ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ

ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି ଜାହାକି ପ୍ରେମକରି ଫସିଲେ ଯୁବତୀ। ବାରମ୍ବାର ଦେହସୁଖ ପାଇଁ କହୁଥିଲା ଯୁବକ ମନା କରିବାରୁ ଏମିତି କରି ପଳେଇଥିଲା ଯୁବକ।
ଯୁବତୀଜଣଙ୍କ ଥାନାରେ ଦ୍ୱାରସ୍ଥ ପରେ ଉକ୍ତ ଯୁବକକୁ ସ୍ପେସାଲ ଟିମ ଯାଇ ବମ୍ବେରେ ତାକୁ ଗିରଫ କରି ଓଡିଶା ଅଣାଯାଇଛି। ତେବେ ଏହାର ତଦନ୍ତ ପରେ ଜଣାପଡିବ ସତ।

ତେବେ ବନ୍ଧୁଗଣ ଏହି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ର ଜାମୁଠିଆ ଗାଁ ରେ। ସେହି ଅଞ୍ଚଳ ର ନରେନ୍ଦ୍ରନାଥ ବେହେରା ନାମକ ଜଣେ ବ୍ୟକ୍ତି ଯିଏ କି ଉଦଳା ରେ ଜଣେ ଶିକ୍ଷକ ଥିଲେ।
ନରେନ୍ଦ୍ରଙ୍କ ଝୁଅ ଯିଏ କି ବାରିପଦା ରେ ପାଠ ପଢ଼ୁଥିଲେ। ତେବେ ବାରିପଦାରେ ଅଧୟନ କରୁଥିବା ସମୟରେ ସୂର୍ଯ୍ୟଚନ୍ଦ୍ରଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ସମ୍ପର୍କ ଏତେ ଗଭୀର ଥିଲା ଯେ ଉଭୟ ଫେରାର ହୋଇଯାଇଥିଲେ।
ଏହାପରେ ପ୍ରେମିକ ଆଉ ପ୍ରେମିକାଙ୍କ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଛେଦ। ତେବେ ପ୍ରେମିକ ଜଣକ ପ୍ରେମିକାକୁ ସିଧା ପହଞ୍ଚେଇ ଦେଇଛି ମେଡିକାଲକୁ। ଏହାସହ ପ୍ରେମିକ ଜଣକ ପ୍ରେମିକାର ବାପାକୁ ମଧ୍ୟ ରକ୍ତାକ୍ତ କରି ଦେଇଛି।
ତେବେ ବନ୍ଧୁଗଣ ଗୁରୁତର ଅବସ୍ଥାରେ ଉଭୟ ବାପା ଝିଅ ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ସୂଚନା ପାଇ ପୋଲିସ ମେଡିକାଲ ରେ ପହଂଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।