Oct 13, 2023, 15:18 IST

ପୋଲିସ୍ ବାବୁ ଙ୍କ ବୟସ ଦୋଷ , ୬୦ ବର୍ଷ ବୁଢ଼ୀ ସହ ପ୍ରେମ ! ରାତି ୨ ଟା ରେ କବାଟ ଖୋଲା ରଖିଥିବି.. ମୁଁ ଯିବି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କ ର କୌଣସି ଅସୁବିଧା ହେଲେ ଆପଣ ମାନେ ସମସ୍ତେ ଥାନା କୁ ଯାଉ ଥିବେ।ହେଲେ ଯଦି ସେହି ଥାନା ବାବୁ ମାନେ ଆପଣ ଙ୍କ ପାଇଁ କିଛି ସମସ୍ୟା ଆଣିବେ ତେବେ ଆପଣ ମାନେ କାହା ପାଖକୁ ଯିବେ ଥରେ ଭାବନ୍ତୁ।
Special report
ଏମିତି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଠାକୁରଗଡ ଥାନା ଅଞ୍ଚଳ ରେ।ସେହି ଥାନା ର ଏ ଏସ ଆଇ ଜଣେ ମହିଳା ଙ୍କ ସହିତ ଖରାପ ବ୍ୟବହାର ଦେଖାଇ ଛନ୍ତି।ତାଙ୍କ କାମ କରି ଦେବାକୁ କହି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଛନ୍ତି।
ସୂଚନା ଅନୁସାରେ ଠାକୁର ଗଡ ଥାନା ର ଏ ଏସ ଆଇ ଘଟଣା ଦିନ ରାତି ରେ ମହିଳା ଙ୍କ ଘର କୁ ଯାଇଥିଲେ।ବିବାହିତ ମହିଳା ଙ୍କୁ ପ୍ରେମ ନିବେଦନ କରିଥିଲେ।ଓ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥିଲେ।ବିବାହିତ ମହିଳା ଙ୍କ ଘର ଭିତରେ ପ୍ରବେଶ କରିବା ପରେ ମହିଳା ଜଣକ ବାହାର ପଟୁ କବାଟ ଦେଇ ଦେଇ ଥିଲେ।
ଏହା ପରେ ସେ ସେଠାରେ ଥିବା କିଛି ଲୋକ ଙ୍କୁ ଡକାଇ ଥିଲେ।ଗାଁ ଲୋକ ମାନେ ଏ ବିଷୟ ରେ ଥାନା ରେ ଖବର ଦେଇଥିଲେ।ଗାଁ ଲୋକ ମାନେ ସେହି ଘରେ ପହଞ୍ଚି ପୋଲିସ ବାବୁ ଙ୍କୁ ବାଡେଇବା ଆରମ୍ଭ କରି ଦେଇଥିଲେ।
Special report
ଏହା ପରେ ଅନ୍ୟ ପୋଲିସ ବାବୁ ମାନେ ପହଞ୍ଚି ଏ ଏସ ଆଇ ଙ୍କୁ ରକ୍ଷା କରି ଥିଲେ। ତାଙ୍କୁ ଥାନା କୁ ନେଇ ଯାଇଥିଲେ।ସେଠାରେ ପଚରା ଉଚୁରା ଆରମ୍ଭ ହୋଇ ଯାଇଚି।ମହିଳା ଜଣକ ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି।
ଏବଂ କହିଛନ୍ତି କି ସେହି ବ୍ୟକ୍ତି ଜଣକୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ।ପ୍ରଥମେ ପୋଲିସ ଏ ଏସ ଆଇ ଫୋନ କରି ମହିଳା ଙ୍କ ସହିତ ଖରାପ କଥା ହୋଇ ଥିଲେ।ଏହା ପରେ ମହିଳା ଜଣକ ଏ କଥା ର ପ୍ରତିବାଦ କରିଥିଲେ।କିନ୍ତୁ ସେ ଶୁଣି ନ ଥିଲେ।
ମହିଳା ଜଣକ ସେହି ସମୟ ରେ ନିଷ୍ପତି ନେଲେ କି ସେ ପୋଲିସ ବାବୁ ଙ୍କ କଥା କୁ ସମସ୍ତଙ୍କ ସମ୍ମୁଖ କୁ ଆଣିବେ।ଓ ଶେଷ ରେ ସେହି କାମ ମଧ୍ୟ କଲେ।ଏବେ ଏ ଏସ ଆଇ ଜଣକ ଜେଲ ରେ ଅଛନ୍ତି।ଖୁବ୍ ଶୀଘ୍ର ତାଙ୍କୁ କୋର୍ଟ ଫରୱାର୍ଡ କରା ଯିବ।

Advertisement