Updated: Feb 5, 2024, 14:31 IST

ପୋଷ୍ଟ ଅଫିସ ରେ ପଇସା ରଖିଥିଲେ ହେଇଯିବେ ମାଲାମାଲ, ଅଚାନକ ହେବ ବହୁତ୍ ଟଙ୍କା ର ଲାଭ...

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବନ୍ଧୁଗଣ ଯଦି ଆପଣ ମାନେ ପୋଷ୍ଟ ଅଫିସ ରେ ଟଙ୍କା ରଖିବା ପାଇଁ ଚାହୁଁଛନ୍ତି ତେବେ ଏପରି ଜଲଦି କରନ୍ତୁ।କାରଣ ଏବେ ପୋଷ୍ଟ ଅଫିସ ରେ ଏକ ନୂଆ ସ୍କିମ୍ ଆସିଚି।ଏଥିରେ ଆପଣ ମାନେ ଘରେ ବସି ଅନେକ ଟଙ୍କା ରୋଜଗାର କରି ପାରିବେ।
Special report
ଏହି ଯୋଜନା ରେ ଆପଣ ମାନେ ନିବେଶ କଲେ।କେବଳ ସୁଧ ଟଙ୍କା ରେ ଭଲ ଜୀବନ କଟିବ।ଏଥିରେ ଅଧିକ ରୁ ଅଧିକ ଲାଭବାନ ଆପଣ ମାନେ ହୋଇ ପାରିବେ।ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ଇଚ୍ଛା ହେଉଛି ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବା।
ହେଲେ ଏହି ଟଙ୍କା କୁ ସେମାନେ ରଖି ପାରୁ ନାହାଁନ୍ତି।ଖର୍ଚ୍ଚ ର ମାତ୍ରା ବଢିବାରେ ଲାଗୁଚି।ତେବେ ପୋଷ୍ଟ ଅଫିସରେ ଆପଣ ଙ୍କ ପାଇଁ ନୂଆ ଯୋଜନା ଆସିବାକୁ ଯାଉଛି।ଏଥିରେ ଆପଣ ୫ ବର୍ଷ ପାଇଁ ନିବେଶ କରିବେ।
ଏହା ପରେ ଆପଣ ମାନେ ମୋଟା ଆକାର ରେ ଟଙ୍କା ସୁଧ ଆକାର ରେ ପାଇବେ।ଆଗରୁ ଏତେ କିଛି ସୁବିଧା ନ ଥିଲା।ତେବେ ଏଥିରେ ଆପଣ ଦେଢ଼ ଲକ୍ଷ ଟଙ୍କା ର ଟ୍ୟାକ୍ସ ସୁବିଧା ମଧ୍ୟ ପାଇବେ।ଏଥିରେ ନିବେଶ କଲେ ପ୍ରତି ମାସ ରେ ସୁଧ ଆପଣ ଙ୍କ ପାଖକୁ ଆସିବ।
Special report
ଯେଉଁଥିରେ ଆପଣ ମାନେ ମାସ ଶେଷ ପର୍ଯ୍ୟନ୍ତ ଚଳି ଯିବେ।ଏଥିରେ ଆପଣ ସର୍ବନିମ୍ନ ୧୦୦୦ ପର୍ଯ୍ୟନ୍ତ ନିବେଶ କରି ପାରିବେ।ଏଥିରେ ଯଦି ଆପଣ ଏକ ବର୍ଷ ପାଇଁ ନିବେଶ କରନ୍ତି ତେବେ ଆପଣଙ୍କୁ ୬.୮ ପ୍ରତିଶତ ସୁଧ ମିଳିବ।
ଯାହାକୁ ଆପଣ ଙ୍କୁ ଅନେକ କ୍ଷେତ୍ର ରେ ସାହାର୍ଯ୍ୟ କରିବ।ଏଥିରେ ପ୍ରତି ମାସ ହିସାବ ରେ ସୁଧ ହିସାବ କରା ଯାଏ।ଯାହାକୁ ଆପଣ ବର୍ଷ କୁ ଥରେ ପାଇବେ।ତେବେ ଆପଣ ମାନେ ଜଲଦି ଏହି ଯୋଜନା ରେ ଲାଭ ଉଠାନ୍ତୁ।ଏହା ଖୁବ୍ କମ୍ ସମୟ ପାଇଁ ରହିବ।
ଯଦି ଆପଣ ୫ ଲକ୍ଷ ଟଙ୍କା ନିବେଶ କରିବେ ତେବେ ଆପଣଙ୍କୁ ପାଞ୍ଚ ବର୍ଷ ପରେ ୭ ଲକ୍ଷ ୨୪ ହଜାର ୧୪୯ ଟଙ୍କା ପାଇବେ।ପାଞ୍ଚ ଲକ୍ଷ କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ହେଉଚି ଆପଣଙ୍କ ର ସୁଧ।ତେବେ ଯଦି ପୁଣି ଆପଣ ସେହି ଟଙ୍କା କୁ ରଖି ଦିଅନ୍ତି।ତେବେ ଆପଣଙ୍କ ସୁଧ ଦୁଇ ଗୁଣ ମିଳିବ।ଏଥିରେ ଆପଣ ଲାଭବାନ ହେବେ।

Advertisement