Jan 22, 2024, 11:05 IST

ପ୍ରେମିକା ଚାଲି ଆସିଲା ପାଗଳ ହୋଇ କାନ୍ଦୁଛନ୍ତି ପ୍ରେମିକ ଦେଖନ୍ତୁ ଏ ଭାଇଙ୍କ ଲୁହ ସହ ଏମିତି କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

Special Report

ନମସ୍କାର ପାଠକ ବନ୍ଧୁ।ସ୍ତ୍ରୀ ପ୍ରେମ ରେ ପାଗଳ ହୋଇ ରାସ୍ତା ରେ ବୁଲୁଛନ୍ତି ଜଣେ ଯୁବକ।ଆଠ ବର୍ଷ ର ପ୍ରେମ ସଂପର୍କ କୁ ପାଦ ରେ ଆଡେଇ ଦେଇ ଚାଲି ଯାଇଛନ୍ତି ଯୁବତୀ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରେ।ଯୁବତୀ ଙ୍କ ନାମ ହେଉଚି ଅନିତା ନାୟକ।
Special report
ଯିଏ କି ଆଠ ବର୍ଷ ତଳେ ସୁମିତ ଙ୍କୁ ବିବାହ କରିଥିଲେ।ବିବାହ ପରେ ମଧ୍ୟ ତାଙ୍କର ପର ପୁରୁଷ ଙ୍କ ସହିତ ସମ୍ପର୍କ ରହି ଥିଲା।ଯାହାକୁ କି ସହି ପାରି ନ ଥିଲେ ଯୁବକ ଜଣକ।ଏହା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ସ୍ଥାନ କୁ ଚାଲି ଯାଇଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଭାଗିରଥି ନାୟକ ଙ୍କ ଝିଅ ହେଉଛନ୍ତି ଅନିତା ନାୟକ।ଯିଏ କି ବାଙ୍ଗାଲୋର ରେ ରହି କାମ କରୁଥିଲେ।ସେହି ଠାରେ ତାଙ୍କର ଦେଖା ହୋଇ ଥିଲା ସୁମିତ ନାମକ ଯୁବକ ଙ୍କ ସହିତ।ଉଭୟ କଥା ହୋଇ ଧୀରେ ଧିରେ ପ୍ରେମ ରେ ପଡ଼ି ଯାଇଥିଲେ।
Special report
ଏହା ପରେ ପରିବାର ଲୋକେ ଜାଣିବା ପରେ ଦୁଇ ପରିବାର ର ସହମତି ରେ ଉଭୟ ବିବାହ କରି ଥିଲେ।ବିବାହ ର ଆଠ ବର୍ଷ ପରେ ଅନିତା ଙ୍କ ଜୀବନ କୁ ଅନ୍ୟ ଜଣେ ପୁରୁଷ ଆସି ଥିଲେ।ଏହାକୁ ଦେଖି ଥିଲେ ସୁମିତ।
ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ଅନିତା ରାଗି ନିଜ ବାପ ଘର କୁ ଚାଲି ଆସିଥିଲେ।ଏବେ ଶୁଣିବାକୁ ମିଳୁଚି କି ତାଙ୍କ ପରିବାର ଲୋକେ ଅନିତା ଙ୍କ ବିବାହ ଅନ୍ୟ ସ୍ଥାନ ରେ କରିଛନ୍ତି।
Special Report
ସୁମିତ ନିଜ ସ୍ତ୍ରୀ କୁ ଫେରାଇ ନେବାକୁ ଆସିଛନ୍ତି।ହେଲେ ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି।ଏ କଥା କୁ ସେ କାନ୍ଦି କାନ୍ଦି ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି।ଅନ୍ୟ ପଟେ ଅନିତା ଏହି ବିବାହ କୁ ସ୍ବୀକାର କରି ନାହାନ୍ତି।
Special Report
ତାଙ୍କ କହିବା ଅନୁଯାୟୀ ସେ ସୁମିତ ଙ୍କ ସହିତ ଆଠ ବର୍ଷ ହେଲାଣି ରହିଥିଲେ।ହେଲେ ସେ ତାଙ୍କୁ ବିବାହ କରି ନାହାନ୍ତି।ସେମିତି ଖୁସି ରେ ସିନ୍ଦୂର ପିନ୍ଧି ଥିଲେ।ତାଙ୍କ ସହିତ ରିଲ୍ସ କରୁଥିଲେ।ପୋଲିସ ଏବେ ସୁମିତ ଙ୍କୁ ଗିରଫ କରି ଥାନା ରେ ରଖିଛନ୍ତି।
ଏ ବିଷୟ ରେ ତାଙ୍କୁ ଅଧିକ ପଚରା ଉଚରା ଚାଲିଛି।ଅନିତା ଙ୍କ ପରିବାର ଲୋକେ କହିଛନ୍ତି କି ତାଙ୍କ ଝିଅ ଅନ୍ୟ ସ୍ଥାନ ରେ ବିବାହ କରି ନାହିଁ।ସେ ବାହାରକୁ କାମ କରିବା ପାଇଁ ଯାଇଚି।ଏବେ ଦେଖିବାକୁ ବାକି ରହିଲା ଏହି କେସ ର ସମାଧାନ କେବେ ହେଉଛି।

Advertisement