Feb 11, 2024, 18:46 IST

ପ୍ରଧାନମନ୍ତ୍ରୀଙ୍କ ଜାଗା ନେବେ ଏବେ ଶ୍ରୀରାମଙ୍କ ଚରିତ୍ର କରିଥିବା ଅରୁଣ ଗୋଭିଲ ଦେଖନ୍ତୁ ମିଳୁଛି ଏମିତି ଲୋକପ୍ରିୟତା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ସବୁକିଛି ଖବର ଆପଣମାନେ ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ରାମଙ୍କୁ ନେଇ ଆସିଥିବା କିଛି ଖବର । ରାମ ଏବେ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।
Special report
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ସେଠାରେ ରାମ ଭୂମିକାରେ ଅଭିନୟ କରିଥିବା ରାମ, ସୀତା, ଲକ୍ଷ୍ମଣ ଏବଂ ଅନ୍ୟ ସମସ୍ତେ ଯୋଗ ଦେଇଥିଲେ । ସେଠାକୁ ରାମ, ସୀତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । 
ଆଉ ଏବେ ରାମଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ 
। ଅଯୋଧ୍ୟା ଯାଇ ରାମ ଚର୍ଚ୍ଚାରେ ଥିଲେ ଆଉ ଏବେ ଦର୍ଶକଙ୍କୁ ଦେଲେ ଖୁସି ଖବର ।
Special report
ନୂଆ ଭୂମିକାରେ ଆସିବେ ବଡ ପରଦାକୁ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଇଥିଲା । ଏବେ ପୁଣି ଏହି ଅଭିନେତାଙ୍କୁ ପୁଣି ଦେଖିବେ ଦର୍ଶକ । ଲୋକମାନେ ଯାହାଙ୍କୁ ରାମ ଭୂମିକାରେ ଦେଖିଥିଲେ ସେ ଏବେ ପରଦାକୁ ଆସିବେ ନୂଆ ରୂପରେ ।
ଏବେ ନୂଆ ଗେଟଅପରେ ଆସିବେ ରାମ । ତାଙ୍କର ଏଭଳି ଭୂମିକା କେହି କେବେ ଦେଖିନଥିଲେ । ଅରୁଣ ଗୋଭିଲ ହେଉଛନ୍ତି ଏକ ପ୍ରସିଦ୍ଧ ବ୍ୟକ୍ତି । ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ଚେହେରା । ତାଙ୍କୁ ଲୋକମାନେ ରାମ ବୋଲି ଡାକି ଥାଆନ୍ତି।
Special report
୮୦ ଦଶକରେ ଦେଉଥିବା ସବୁଠାରୁ ପ୍ରସିଦ୍ଧ ଶୋ ରାମାୟଣରେ ଅଭିନେତା ଅରୁଣ ଗୋଭିଲ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଅଭିନୟ ପାଇଁ ଚର୍ଚ୍ଚାରେ ଥିଲେ । ଆଉ ଏବେ ସେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି । 
Special report
ତାଙ୍କର ଅଭିନୟ ଦେଖିବାକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ଆଉ ଏବେ ସେ ଏକ ନୂଆ ରୂପରେ ଅଭିନୟ କରିଛନ୍ତି । ଅରୁଣ ଗୋଭିଲଙ୍କ ଅଭିନୀତ ନୂଆ ଫିଲ୍ମ୍ ଆସିବାକୁ ଯାଉଛି । ଯାହାକୁ ନେଇ ସମସ୍ତେ ଖୁସି ଅଛନ୍ତି । ତାଙ୍କ ଆଗାମୀ ଫିଲ୍ମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ଫିଲ୍ମ୍ ଫେବୃଆରୀ ୨୩ ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ୍ ବ୍ଲକ୍ ବ୍ଲାଷ୍ଟର ହେବ ବୋଲି ଚର୍ଚ୍ଚା ହେଉଛି । ଏବେ ଅରୁଣଙ୍କ ଏଭଳି ଭୂମିକାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଅନେକ କଳାକାର ମଧ୍ୟ ଅଭିନୟ କରିଛନ୍ତି ।

Advertisement