Oct 23, 2023, 17:46 IST

ପ୍ରେମ ପ୍ରତାରଣା ସାଙ୍ଘାତିକ ରୂପ ଦେଖନ୍ତୁ ଚାହୁଁ ଚାହୁଁ ଘଟିଗଲା କେତେବଡ କାଣ୍ଡ ସମସ୍ତଙ୍କ ଆଖିରେ ଲୁହ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଜିକାଲି ଆମ ସମାଜରେ ଘଟୁଥିବା ପ୍ରେମ ଓ ପ୍ର-ତା-ର-ଣାର ଖବର ସମ୍ପର୍କରେ ନିଶ୍ଚିତ ଭାବରେ ଖବରକାଗଜ କିମ୍ଵା ନ୍ୟୁଜ୍ ରେ ଶୁଣିବାକୁ ପାଉଥିବେ। ଏହା ଦିନକୁ ଦିନ ସମାଜରେ ଅସାମାଜିକତା ବଢ଼ିବାରେ ଲାଗିଛି।
Special report
ପ୍ରେମକୁ ଏକ ଖେଳଘର ବୋଲି ଆଜିର ଯୁବପିଢ଼ି ଭାବୁଛନ୍ତି। ପ୍ରକୃତ ପ୍ରେମର ମୂଲ୍ୟ ବୁଝୁ ନାହାନ୍ତି। ଆପଣ ମାନେ ପ୍ରତ୍ୟେକ ଦିନ ସମାଜରେ ଘଟୁଥିବା ପ୍ରେମ ଓ ପ୍ର-ତା-ର-ଣା-ର ବିଭିନ୍ନ ଘଟଣା ଦେଖିବାକୁ ପାଉଥିବେ। 
ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଉଭୟ ପ୍ରେମୀଯୁଗଳ ଓଡ଼ିଶା ଛାଡ଼ି ଚାଲିଯାଇଥିଲେ ତାମିଲନାଡୁ। ଉଭୟ ସେଠାରେ କିଛିଦିନ ରହିବା ପରେ ପ୍ରେମୀଯୁଗଳ ଘରକୁ ଫେରିଥିଲେ ହେଲେ ଏବେ ପବିତ୍ର ବେହେରା
Special report
ପ୍ରେମିକାକୁ ମାରିଦେଇ ଜାଳି ଦେଇଥିବା କଥା ଅଭିଯୋଗ ହୋଇଛି। ଆଉ ଅଭିଯୋଗ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ। ଆଜିକୁ ତିନିଦିନ ହେବ ମନିଷାଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ସୁଖିନି। 
କାରଣ ମନିଷାଙ୍କୁ ଏଭଳି ଅମାନସିକତା ଭାବେ ମାରି ଜାଳି ଦେଇଛନ୍ତି। ଏ ଘଟଣା ପୋଲିସ ଜାଣିବା ପରେ ଘଟଣାସ୍ଥଳକୁ ଆସି ପୋଲିସ ତିନିଜଣଙ୍କୁ ବାନ୍ଧି ନେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତରେ।
Special report
କୃଷ୍ଣପ୍ରସାଦ ପଞ୍ଚାୟତର ରୋହିତ ଗୋଚ୍ଛାୟତଙ୍କ ଝିଅ ମନୀଷା ଗୋଚ୍ଛାୟତ ସେହି ବ୍ଲକର ନିବରଣ ପଞ୍ଚାୟତର ପବିତ୍ର ବେହେରା ନାମକ ଯୁବକ ଜଣକ ଭଲ ପାଇ ମନୀଷାଙ୍କୁ ତାମିଲନାଡ଼ୁ ନେଇଯାଇଥିଲେ। 
ହେଲେ ଏବେ ତାଙ୍କୁ ମାରି ଦେଇ ଜାଳି ଦେଇଥିବା କଥା ଅଭିଯୋଗ ହୋଇଛି। ମନିଷାଙ୍କୁ ପରିବାର ଲୋକେ ହରାଇ ଭାଙ୍ଗି ପଡିଛନ୍ତି। ତେବେ ଏଭଳି ଦୁଃଖଦ ଖବର ନିଆଳି ଅଞ୍ଚଳରେ ଘଟିଯିବା ପରେ ସମସ୍ତ ଗାଁ ଲୋକେ ଏବେ
ପରିବାର ଲୋକଙ୍କୁ ସମବେଦନା ଜଣାଉଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement