Updated: Feb 1, 2024, 11:48 IST

ପ୍ରେମ ବିବାହ କରି ମୁ ଫଶିଗଲି, ଏବେ ମୁ ମୋ ସ୍ତ୍ରୀ ଆଉ ପୋଲିସ ପାଇଁ ଜୀବନ ହାରୁଛି...ମୋ ଆତ୍ମା କାହାକୁ ଛାଡିବନି

Special report

ନମସ୍କାର ପାଠକ ବନ୍ଧୁ।ପାରିବାରିକ କଳହ କୁ ନେଇ ଜୀବନ ହାରିଲେ ସ୍ଵାମୀ।ସବୁ ସ୍ତ୍ରୀ ନିଜ ସ୍ଵାମୀ ର ଭଲ ପାଇଁ କେତେ ଠାକୁର ଙ୍କୁ ଡାକି ଥାଆନ୍ତି।ହେଲେ ଆଜି ଆମେ ଯେଉଁ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଆପଣ ମାନେ ଶୁଣିଲେ ଚକିତ ହେବେ।
Special report
ସ୍ଵାମୀ ର ମୃ-ତ୍ୟୁ ପାଇଁ ଦାୟୀ ରହିଛି ସ୍ତ୍ରୀ।ନିଜ ସ୍ଵାମୀ ସହିତ ଏଭଳି କାମ କରିବାକୁ ସେଭଳି ସ୍ତ୍ରୀ ଲୋକ କୁ ଟିକେ ହେଲେ ଖରାପ ଲାଗିଲା ନାହିଁ।ମୃ-ତ୍ୟୁ ପୂର୍ବ ରୁ ସ୍ଵାମୀ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ସେଥିରେ ସେ ନିଜ ମୃ-ତ୍ୟୁ ପାଇଁ ସ୍ତ୍ରୀ ପୋଲିସ ଓ ନିଜ ଶଳା କୁ ଦାୟୀ କରୁଛନ୍ତି।
ସୂଚନା ଅନୁସାରେ ପିପିଲି ଥାନା ଅଞ୍ଚଳ ରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସେଠାରେ ଗତ ସାତ ବର୍ଷ ତଳେ ଦିବ୍ୟଜିତ ନାମକ ଜଣେ ଯୁବକ ପ୍ରିୟଙ୍କା ନାମ୍ନୀ ଝିଅ କୁ ପ୍ରେମ କରୁଥିଲେ।ସେ ଗୋଟିଏ ମଦ ଦୋକାନ ରେ କାମ କରୁଥିଲେ।
ସେହି ଠାରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠି ଥିଲା। ଦିବ୍ୟଜିତ ଙ୍କ ପରିବାର ଲୋକେ ଏହି ବିବାହ କୁ ନେଇ ଖୁସି ନ ଥିଲେ।ହେଲେ ପୁଅ ର ଖୁସି ଦେଖିକି ସେମାନେ ଏଥିରେ ରାଜି ହୋଇ ଯାଇ ଥିଲେ।ପରେ ଉଭୟ ଙ୍କ ବିବାହ ହୋଇ ଥିଲା।ଏବେ ତାଙ୍କର ଅଢେଇ ବର୍ଷ ର ପୁଅ ଟି ଏ ଅଛି।
Special report
ହେଲେ କିଛି ଦିନ ତଳେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ପ୍ରିୟଙ୍କା ନିଜ ଭାଇ ପାଇଁ ଦିବ୍ୟଜିତ ଙ୍କୁ କିଛି ଟଙ୍କା ମାଗୁ ଥିଲେ।ଏଥିରେ ମନା କରିଥିଲେ ଦିବ୍ୟଜିତ।ଏହା ପରେ ଝଗଡ଼ା ଜୋର୍ ରେ ଲାଗିଲା।ପ୍ରିୟଙ୍କା ନିଜ ଶାଶୁ ଘର ଛାଡ଼ି ଚାଲି ଗଲେ।
ଥାନା ରେ ଦିବ୍ୟ ଙ୍କ ନାମ ରେ ଗୋଟିଏ ଏଫ୍ ଆଇ ଆର୍ କଲେ।ଏହା ପରେ ମହିଳା ପୋଲିସ ଜଣକ କହିଥିଲେ କି ମୋତେ ୫୦୦୦୦ ଟଙ୍କା ଦେଲେ ମୁଁ ଏହି କେସ କୁ ବନ୍ଦ କରି ଦେବି।ଏହା ପରେ ଆହୁରି ବିବାଦ ଦେଖା ଦେଲା।ପ୍ରିୟଙ୍କା ନିଜ ର ସବୁ କିଛି ନେଇ ନିଜ ଘର କୁ ଚାଲି ଗଲା।
ସେହି ଦିନ ରାତି ରେ ଦିବ୍ୟଜିତ ଏକ ସୁଇ ସାଇଡ ଭିଡିଓ କରି ଥିଲେ।ଓ ପରେ ଆ-ତ୍ମ-ହ-ତ୍ୟା କରିଥିଲେ।ଏଥିପାଇଁ ସେ ନିଜ ସ୍ତ୍ରୀ ଶଳା ଓ ପୋଲିସ କୁ ଦୋଷ ଦେଇଛନ୍ତି।ସେ ଭିଡିଓ ରେ କହି ଥିଲେ କି ଆପଣ ମାନେ କେବେ ବି କେଉଁ ଝିଅ ଉପରେ ଭରସା କରନ୍ତୁ ନାହିଁ।ଭବିଷ୍ୟତ ରେ ଆପଣଙ୍କୁ ସେ ବିପଦ ରେ ପକାଇବ।

Advertisement