Oct 30, 2023, 19:47 IST

ପୋଲିସ ବାବୁଙ୍କ ମହାନତା ଦେଖନ୍ତୁ ସାମ୍ନାକୁ ଆସିଲା ସୁନ୍ଦର ଦୃଶ୍ୟ ଯିଏ ଦେଖିଲା ସିଏ କହିଲା ସାବାସ ପୋଲିସ ହେବତ ଏମିତି

Special report

ନମସ୍କାର ପାଠକ ବନ୍ଧୁ।ଜଗତ ର ନାଥ ଜଗନ୍ନାଥ ଙ୍କୁ କିଏ ବା ଜାଣି ନାହାନ୍ତି।ସେ ହେଉଛନ୍ତି ଚାରି କୋଟି ଓଡ଼ିଆ ଙ୍କ ପ୍ରିୟ ର ଠାକୁର।ତାଙ୍କୁ ଥରେ ଦେଖିବା ପାଇଁ ବହୁ ଭକ୍ତ ବହୁ ଦୂର ରୁ ଚାଲି ଆସି ଥାଆନ୍ତି।ସେ ନିଜ ଭକ୍ତ ମାନଙ୍କୁ ବହୁତ ଭଲ ପାଆନ୍ତି।
Special report
ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟ ରେ ଭିଡ ଜମି ଥାଏ।ପିଲା ଙ୍କ ଠାରୁ ଆରମ୍ଭ କରି ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଦେଖିବା ପାଇଁ ତାଙ୍କ ଶ୍ରୀ ମନ୍ଦିର କୁ ଚାଲି ଯାଆନ୍ତି।ଆଜି ସେ ସାରା ପୃଥିବୀ ରେ ପ୍ରସିଦ୍ଧ।
ସୂଚନା ଅନୁସାରେ ଗତ କାଲି ଜଣେ ବୁଢୀ ଲୋକ ଟି ଚାଲି କରି ତିନି ଠାକୁର ଙ୍କୁ ଦେଖି ପାରୁ ନ ଥିଲା।ତାଙ୍କୁ ସାହାର୍ଯ୍ୟ କରିବାକୁ ଜଣେ ପୋଲିସ ବାବୁ ତାଙ୍କ ପାଖକୁ ଯାଇଥିଲେ।ଏହା ପରେ ସେ ବୃଦ୍ଧା ଜଣକୁ ଟେକି ନେଇ ତିନି ଠାକୁର ଙ୍କ ଦର୍ଶନ କରାଇ ଥିଲେ।
ବୃଦ୍ଧା ଜଣକ ତିନି ଠାକୁର ଙ୍କୁ ଦେଖି କାନ୍ଦି ପକାଇ ଥିଲେ।ପ୍ରଥମ ଥର ପାଇଁ ସେ ତାଙ୍କ ପ୍ରିୟ ର ଠାକୁର ଙ୍କୁ ଦେଖି ନିଜକୁ ହଜାଇ ଦେଇଥିଲେ।ଏହାକୁ ଦେଖି ଅନେକ ଲୋକ ବହୁତ ଖୁସି ହୋଇ ଯାଇଥିଲେ।
ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ବୁଢ଼ୀ ଲୋକ ଟି ପୋଲିସ ବାବୁ ଙ୍କୁ ଖୁବ୍ ଆଶୀର୍ବାଦ ଦେଇଥିଲେ।ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି କହିଥିଲେ।କେବଳ ଜଣେ ବୃଦ୍ଧା ଙ୍କୁ ନୁହେଁ ଏପରି ଅନେକ ବୃଦ୍ଧା ଙ୍କୁ ସେମାନେ ସାହାର୍ଯ୍ୟ କରି ଥିଲେ।
ହାତ ରେ କୁଣ୍ଢାଇ ନେଇ ତାଙ୍କୁ ମନ୍ଦିର ଭିତରେ ତିନି ଠାକୁର ଙ୍କ ଦର୍ଶନ କରାଇ ଥିଲେ।ଏହାକୁ ନେଇ ଅନେକ ଲୋକ ନିଜ ମତ ପ୍ରକାଶ କରିଛନ୍ତି।କୁହା ଯାଏ ଜଗନ୍ନାଥ ଯାହାକୁ ଡାକନ୍ତି ସେ ଯେପରି ହେଲେ ତାଙ୍କ ପାଖକୁ ଆସନ୍ତି।
ଆଜି ସେସବୁ ସତ ହୋଇଛି।ସେ ବୁଢା ବୁଢ଼ୀ ମାନେ ପୋଲିସ ବାବୁ ମାନଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି। ଏବଂ ନିଜ ଖୁସି ସମସ୍ତ ଙ୍କ ନିକଟ ରେ ବ୍ୟକ୍ତ କରିଛନ୍ତି।ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ବହୁତ ଚର୍ଚ୍ଚା କରା ଯାଉଛି।

Advertisement