Feb 24, 2024, 17:51 IST

ପ୍ରେମରେ ଧୋକା ପାଇଲା ପରେ ଏମିତି ଏହି ସମୟରୁ ବାହାରିଥିଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସିଥିବା କିଛି କଥା ଜାଣିପାରିବେ ।
ଅଭିନେତ୍ରୀ ରାଣୀ ପଣ୍ଡା ପ୍ରେମରେ ଧୋକା ପାଇଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୀତ ଯାତ୍ରା ଆପଣମାନେ ଦେଖିଥିବେ । ଆପଣମାନେ ସମସ୍ତେ ତାଙ୍କ ବିଷୟରେ ଅନେକ ଖବର ଆସିଥିବାର ଦେଖିଥିବେ ।
Special report
ଅଭିନେତ୍ରୀ ରାଣୀ ପଣ୍ଡା ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ନାଟକରେ ଅଭିନୟ କରିଥିଲେ । ଆଉ ଏହି ନାଟକ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ । ଆଉ ଏବେ ଖଣ୍ଡଗିରିରେ ଏହି ନାଟକ ପଡ଼ିଛି ଆଉ ସେଠାକୁ ଯିବାକୁ ଲୋକମାନଙ୍କର ଭିଡ ଜମୁଛି ।
ଏବେ ସେ ସାକ୍ଷାତକାରରେ ଏହି କଥା କହିଛନ୍ତି । ତାଙ୍କର ଅନେକ କିଛି ପ୍ଲାନ୍ ଅଛି । ସେ ଆଗରୁ ଆଇଟମ ଗୀତ କରୁଥିଲେ ଆଉ ଏବେବି କରିବେ । ଲୋକମାନେ ଏବେ ଖଣ୍ଡଗିରି ଆସି ଟିକେଟ କାଟିଛନ୍ତି।
ସାଇକେଲ ଏବଂ ଅଟୋରେ ଲୋକମାନେ ଦେଖିବାକୁ ଆସିଥିଲେ । ସେମାନେ ସବୁ ହେଉଛନ୍ତି ମଧ୍ୟବିତ୍ତ ପରିବାରର । ମଧ୍ୟବିତ୍ତ ପରିବାରର ଲୋକମାନେ ସେଠାକୁ ଯାଇଛନ୍ତି ଏହାକୁ ଦେଖି ସେମାନେ ଖୁସି ଅଛନ୍ତି ।  
Special report
ରାଣୀ ପଣ୍ଡା ଦୁଇଟି ନାଟକ କରି ସାରିଲେଣି । ଆଉ ଏହି ଦୁଇଟି ନାଟକରେ ତାଙ୍କ ଜୀବନର ୭୦ ପ୍ରତିଶତ କାହାଣୀ ରହିଛି । ତାଙ୍କ ଜୀବନରେ ଯାହା ସବୁ ଘଟିଛି ତାହା ସେ ନାଟକ ମାଧ୍ୟମରେ ଦର୍ଶାଇଛନ୍ତି । ଆଗକୁ ତାଙ୍କର ନାଟକ ଆସୁଛି ପ୍ରଧାନମନ୍ତ୍ରୀ ରାଣୀ ପଣ୍ଡା ।
ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କେହି ଜଣେ କହିଥିଲେ ସେ କଣ ପ୍ରଧାନମନ୍ତ୍ରୀ ? ଅଭିନେତ୍ରୀ ଜଣକ କହିଛନ୍ତି ଏବେ ସେ ବି ଦେଖିବ ରାଣୀ ପଣ୍ଡା କଣ ।
ପ୍ରେମରେ ଧୋକା ଖାଇବା ପରେ ଅଭିନେତ୍ରୀ ରାଣୀ ପଣ୍ଡା କଣ ସବୁ କରିଛନ୍ତି ତାହାକୁ ନେଇ ସେ ସବୁ କଥା କହିଛନ୍ତି । ଅଭିନେତ୍ରୀ କହିଛନ୍ତି ତାଙ୍କୁ ଯେଉଁମାନେ ଧୋକା ଦେଇ ଯାଉଛନ୍ତି ସେମାନେ ଭଲରେ ରୁହନ୍ତୁ ।

Advertisement