Oct 18, 2023, 19:29 IST

ପ୍ରଶ୍ନ ଉଠାଇଲେ ଦୌଡ଼ ରାଣୀ ଦେଖନ୍ତୁ ସୋସିଆଲ ମିଡିଆରେ ଉଠାଇଲେ ଏହି ବଡ ପ୍ରଶ୍ନ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ସୁପ୍ରିମ କୋର୍ଟ ସମଲିଙ୍ଗି ବିବାହ କୁ ଅଗ୍ରାହ୍ୟ କରି ଦେଇଛନ୍ତି।ସୁପ୍ରିମ କୋର୍ଟ ରେ ପାଞ୍ଚ ଜଣିଆ ଖଣ୍ଡ ପୀଠ ରେ ଏହି ନିଷ୍ପତି ନିଆ ଯାଇଛି।
Special report
ଏହାକୁ ବିରୋଧ କରିଛନ୍ତି ଦୌଡ଼ ରାଣୀ ଦୂତି ଚାନ୍ଦ।ତାଙ୍କ କହିବା ଅନୁଯାୟୀ ସୁପ୍ରିମ କୋର୍ଟ ଏପରି ନିଷ୍ପତି ନେବା ଠିକ୍ ନୁହେଁ।ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।ସେ ଫଟୋ ରେ ଜଣେ ମହିଳା କୁକୁର ସହିତ ବିବାହ କରୁଛନ୍ତି।
Special report
ଏହି ଫଟୋ ର ତଳେ ଦୂତି ଚାନ୍ଦ ଲେଖିଛନ୍ତି କି ଆମ ଭାରତ ରେ ଗୋଟେ ଲୋକ ପଶୁ ସହ ବିବାହ କରିବା ର ଅନୁମତି ରହିଛି।ହେଲେ ଦୁଇ ଜଣ ମଣିଷ ବିବାହ କରିବାର ଅନୁମତି ନାହିଁ।ମୋର ସୁପ୍ରିମ କୋର୍ଟ ର ରାୟ ଉପରେ ପୁରା ବିଶ୍ଵାସ ରହିଛି।ସେ ଆଗକୁ ନିଜ ର ରାୟ କୁ ପରିବର୍ତ୍ତନ କରିବେ।
ଦୁଇ ଜଣ ଯେତେବେଳେ ପରସ୍ପର କୁ ପ୍ରେମ କରୁଛନ୍ତି ସେତେବେଳେ ତାଙ୍କୁ କେହି ମଧ୍ୟ ଅଲଗା କରିବା ଉଚିତ୍ ନୁହେଁ।ମୁ ଯେମିତି ହେଲେ ମୋ ପ୍ରେମିକା କୁ ବିବାହ କରିବି।ଆମକୁ କେହି ଅଲଗା କରି ପାରିବେ ନାହିଁ।
Special report
ସୂଚନା ଅନୁସାରେ ଦୂତି ଚାନ୍ଦ ମୋନାଲିସା ନାମକ ଜଣେ ଯୁବତୀ ଙ୍କୁ ଅନେକ ଦିନ ହେଲାଣି ପ୍ରେମ କରି ଆସୁଛନ୍ତି।ଏହାକୁ ସେ ସମସ୍ତଙ୍କ ନିକଟ ରେ ସ୍ବୀକାର କରିଛନ୍ତି।ତାଙ୍କର ୨୦୨୪ ରେ ହେବାକୁ ଥିଲା।
କିନ୍ତୁ ସୁପ୍ରିମ କୋର୍ଟ ର ଏଭଳି ରାୟ ପରେ ସେ ୨୦୨୪ ରେ ବିବାହ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ଏହି ବିବାହ ଯେମିତି ହେଲେ ହେବ।ଆମ ଦୁଇ ଜଣ କୁ କେହି ବି ଅଲଗା କରି ପାରିବେ ନାହିଁ।ଆମେ ପରସ୍ପର କୁ ବହୁତ ଭଲ ପାଉ।
ମୁଁ ମୋ ଗେଲୁ ବିନା ବଞ୍ଚି ପାରିବି ନାହିଁ।ମୁ ତାକୁ ନିଶ୍ଚୟ ବିବାହ କରିବି।ଆଉ ସୁପ୍ରିମ କୋର୍ଟ ଆଗକୁ ଏହି ବିବାହ କୁ ନିଶ୍ଚୟ ସ୍ଵୀକୃତି ଦେବ।ଆମେ ଏହାକୁ ଅପେକ୍ଷା କରିବୁ।ଦୂତି ଚାନ୍ଦ ଙ୍କ ଏଭଳି ବୟାନ କୁ ଅନେକ ଲୋକ ବିରୋଧ କରୁଥିବା ବେଳେ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି।

Advertisement