Dec 15, 2023, 16:12 IST

ପ୍ରେମ କରି କରି ଲକ୍ଷ ପତି ହୋଇଗଲେ ଯୁବକ : ଦେଖନ୍ତୁ କଣ କେମିତି ଚାଲିଥିଲା ପ୍ରେମ..

Special Report

ନମସ୍କାର ପାଠକ ବନ୍ଧୁ।ଯାତ୍ରା ଦେଖିବାକୁ ଯାଇ ମିଳିଲା ଯୁବକ ଙ୍କ ମୃ-ତ ଦେହ।ବାଇକ୍ ଦୁ-ର୍ଘ-ଟ-ଣା ରେ ଘଟିଛି ଏଭଳି ଦୁ-ର୍ଘ-ଟ-ଣା ବୋଲି କୁହା ଯାଉଛି।ହେଲେ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି କି ତାଙ୍କ ପୁଅ କୁ ପିଟି ପିଟି ମାରି ଦିଆ ଯାଇଛି।
Special Report
ଏହି ଘଟଣା ଟି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଚି।ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ବେଲପାହାଡି ଅଞ୍ଚଳ ରେ।ଏଠାରେ ଜାଣେ ବାଇଶି ବର୍ଷୀୟ ଯୁବକ ଙ୍କ ମୃ-ତ ଦେହ ଉ-ଦ୍ଧା-ର କରା ଯାଇଛି।
ସୂଚନା ଅନୁସାରେ ଲକ୍ଷପତି ନାମକ ଜଣେ ଯୁବକ ଙ୍କ ମୃ-ତ୍ୟୁ ହୋଇଚି।ଘଟଣା ର ପୂର୍ବ ଦିନ ରାତିରେ ନିକଟସ୍ଥ ଗ୍ରାମ ରେ ଗୋଟିଏ ଯାତ୍ରା ହୋଇ ଥିଲା।ଏହି ସମୟ ରେ ଯୁବକ ଲକ୍ଷପତି ତାଙ୍କ ସାଙ୍ଗ ମାନଙ୍କ ସହିତ ଯାଇଥିଲେ।
ହେଲେ ରାସ୍ତା ରେ ତାଙ୍କ ଗାଡ଼ି ଟି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇ ଥିଲା।ଏଥିରେ ଲକ୍ଷପତି ଙ୍କ ମୃ-ତ୍ୟୁ ହୋଇଚି।ହେଲେ ସାଙ୍ଗ ରେ ଥିବା ଅନ୍ୟ ଜଣେ ଯୁବକ ର ଶରୀର ରେ କୌଣସି ପ୍ରକାର ଆଘାତ ଲାଗି ନାହିଁ।
Special Report
ସେଥିପାଇଁ ପରିବାର ଲୋକ ଙ୍କ ମନ ରେ ସନ୍ଦେହ ଜାତ ହୋଇଚି।ସେମାନେ କହିଛନ୍ତି କି କିପରି ତାଙ୍କ ପୁଅ ର ମୃ-ତ୍ୟୁ ହୋଇ ଥିବା ସମୟ ରେ ତା ସାଙ୍ଗ ଶରୀର ରେ ଆଘାତ ଲାଗିଲା ନାହିଁ।
ସେଥିପାଇଁ ସେମାନେ ଥାନା ରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅ କୁ ପିଟି ପିଟି ହ-ତ୍ୟା କରା ଯାଇଚି।ଲକ୍ଷ ପତି ନିକଟସ୍ଥ ଗ୍ରାମ ର ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ।ତାଙ୍କରି ପରିବାର ଲୋକେ ମାରି ଦେଇ ଥିବେ ବୋଲି ଯୁବକ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ଏବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଶବ କୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରା ଯିବ ବୋଲି ଜଣେ ପୋଲିସ କର୍ମଚାରୀ କହିଛନ୍ତି।

Advertisement