Jan 18, 2024, 11:59 IST

ଓହୋ ଏବେ ପୋଷ୍ଟାଲ ରେ ବାହାରିଲା ଜବରଦସ୍ତ ଅଫର୍, ଏଣିକି ପ୍ରତି ମାସ ରେ ମିଳିବ ୫୦୦୦ ଲେଖାଏଁ ଟଙ୍କା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କମ୍ ନିବେଶରେ ମିଳିବ ଭଲ ପେନସନ।୭ ଟଙ୍କା ନିବେଶରେ ମାସକୁ ମିଳିବ ୫ ହଜାର ଟଙ୍କା। ଦେଢ଼ ଟଙ୍କା ଜମା କରିଲେ ମିଳିବ ହଜାରେ ଟଙ୍କା।
Special
ଆପଣ ମାନେ ଜାଣିଥିବେ କି ସମସ୍ତେ ଏକ ଶାନ୍ତିପୂର୍ଣ୍ଣ ବୃଦ୍ଧାବସ୍ଥା ପାଇବା ପାଇଁ ଚାହାଁନ୍ତି। ଏଥିପାଇଁ ଲୋକମାନେ ତାଙ୍କର ରୋଜଗାର ର କିଛି ଅଂଶ ମଧ୍ୟ ସଞ୍ଚୟ କରି ରଖି ଥାଆନ୍ତି। ବୃଦ୍ଧାବସ୍ଥା ରେ ପେନସନ ହେଉଛି ସର୍ବୋତ୍ତମ ଆୟ ବ୍ୟବସ୍ଥା।
ହେଲେ ଆପଣ ଏହା ସେତେବେଳେ ପାଇବେ ଯେତେବେଳେ କି ଆପଣ ସଞ୍ଚୟ ସଠିକ୍ ସ୍ଥାନରେ କରିଥିବେ। ଯେତେବେଳେ ଶରୀର ସହଯୋଗ କରେ ନାହିଁ ଓ ଆବଶ୍ୟକୀୟ ଜିନିଷ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ
ସେହି ସମୟରେ ହିଁ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ଏପରି ପରିସ୍ଥିତି ରେ ଏହି ପେନସନ ହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିଥାଏ। ଯଦି ଆପଣ ଯୁବକ ଅଛନ୍ତି ତେବେ,
Special Report
ଆପଣ ଅଳ୍ପ ମାତ୍ରାରେ ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ସଞ୍ଚୟ କରି ପାରିବେ। ଏହା ଫଳରେ ଆପଣଙ୍କ ଆର୍ଥିକ ସମୃଦ୍ଧ ହୋଇ ପାରିବ। ଆପଣଙ୍କୁ ଆଉ କାହା ଉପରେ ମଧ୍ଯ ନିର୍ଭର କରିବାକୁ ପଡିବ ନାହିଁ।
ଅଟଳ ପେନସନ ଯୋଜନାରେ ବିନିଯୋଗ କରିଲେ ଗ୍ୟାରେଣ୍ଟି ପେନସନ ପାଇବେ। ବୃଦ୍ଧାବସ୍ଥା କୁ ଉପଭୋଗ କରିବା ପାଇଁ ସରକାର ଅଟଳ ପେନସନ ଯୋଜନା ଚଳାଉଛନ୍ତି। ଏହା ମଧ୍ୟ ହେଉଛି ଏକ ପ୍ରକାରର ପେନସନ ସ୍କିମ।
ଏବଂ ଏହା ନିଶ୍ଚିତ ଭାବରେ ରିଟର୍ନ ପ୍ରଦାନ କରିଥାଏ। ଆପଣ ପ୍ରତିଦିନ ଅଳ୍ପ ପରିମାଣରେ ସଞ୍ଚୟ କରି ଏହି ଯୋଜନାରେ ମଧ୍ୟ ବିନିଯୋଗ କରି ପାରିବେ।
ଆଉ ଆପଣଙ୍କ ବିନିଯୋଗ ଉପରେ ନିର୍ଭର କରି ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମଧ୍ୟ ପାଇ ପାରିବେ। ଏହି ବିନିଯୋଗରେ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହିଁ ସ୍ଥିର କରାଯାଇଛି। ଏହି ଯୋଜନା ଅଧୀନରେ ଆପଣ ପ୍ରତି ମାସରେ ପେନସନ ପାଇବେ।

Advertisement