Feb 3, 2024, 12:31 IST

ଦୀର୍ଘ ୩୮ ବର୍ଷ ପୋଲିସ ଷ୍ଟେସନ ରେ ଝାଡୁଦାର ଭାବେ କାମ କରୁଥିବା ବ୍ୟକ୍ତି କୁ ଶେଷ ଦିନ ରେ କୁଣ୍ଡାଇ ବିଦାୟ ଦେଲେ ଡିଜି, କାନ୍ଦି ପକେଇଲେ ଅନ୍ୟ କର୍ମଚାରୀ...

Special report

ନମସ୍କାର ପାଠକ ବନ୍ଧୁ।ପୋଲିସ ବିଭାଗ ରେ ଦୀର୍ଘ ୩୮ ବର୍ଷ ଧରି କାର୍ଯ୍ୟ କରି ଶେଷ ରେ ଅବସର ନେଇଛନ୍ତି ଧନୀ ନାୟକ।ସେ ସୁଇପର ରୂପେ କାର୍ଯ କରନ୍ତି।ଆଜି ତାଙ୍କ ଅବସର ସମୟ ରେ ସମସ୍ତଙ୍କ ଆଖି ରେ ଲୁହ ଆସି ଯାଇ ଥିଲା।ସମସ୍ତେ କାନ୍ଦି କାନ୍ଦି ଧନୀ ନାୟକ ଙ୍କୁ କୁଣ୍ଢାଇ ପକାଇ ଥିଲେ।
Special report
ନିଜ ସହକର୍ମୀ ଙ୍କ ଠାରୁ ଅଲଗା ହେଉ ଥିବା ସମୟ ରେ ସମସ୍ତେ ଭାବ ବିହ୍ୱଳ ହୋଇ ଯାଇ ଥିଲେ।ନବ ନିଯୁକ୍ତ ପୋଲିସ ମହା ନିର୍ଦ୍ଦେଶକ ମଧ୍ୟ ଏଥିରୁ ବାଦ୍ ପଡି ନ ଥିଲେ।ସେ ମଧ୍ୟ ଆସି ଧନୀ ଙ୍କୁ କୁଣ୍ଢାଇ ପକାଇ ଥିଲେ।ଦୀର୍ଘ ୩୮ ବର୍ଷ କାଳ ସେ ଖଟି ଚାଲିଛନ୍ତି।
ପ୍ରତିଦିନ ସେହି କାର୍ଯ୍ୟାଳୟ କୁ ସଫା କରିବା।ବଡ ବଡ ବାବୁ ମାନଙ୍କ ଭଲ ମନ୍ଦ ବୁଝିବା ଥିଲା ଧନୀ ଙ୍କ ର କାର୍ଯ୍ୟ।ସମସ୍ତେ ତାଙ୍କୁ ଖୁବ୍ ଭଲ ପାଆନ୍ତି।ସେ ଜୀବନ ରେ ଅନେକ ଲୋକ ଙ୍କ ସହିତ ଭେଟି ଛନ୍ତି।
ପ୍ରତିଦିନ ସକାଳୁ ସେ ବାହାରି ପଡନ୍ତି କାମ ରେ।ଥାନା ସଫା କରିବା ସହିତ ସମସ୍ତ ଅଫିସର ମାନଙ୍କ ରୁମ୍ କୁ ସଫା କରନ୍ତି।ଆଜି ସେ ତାଙ୍କ କାର୍ଯ୍ୟ କ୍ଷେତ୍ର ରୁ ବିଦାୟ ନେଇଛନ୍ତି।ଯେଉଁଥିପାଇଁ ଆଜି ସମସ୍ତେ ଭାବ ବିହ୍ୱଳ ହୋଇ ଯାଇ ଥିଲେ।ଆଖିରେ ସମସ୍ତଙ୍କ ଲୁହ ଆସି ଯାଇ ଥିଲା।
Special report
ଏ ନେଇ ଧନୀ ନାୟକ କହିଛନ୍ତି କି ଚାକିରି ର ଶେଷ ଦିନ ରେ ମୋତେ ପୋଲିସ ମହା ନିର୍ଦ୍ଦେଶକ ଯେପରି ଆଲିଙ୍ଗନ କଲେ ତାହା ମୋତେ ସବୁଠାରୁ ବେଶୀ ଖୁସି ଦେଇଛି।ଏହି ଦିନ କୁ ମୁଁ କେବେ ବି ଭୁଲି ପାରିବି ନାହିଁ।ଆମେ ହେଉଛୁ ଛୋଟ କର୍ମଚାରୀ।
ବଡ କର୍ମଚାରୀ ଯେତେବେଳେ ଆମ କୁ କୁଣ୍ଢାଇ ପକାଇଲେ।ତାହା ଆମ କୁ ବହୁତ ଖୁସି ଦେଲା।ଆଜି ମୋତେ ସେମାନେ ବହୁତ ସମ୍ମାନ ଦେଇଛନ୍ତି।ଏହାକୁ ମୁଁ କେବେ ଭୁଲି ପାରିବି ନାହିଁ।
ଗତ ବୁଧବାର ଦିନ ତାଙ୍କ ଚାକିରି ର ଶେଷ ଦିନ ଥିଲା।ତାଙ୍କୁ ଅବସର କାଳୀନ ସମ୍ବୋଧନ ଦିଆ ଯିବ ବୋଲି କେହି ତାଙ୍କ ପରିବାର ରେ ବିଶ୍ଵାସ କରି ନ ଥିଲେ।
ଏହା ପରେ ଡିଜି ଅରୁଣ କୁମାର ଆଲିଙ୍ଗନ କରି ଥିଲେ।ଏହା ଦେଖି ସେ ବହୁତ ଖୁସି ହୋଇ ଯାଇଥିଲେ।ଆଖିରୁ ତାଙ୍କର ବହି ଆସି ଥିଲା ଲୁହ।ଏହାକୁ ଦେଖି ସମସ୍ତେ ଖୁବ୍ ଖୁସି ହୋଇ ଯାଇ ଥିଲେ।

Advertisement