Updated: Jan 13, 2024, 11:04 IST

ପ୍ରଭୁ ରାମଚନ୍ଦ୍ର ଆମିଷ ଖାଆନ୍ତି କହି ବିବାଦରେ ଏବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଖାଇଲେ କେସ ଯିବେ ଜେଲ !!

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଦେଖିପାରିବେ କି ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ କିଛି ଖବର ଆସିଛି ।
Special Report
ପ୍ରଭୁ ଶ୍ରୀରାମ ନିରାମିଷ ଭକ୍ଷଣ କରୁଥିଲେ । କିନ୍ତୁ ଏବେ ପ୍ରଭୁ ଶ୍ରୀରାମଙ୍କୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି ଖବର ଏବେ ସାମ୍ନାକୁ ଆସିଛି । 
ଭଗବାନ ରାମ ନିରାମିଷ ଛାଡ଼ି ଆମିଷ ଭକ୍ଷଣ କରୁଥିଲେ ବୋଲି କହିଥିଲେ ଅଭିନେତ୍ରୀ ଆଉ ବିଧାୟକ । ଆଉ ଏବେ ଏହାକୁ ନେଇ କେସ ଖାଇଥିଲେ । ଏବେ ଏହି ଅଭିନେତ୍ରୀ ଆଉ ବିଧାୟକ ଗିରଫ ହୋଇ ଜେଲ ମଧ୍ୟ ଯାଇପାରନ୍ତି ବୋଲି ସୂଚନା ମିଳିଛି ।
Special Report
ଭଗବାନ ରାମଚନ୍ଦ୍ରଙ୍କ ନାମରେ ଯିଏ ଅପଶବ୍ଦ ବ୍ୟବହାର କରିବ ତାକୁ କେବେ ହେଲେ ଛଡ଼ା ଯିବ ନାହିଁ । ଯିଏ ନକାରାତ୍ମକ ମନ୍ତବ୍ୟ ଦେବ ତାହା ସହ୍ୟ କରାଯିବ ନାହିଁ । 
ସମସ୍ତଙ୍କୁ ଶାସ୍ତି ମିଳିବ । ପ୍ରଭୁ ଶ୍ରୀରାମ ହେଉଛନ୍ତି ସମସ୍ତଙ୍କର ଭଗବାନ । ଖବର ଆସିଛି କି ଜଣେ ଅଭିନେତ୍ରୀ ଆଉ ବିଧାୟକ କହିଛନ୍ତି ପ୍ରଭୁ ରାମଚନ୍ଦ୍ର ଆମିଷ ଖାଉଥିଲେ । ତାଙ୍କ ସହିତ ମାତା ସୀତା ଏବଂ ଲକ୍ଷ୍ମଣ ମଧ୍ୟ ଆମିଷ ଖାଉଥିଲେ ।
Special Report
ଏବେ ଏମିତି କିଛି କହି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ଏବଂ ବିଧାୟକ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛନ୍ତି ସେତେବେଳେ କିଛି ମନ୍ଦ ବୁଦ୍ଧି ବ୍ୟକ୍ତି ଏଭଳି କଥା କହୁଛନ୍ତି । 
ଫିଲ୍ମରେ ମଧ୍ୟ କୁହାଯାଇଛି କି ପ୍ରଭୁ ଶ୍ରୀରାମ ଆମିଷ ଖାଉଥିଲେ । ଏବେ ତାଙ୍କ ଉପରେ ମାମଲା ରୁଜ୍ଜୁ ହୋଇଛି । ସେମାନେ ମଧ୍ୟ ଜେଲ ଯାଇପାରନ୍ତି । ଜିତେନ୍ଦ୍ର ଆହାର କହିଛନ୍ତି କି ପ୍ରଭୁ ଶ୍ରୀରାମ ଆମିଷ ଖାଉଥିଲେ । ତାଙ୍କ ଉପରେ ଏବେ ମାମଲା ରୁଜ୍ଜୁ ହୋଇଛି ।
ଅଭିନେତ୍ରୀ ନୟନ ତାରାଙ୍କ ଅଭିନୀତ ଫିଲ୍ମ୍ "ଅନ୍ନପୂର୍ଣ୍ଣୀ" ରେ କୁହାଯାଇଛି କି ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସ ଯାଇଥିଲେ ସେତେବେଳେ ଆମିଷ ଖାଇଥିଲେ । ଏବେ ଏହାକୁ ନେଇ ଅନେକ କଥା ଆସୁଛି । ଏହି ଫିଲ୍ମକୁ ବୈକଠ କରାଯାଇଛି । ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି ।

Advertisement