Feb 14, 2024, 13:18 IST

ପ୍ରେମ ଦିବସ ରେ ବାପା ଙ୍କୁ ପୂଜା କରି ପାଳନ କଲେ ଅମ୍ବାନୀ, ଲୋକେ କହିଲେ ଯାହା ହେଉ ପବିତ୍ର ପ୍ରେମ ର ୟେ ଗୋଟେ ଉଦାହରଣ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସେ ଚର୍ଚ୍ଚା ରେ ଥାଆନ୍ତି।ଏବେ ତାଙ୍କ ପତ୍ନୀ ଙ୍କୁ ନେଇ ଅନେକ କଥା କୁହା ଯାଉଛି।
ନିତା ଅମ୍ବାନୀ ବର୍ତ୍ତମାନ ସମୟ ରେ ଜଣେ ଚର୍ଚ୍ଚିତ ମହିଳା।ଭାରତ ରେ ଏପରି କେହି ନ ଥିବେ ଯେଉଁ ମାନେ ତାଙ୍କୁ ଜାଣି ନ ଥିବେ।ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ନିତା ଅମ୍ବାନୀ କେବଳ ଭାରତ ରେ ନୁହେଁ।ସାରା ବିଶ୍ବ ରେ ପରିଚିତ।
Special report
ସୂଚନା ଅନୁସାରେ ନିତା ଅମ୍ବାନୀ ଗୋଟିଏ ଗରିବ ପରିବାର ର ଝିଅ ଥିଲେ।ସେ ବହୁ କଷ୍ଟ ରେ ଜୀବନ ବିତାଉ ଥିଲେ।ସେ କ୍ଲାସିକାଲ ନାଚ ନାଚୁ ଥିଲେ।ବିଭିନ୍ନ ଷ୍ଟେଜ ଶୋ ରେ ନାଚି ସେମାନେ ଟଙ୍କା ରୋଜଗାର କରୁ ଥିଲେ।ଏଥିରେ ସେ ମାସ କୁ ୮୦୦ ଟଙ୍କା ପାଉ ଥିଲେ।
ଏଥିରେ ସେ ଯାହା କିଛି ପାଉ ଥିଲେ ସେଥିରେ ସେ ନିଜ ପରିବାର ଚଳାଉ ଥିଲେ।ବହୁ ଦୁଃଖ କଷ୍ଟ ରେ ସେ ସମୟ ରେ ସେ ରହୁଥିଲେ।ଏହି ପରି ଦିନେ ସେ ନାଚୁ ଥିବା ସମୟ ରେ ମୁକେଶ ଅମ୍ବାନୀ ଙ୍କ ବାପା ତାଙ୍କୁ ଦେଖି ଥିଲେ।
ନିତା ଙ୍କୁ ସେ ସେଠାରେ ଦେଖି ପସନ୍ଦ କରି ଥିଲେ।ଏହା ପରେ ବିବାହ ପ୍ରସ୍ତାବ ଦେଇ ଥିଲେ।ନିତା ଙ୍କ ପରିବାର ଏହାକୁ ଶୁଣି ସେ ସମୟ ରେ ରାଜି ହୋଇ ଯାଇଥିଲେ।ଏହା ପରେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ଙ୍କ ବିବାହ ବଡ ଧୁମ୍ ଧାମରେ ରେ ହୋଇ ଥିଲା।
Special report
ଏଥିରେ ସମସ୍ତେ ବହୁତ ଖୁସି ହୋଇ ଯାଇ ଥିଲେ।ସେ ସମୟ ରେ ନିତା ଅମ୍ବାନୀ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ।ସମସ୍ତେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ।ଆଜି ପୁଣି ଥରେ ତାଙ୍କର ଏହି କଥା କୁ ନେଇ ଚର୍ଚ୍ଚା କରା ଯାଇଛି।
ସେ ସମୟ ରେ ମୁକେଶ ଅମ୍ବାନୀ ନିତା ଙ୍କୁ ଖୁବ୍ ପସନ୍ଦ କରୁ ଥିଲେ।ତାଙ୍କ ବାପା ଧିରୂ ଭାଇ ଅମ୍ବାନୀ ବୋହୂ କୁ ଗୋଟିଏ ଦେଖା ରେ ପସନ୍ଦ କରି ଦେଇ ଥିଲେ।
ତାଙ୍କ ନାଚ ତାଙ୍କୁ ଖୁବ୍ ପସନ୍ଦ ଆସି ଥିଲା।ଏହା ପରେ ନିଜ ପୁଅ ସହିତ ତାଙ୍କର ବିବାହ କରିବାକୁ ସ୍ଥିର କଲେ।ଏହି କଥା କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement