Dec 20, 2023, 13:55 IST

୨୦୨୪ ରେ ପ୍ରେମିକା କି ଅଜଣା ଝିଅ ସହ ମିଶିଲା ବେଳେ ଦେଖି ଚାହିଁ ମିଶିବେ ନହେଲେ ଏମିତି ଫସି ଯାଇ ପାରନ୍ତି

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଠାରୁ ହୋଇ ଯାଆନ୍ତୁ ସାବଧାନ।ନୂଆ ବର୍ଷ ରେ ବଙ୍ଗୀୟ ଯୁବତୀ ମାନେ ନିଜ ରୂପ ଦେଖାଇ ବାକୁ ଯାଉଛନ୍ତି।ଆଗକୁ ନୂଆ ବର୍ଷ ରହିଛି।ଏହି ନୂଆ ବର୍ଷ କୁ ନେଇ ସମସ୍ତଙ୍କ ମନ ରେ ବହୁ ଆଶା ଆକାଂକ୍ଷା ରହିଛି।
ଏବେ ଠାରୁ ଅନେକ ଲୋକ ନୂଆ ବର୍ଷ କୁ ନେଇ ସଜ ବାଜ ଆରମ୍ଭ କରି ସାରିଲେଣି।ଓଡ଼ିଆ ଟୋକା ଙ୍କୁ ପାଗଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବଙ୍ଗୀୟ ଯୁବତୀ ମାନେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ ଆଉ ଅଳ୍ପ ଦିନ ମଧ୍ୟରେ ସାରା ଦେଶ ନୂଆ ବର୍ଷ ପାଳନ କରିବା ପାଇଁ ଯାଉଛି।ଏହାକୁ ନେଇ ସମସ୍ତେ ବହୁତ ଖୁସି ମନାଇ ଥାନ୍ତି।ହେଲେ ଆପଣ ମାନେ ଜାଣିଛନ୍ତି କି ନୂଆ ବର୍ଷ ରାତିରେ ଅନେକ ପୁରୁଷ ଙ୍କ ପ୍ୟାକେଟ ଖାଲି ହେବାକୁ ଯାଉଛି।
Special Report
ବଙ୍ଗୀୟ ସୁନ୍ଦରୀ ଯୁବତୀ ମାନେ ଏବେ ଠାରୁ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ଠାରେ ପହଂଚି ସାରିଲେଣି।ରାତି ହେଲେ ସେମାନେ ରାସ୍ତା କଡ ରେ ଘୁରି ବୁଲୁଛନ୍ତି।ଏକୁଟିଆ ଯୁବକ ମାନଙ୍କୁ ଦେଖି ତାଙ୍କୁ ନିଜ ଜାଲ ରେ ଫସାଇ ନେଇ ଯାଉଛନ୍ତି।
ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି।ଟଙ୍କା ନେଇ ଯାଉଥିବା ପୁରୁଷ ମାନେ ଫେରିଲା ବେଳ କୁ ଟଙ୍କା ଖାଲି ପକେଟ୍ ନେଇ ଫେରିଛନ୍ତି।ନିଜ ରାତି କୁ ରଙ୍ଗୀନ କରିବା ପାଇଁ ମହିଳା ମାନେ ଏଭଳି କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।
Special Report
ନୂଆ ବର୍ଷ ଦିନ ପାଦ ରେ ପାଦ ମିଶାଇ ଏହି ଯୁବତୀ ମାନେ ଓଡ଼ିଆ ଟୋକା ଙ୍କ ସହିତ ନାଚ କରିବେ।ଏହା ପରେ ତାଙ୍କୁ ନିଜ ରୁମ୍ ଭିତର କୁ ନେଇ ଯିବେ।ଯାହାକି ଏବେ ରାଜଧାନୀ ର ରାଜ ରାସ୍ତା ରେ ଦେଖିବାକୁ ମିଳୁଛି।
ଟୋକା ମାନଙ୍କୁ ମଜା ଦେବା ପାଇଁ ଏହି ବଙ୍ଗୀୟ ଯୁବତୀ ମାନେ ପହଞ୍ଚି ସାରିଲେଣି।ସୂଚନା ଅନୁସାରେ ଏବେ ଠାରୁ ବଙ୍ଗୀୟ ଯୁବତୀ ମାନେ ଏବେ ଠାରୁ ଆସି ଗହଳି କଲେଣି ରାଜଧାନୀ ଭୁବନେଶ୍ୱର ଠାରେ।
ବଙ୍ଗୀୟ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆ ଯାଉଚି ବୋଲି ସୋସିଆଲ ମିଡ଼ିଆ ରେ କୁହା ଯାଉଛି।ରାଜଧାନୀ ଭୁବନେଶ୍ୱର ରେ ଏଭଳି ଯୁବତୀ ମାନଙ୍କୁ ଦେଖି ଲୋକ ମାନେ ଛି ଛାକର କରିଛନ୍ତି।

Advertisement