Nov 16, 2023, 17:23 IST

ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା ଦେଖନ୍ତୁ ଦାଣ୍ଡରୁ ଯାଇ ହାଟରେ ପଡ଼ିଲା କଥା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆଜିକା ଦୁନିଆ ବିଷୟରେ ସବୁ ଖବର ତ ଜାଣିଥିବେ । ଆଜିକା ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି କିଛି କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Special report
ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଜଣେ ଶିକ୍ଷକ ହୋଇ ମଧ୍ୟ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି । ଶିକ୍ଷକ ହୋଇ ଶିକ୍ଷୟତ୍ରୀଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ଶିକ୍ଷକ ଏହି ସମାଜର ଜଣେ ମୁଖ୍ୟ ବ୍ୟକ୍ତି । 
ଯଦି ଶିକ୍ଷକ ହୋଇ ଏଭଳି କାମ କରିବେ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଶିକ୍ଷକ ନିନ୍ଦନୀୟ କାମ କରିଛନ୍ତି । ସେହି ସାର୍ ଜଣକ ଶିକ୍ଷୟତ୍ରୀ ଜଣକ ସହିତ ଖରାପ ବ୍ୟବହାର କରିବା ସହିତ ତାଙ୍କୁ ଖରାପ ଇଙ୍ଗିତ କରିଥାନ୍ତି ।
Special report
ଏହି ସାର୍ ଜଣଙ୍କୁ ପ୍ରେମ ନିଶା ହୋଇଛି । ହାତ ଦେଖାଇ ଶିକ୍ଷୟତ୍ରୀ ଜଣଙ୍କୁ ଖରାପ ଇଙ୍ଗିତ କରୁଛନ୍ତି । ସେ ଶିକ୍ଷୟତ୍ରୀ ଜଣଙ୍କୁ ହଇରାଣ କରିବା ସହ ତାଙ୍କ ଉପରେ ଖରାପ ନଜର ପକାଉଛନ୍ତି ।
ଏହି ସାର ଜଣକର ନାମ ଶାନ୍ତନୁ ସାହୁ। ଏହି ଶାନ୍ତନୁ ସାର୍ ଶିକ୍ଷୟତ୍ରୀ ଜଣକ ସହିତ ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ସେହି ସାର୍ ଜଣକ ପାଠ ପଢ଼ାଇବା ନାଁରେ ଏଭଳି ସବୁ କାମ କରୁଛନ୍ତି ।
Special report
ଏହି ରସିକିଆ ସାର୍ ଜଣକ ପ୍ରେମ ନିଶାରେ ଅଛନ୍ତି । ବିଓଙ୍କ ପାଖରେ ଏହି ଘଟଣା ପହଞ୍ଚିବା ପରେ ଶିକ୍ଷୟତ୍ରୀ ଜଣଙ୍କୁ ସାର୍ ଜଣକ କ୍ଷମା ମାଗିଥିଲେ । ଆଉ କ୍ଷମା ମାଗିବା ପରେ ମଧ୍ୟ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଶିକ୍ଷକ ଜଣକ । ଏବେ ଏହି କଥା ସାମ୍ନାକୁ ଆସିଛି ।
Special report
ଏହି ଶିକ୍ଷକ ଜଣକ ଏଭଳି କାମ କରୁଥିବାର ଅଭିଯୋଗ ଆଣିଛନ୍ତି ଶିକ୍ଷକ ଜଣକ । ଶିକ୍ଷକ ଜଣକ ନାଁରେ ପୁଣି ଅଭିଯୋଗ ଆସିଛି । ଏଭଳି ନିର୍ଲଜ୍ଜ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନରେ ଥିବା କୀର୍ତ୍ତନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଏହି ଶିକ୍ଷକ ଜଣକ ରୋଷେୟା ସହିତ ବି ଖରାପ ବ୍ୟବହାର କରିଛନ୍ତି । ଏବେ ଏହି ଶିକ୍ଷକ ଜଣଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସିବା ପରେ ମଧ୍ୟ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।

Advertisement