଠି ଯାଇଥିଲା। ଆଉ ଶେଷରେ ଯାହାକୁ କି ନିଜର ଜୀବନସାଥୀ ବନେଇବାର ସ୍ବପ୍ନ ଦେଖିଥିଲା ତାକୁ ହିଁ ମାରି ଦେଲା।
ତାହା ପୁଣି ହାତୁଡି ରେ ପିଟି ପିଟି। ଏହି ପ୍ରେମିକା ଜଣକ ଙ୍କ ନାମ ଥିଲା ବିଷ୍ଣୁପ୍ରିୟା। ଆଉ ପ୍ରେମିକର ନାମ ହେଉଛି ଶ୍ୟାମ ଜିତ୍। ଆଉ ଏବେ ଏହି ପାଗଳ ପ୍ରେମିକ କୁ ପ୍ରେମିକା ର ହ-ତ୍ୟା-କା-ରୀ ଭାବରେ ଗଣା ଯାଉଛି।
ବିଷ୍ଣୁପ୍ରିୟା ଓ ଶ୍ୟାମଜିତ୍ ଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଦୁହେଁ ଦୁହିଁଙ୍କୁ ତିଳେ ମାତ୍ର ନଦେଖିଲେ ରହି ପାରୁ ନଥିଲେ। ପ୍ରେମିକ ଜଣକ ନିଜ ପ୍ରେମିକା କୁ ନେଇ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ।
Special report
ହେଲେ ବିଷ୍ଣୁପ୍ରିୟା କିନ୍ତୁ ନିଜ ପ୍ରେମିକ ଶ୍ୟାମଜିତ୍ ସହ ଛଳନା କରୁଥିଲା। ଦିନ ଯେତେ ଗଡି ଗଡି ଯାଉଥିଲା ଶ୍ୟାମଜିତ ବିଷ୍ଣୁପ୍ରିୟା କୁ ଅଧିକ ଭଲ ପାଇ ଯାଉଥିଲା। ଆଉ ତାର ଆଖିରେ ମାତ୍ର ଗୋଟିଏ ହିଁ ସ୍ବପ୍ନ ଥିଲା କି ସେ ବିଷ୍ଣୁପ୍ରିୟା କୁ ବିବାହ କରିବ।
ହେଲେ ବିଷ୍ଣୁପ୍ରିୟା କିନ୍ତୁ ଶ୍ୟାମଜିତ୍ କୁ ବିବାହ କରିବା ପାଇଁ ସିଧା ସିଧା ମୁହଁରେ ବାରଣ କରି ଦେଇଥିଲା। ଆଉ ପ୍ରେମିକା ମୁହଁରୁ ଏହି କଥା ଶୁଣିବା ପରେ ପ୍ରେମିକ ସହି ପାରି ନଥିଲା।
ଯେତେ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କିଛି ବୁଝିବା ପାଇଁ ପ୍ରସ୍ତୁତ ନଥିଲା ବିଷ୍ଣୁପ୍ରିୟା। ଆଉ ବିଷ୍ଣୁପ୍ରିୟା ର ଏହି ନିଷ୍ପତି କୁ ମଧ୍ୟ ଶ୍ୟାମଜିତ୍ ଆଦୌ ସହ୍ୟ କରି ପାରି ନଥିଲା।
ଆଉ ହାତରେ ଗୋଟାଏ ହାତୁଡି ଧରି ଶେଷରେ ବିଷ୍ଣୁପ୍ରିୟା କୁ ପିଟି ପିଟି ମାରି ଦେଇଥିଲା ଶ୍ୟାମଜିତ୍। ଏବେ ପୋଲିସ ର ତଦନ୍ତ ପରେ ମଧ୍ୟ ପ୍ରେମିକ ଶ୍ୟାମଜିତ୍ କୁ ଗିରଫ ମଧ୍ୟ କରାଯାଇଅଛି। ଆଉ ସେ ନିଜ ମୁଁହରେ ଏହା ସ୍ବୀକାର କରିଛି।

Advertisement