ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ଦେଖିବାକୁ ମିଳିଛି କି ପ୍ରେମିକା ର ଘର ଲୋକ ବାହା ହେବା ପାଇଁ ରାଜି ନହେବାରୁ ଅଶ୍ରିଳ ଭିଡିଓ କୁ ଭାଇରାଲ୍ କରିଦେଲା ଯୁବକ।

ପ୍ରେମିକା ର ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ କୁ ଭାଇରାଲ୍ କରି ଏବେ ଜେଲ ଯାଇଛି ପ୍ରେମିକ। ପ୍ରେମିକ ଗଣେଶ ଙ୍କ ବାରମ୍ବାର ପ୍ରେମ ନିବେଦନ କରିବା ପରେ ଶେଷରେ ପ୍ରେମରେ ପଡି ଯାଇଥିଲେ ତାଙ୍କର ପ୍ରେମିକା।
ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ତାଙ୍କ ପ୍ରେମ ସମ୍ପର୍କକୁ ପ୍ରେମିକା ଙ୍କ ଘର ଲୋକଙ୍କ ତତଫରୁ ସ୍ଵୀକୃତି ମିଳି ନଥିଲା। ଅର୍ଥାତ ସେମାନେ ବାହା ହେବା ପାଇଁ ଅନୁମତି ଦେଇ ନଥିଲେ।
ଏହାକୁ ନେଇ ପ୍ରେମିକ ନିକଟରେ ଯେଉଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ ଥିଲା ତାହାକୁ ପ୍ରେମିକ ଭାଇରାଲ୍ କରି ଦେଇଥିଲା। ମାମଲା ଏହା ପରେ ଥାନାକୁ ଯାଇଥିଲା ଆଉ ଏବେ ଗିରଫ ହୋଇ ଜେଲ ଯାଇଛି ଗଣେଶ।

ଏଭଳି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାର ଦଶପଡ଼ା ଅଞ୍ଚଳରୁ। ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ରେ ପାଠ ପଢ଼ୁଥିବା ଜଣେ ନାବାଳିକା ଙ୍କ ସହ ଏଭଳି ଘଟଣା ଘଟି ଯାଇଛି।
ପ୍ରତିଦିନ ଯୁବତୀ ଜଣକ କଲେଜ୍ ଯିବା ସମୟରେ ତାଙ୍କୁ ଲାଇନ ମାରୁଥିଲେ ଆଉ ତାଙ୍କୁ ମଧ୍ଯ ରାସ୍ତାରେ ଅଟକାଇ ପ୍ରେମ ନିବେଦନ ମଧ୍ୟ କରିଥିଲେ। ଏହାପରେ ମୌନ ରହିଥିଲେ ପ୍ରେମିକା ଜଣକ। ସବୁ କିଛି ଜାଣି ମଧ୍ୟ ଚୁପ ଥିଲେ।
ଏହାପରେ ପ୍ରେମ ସମ୍ପର୍କ ବଢିବା ସହ ଯୁବତୀ ଜଣକ ଯୁବକର ନିବେଦନକୁ ମଧ୍ୟ ଗ୍ରହଣ କରି ନେଇଥିଲେ। ହେଲେ ଘର ଲୋକଙ୍କ ସବୁ ଜଣା ପଡ଼ିଗଲା ପରେ ସେମାନେ ସମ୍ପୂର୍ଣ୍ଣ ଏହାର ବିରୋଧରେ ଥିଲେ ଏବଂ
ଯୁବକ ନିକଟରେ ଯେଉଁ ଅଶ୍ରିଳ ଭିଡିଓ ଥିଲା ତାହାକୁ ଯୁବକ ଜଣକ ଭାଇରାଲ୍ କରିବା ପରେ ଥାନାରେ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ। ଆଉ ଏବେ ଏହି ପ୍ରେମିକା କୁ ପୋଲିସ ଗିରଫ ମଧ୍ଯ କରି ସାରିଛି।