Feb 8, 2024, 18:23 IST

ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଭଲରେ ରଖିବା ପାଇଁ ପାର୍ଥନା କଲେ ଯାତ୍ରା ଖଳନାୟକ ଦୈତାରି ପଣ୍ଡା ଦେଖନ୍ତୁ କଣ କହିଲେ - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଅଭିନେତ୍ରୀ ରାଣୀ ପଣ୍ଡା ଦେଖିବାକୁ ବହୁତ ସୁନ୍ଦର । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କଥାକୁ ନେଇ ବିବାଦରେ ରହିଥାନ୍ତି ।
ଆଉ ଆପଣମାନେ ସମସ୍ତେ ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡାଙ୍କୁ ଜାଣିଥିବେ । ଅଭିନେତା ଦୈତାରୀ ପଣ୍ଡା ଏବଂ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ମଧ୍ୟରେ ଅନେକ ବିବାଦ ରହିଛି ।
ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଅଭିନେତା ଦୈତାରୀ ପଣ୍ଡା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଷ୍ଟେଜ ଉପରକୁ ଆସିବାକୁ ଦେଇ ନଥିଲେ । ଅଭିନେତ୍ରୀ ରାଣୀ ପଣ୍ଡା କେମିତିକା ମଣିଷ ଏହି ବିଷୟରେ ଜାଣିବା ପରେ ଆଉ ସବୁ ଯାତ୍ରା କଳାକାର ତାଙ୍କୁ ଅନେକ କଥା କହିଥିଲେ ।
Special report
ରାଣୀ ପଣ୍ଡା କୌଣସି କଳାକାରଙ୍କ ସହିତ ଲାଗନ୍ତି ନାହିଁ । ରାଣୀ ପଣ୍ଡା ଯେତିକି ଟଙ୍କା ପାଇଥାନ୍ତି ସେତିକି ଟଙ୍କାରେ ସେ ଗରିବମାନଙ୍କୁ ସାହାଯ୍ୟ କରିଥାନ୍ତି । ଆଉ ତାଙ୍କ ସହିତ ଯଦି କେହି ଲାଗିବେ ସେ ତାଙ୍କୁ ଛାଡିବେ ନାହିଁ ।
ଏହି କଥା ରାଣୀ ପଣ୍ଡା କହିଥିଲେ । ଖଳନାୟକ ଦୈତାରୀ ପଣ୍ଡାଙ୍କୁ ରାଣୀ ପଣ୍ଡା କହିଥିଲେ ସେ ତାଙ୍କ ସହିତ ଲାଗନ୍ତୁ ନାହିଁ । ଆଉ ସେ ବି ଜଣେ କଳାକାର ଏବଂ ରାଣୀ ବି ଜଣେ କଳାକାର । ସେ ତାଙ୍କୁ କିଛି କେବେ କୁହନ୍ତି ନାହିଁ । ତାଙ୍କୁ ଥରେ ରାଣୀ ବୋଲି ଡାକି ଦିଅନ୍ତୁ ।
ଏବେ ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା କହିଛନ୍ତି ପ୍ରଭୁ ଜଗନ୍ନାଥ ରାଣୀ ପଣ୍ଡାଙ୍କୁ ମଙ୍ଗଳରେ ରଖନ୍ତୁ । ସେ ବି ଜଣେ କଳାକାର ଅଟନ୍ତି । ଆଜି ରାଣୀ ପଣ୍ଡାଙ୍କ କଥାକୁ ସ୍ବୀକାର କରିଛନ୍ତି ଦୈତାରୀ ପଣ୍ଡା ।
ଏହି ଅଭିନେତା ଜଣକ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଦୁଇ ହାତ ଟେକି କହିଛନ୍ତି ରାଣୀ ପଣ୍ଡାଙ୍କୁ ସେ ଭଲରେ ରଖନ୍ତି । ଆଜି ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଅଭିନେତା ଦୈତାରୀ ପଣ୍ଡା ଏହି କଥା କହିଛନ୍ତି । ଏବେ ଏହି କଥା ଚର୍ଚ୍ଚା ହେଉଛି ।

Advertisement