Feb 2, 2024, 11:51 IST

ପ୍ରଶଂସା ରେ ନବୀନ ଙ୍କୁ ପୋତି ପକେଇଲେ ଏହି ମହିଳା : ନବୀନ ଯାହା କରିଛନ୍ତି କେହି ବି କରିବେନି...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସିମିଳିଗୁଡା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରଥମ କରି ଆରମ୍ଭ ହୋଇ ସାରିଛି। ସବୁ ବିଭାଗରୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ସେଠାକୁ ଆସିଥିଲେ।
Special report
ଗାଁ ଲୋକମାନେ ଏହି କାର୍ଯ୍ୟକ୍ରମ କୁ ନେଇ ଖୁବ ଖୁସୀରେ ମଧ୍ୟ ରହିଛନ୍ତି। ସେମାନଙ୍କ ଗ୍ରାମ ପଞ୍ଚାୟତ ରେ ମଧ୍ୟ ଖୁବ ଉନ୍ନତୀ ହୋଇଥିବା କଥା ସେଠାକାର ଗ୍ରାମବାସୀ ମାନେ କହିଛନ୍ତି। ଏହା ନିଶ୍ଚିତ ଭାବରେ ଏକ ଉନ୍ନତ ମାନର କାର୍ଯ୍ୟକ୍ରମ ଅଟେ।
ଆଉ ଗ୍ରାମବାସୀ ଙ୍କ ଆଶୀର୍ବାଦ ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ଆଉ ରହିଥିବ ବୋଲି ମଧ୍ୟ କହିଥିଲେ। ପ୍ରତି ପଞ୍ଚାୟତରୁ ବ୍ଲକ୍ କୁ ଯିବା ପାଇଁ ଲକ୍ଷ୍ମୀ ଯୋଜନା ହୋଇଛି।
ଏଥିପାଇଁ ମାଆ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବହୁତ ଖୁସୀ ଅଛନ୍ତି। ଛୋଟ ଛୋଟ ପିଲା ମାନେ ବିଦ୍ୟାଳୟ କୁ ଯିବା ପାଇଁ ଯେଉଁ କଷ୍ଟ ହେଉଥିଲା ତାହା ମଧ୍ୟ ଦୂର ହୋଇ ଯାଇଛି।
Special report
ଅତି ସହଜରେ କମ୍ ଟଙ୍କା ଦେଇ ସେମାନେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଜଗନ୍ନାଥ ପ୍ରକଳ୍ପ କରୁଛନ୍ତି ତାହା ବିଶ୍ଵ ସାରା କେହି କେବେ ହେଲେ ମଧ୍ୟ କରି ନାହାଁନ୍ତି।
ଲୋକମାନେ ମଧ୍ୟ ଏହା ବିଶ୍ବାସ ରଖିଛନ୍ତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ସେବା କରିଛନ୍ତି ଆଉ ଏଭଳି ଭାବରେ ମଧ୍ୟ ସେବା ଆଗକୁ କରିବେ। ଏବେ ମଧ୍ୟ ଏହି ଆଶା ଲୋକ ମାନଙ୍କ ମନ ଭିତରେ ରହିଛି।
ସେଠିକାର କିଛି ବାସିନ୍ଦା ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ। କହିଥିଲେ କି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଖୁବ୍ ଖୁସୀ ଅଛନ୍ତି। ଆମ ରାଜ୍ୟରେ ଦିନକୁ ଦିନ ମଧ୍ୟ ଉନ୍ନତୀ ଆଡ଼କୁ ଅଗ୍ରଗତି କରିବାରେ ଲାଗିଛି।
ଯାହାକି ଆମ ମାନଙ୍କ ପାଇଁ ଏକ ଖୁବ୍ ଭଲ ସଙ୍କେତ ଅଟେ। ଏଭଳି ଆଗକୁ ମଧ୍ଯ ଚାଲିବ। ତେବେ ଏହି ବାର୍ତ୍ତା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement