Oct 2, 2023, 16:52 IST

ପୁଣି ପ୍ରେମରେ ବଳି ପଡ଼ିଲା ଆଉ ଏକ ଜୀବନ ଦେଖନ୍ତୁ କେମିତି ମିଛ ପ୍ରେମକୁ ସତ ଭାବି ଜୀବନ ହାରିଲେ ଆଉଜଣେ ଯୁବକ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଣିଷର ମାନସିକ ଚାପ କେତେବେଳେ ତାକୁ କେଉଁ ଦିଗକୁ ନେଇଯିବ ତାହାର କୌଣସି ଅତ୍ତାପତ୍ତା ନଥାଏ। କେତେବେଳେ ଘରଲୋକ ଆଉ ସମାଜ ଚାପରେ ତ କେତେବେଳେ
Special report
 ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରି ମଣିଷ କଠୋର ନିଷ୍ପତି ନିଏ। ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆ-ତ୍ମ-ହ-ତ୍ୟା। ପ୍ରେମ ବ୍ୟାପାରକୁ ନେଇ ଆ-ତ୍ମ-ହ-ତ୍ୟା କରିଥିବା ସନ୍ଦେହ। 
ବେକରେ ରସି ଲଗାଇ ଆ-ତ୍ମ-ହ-ତ୍ୟା କରିଥିବା ସନ୍ଦେହ। ମୃ-ତ ଯୁବକ ବାଲିପାଟଣାର ସଚିତ୍ର ବାରିକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Special report
ଆ-ତ୍ମ-ହ-ତ୍ୟା ପୂର୍ବରୁ ଶେଷକଲ ଓ ମେସେଜକୁ ନେଇ ଛାନଭିନ୍ କରୁଛି ପୋଲିସ। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଭୁବନେଶ୍ୱର ଜିଲ୍ଲାର ଜିଜିପି କଲନିରେ ମେସ କରି ରହୁଥିବା ୨୪ ବର୍ଷୀୟ ଯୁବକ ହେଉଛନ୍ତି ସଚିତ୍ର ବାରିକ। 
ସେ ରାଜଧାନୀର ଗୋଟିଏ ସପିଙ୍ଗ ମଲରେ କାମ କରୁଥିଲେ। ତାଙ୍କ ଘର ବାରିପାଟଣା ଅଞ୍ଚଳରେ। ଭୁବନେଶ୍ୱରରେ ରହିବା ଭିତରେ ସଚିତ୍ର ପ୍ରେମରେ ପଡି ଯାଇଥିଲେ। ଆଉ ସଚିତ୍ରଙ୍କର କିଛି ରିଲ୍ସ ମଧ୍ୟ ଭାଇରାଲ ହେଉଛି।
Special report
ଯେଉଁଥିରେ ସେ ଜୀବନକୁ ଖୁବ୍ ବିନ୍ଦାସରେ ଜିଉଥିଲେ। ସଚିତ୍ର ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ସାଙ୍ଗ ମାନଙ୍କ ସହିତ କଥା ହେଇଥିଲେ। ଦିନସାରା ସଚିତ୍ର ଠିକ୍ ଥିବା ବେଳେ ରାତିରେ ଆ-ତ୍ମ-ହ-ତ୍ୟା କରିଥିଲେ। 
ସକାଳେ ସାଙ୍ଗ କବାଟ ଖୋଲି ଦେଖିଲା ବେଳକୁ ସଚିତ୍ରଙ୍କ ମୃ-ତ-ଦେ-ହ ଝୁଲୁଥିଲା। ପୋଲିସ ସଚିତ୍ରଙ୍କ ରୁମରୁ ତାଙ୍କ ଲ୍ୟାପଟପ୍ ଓ ମୋବାଇଲ ଫୋନ ଜବତ କରିଛି। ସେହିପରି ଫରେନସି ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି।
ମୋବାଇଲର ଶେଷ କଲ ଓ ମେସେଜକୁ ପୋଲିସ ଯାଞ୍ଚ କରିଛି। ପ୍ରାଥମିକ ଭାବେ ଏହା ଏକ ଆ-ତ୍ମ-ହ-ତ୍ୟା ଘଟଣା ବୋଲି ପୋଲିସ କହିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement