Nov 23, 2023, 12:47 IST

ଏତେ ସୁନ୍ଦର ସ୍ତ୍ରୀ ଆଉ ପିଲା କୁ ହତାଦର କରୁଥିଲା ରାକ୍ଷସ ସ୍ଵାମୀ, ସବୁ ବେଳେ ସ୍ତ୍ରୀ ର ଚରିତ୍ର ସଂହାର କରୁ କରୁ ଦିନେ ମାରିଦେଲା ଛୁରୀ

Special Report

ନମସ୍କାର ପାଠକ ବନ୍ଧୁ।ପାରିବାରିକ ବିବାଦ କୁ ନେଇ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ଲାଗିଚି କଳହ।ଶେଷ ରେ ସ୍ଵାମୀ ଜଣକ ନିଜ ସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି।ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
Special Report
ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଙ୍କ ଅଫିସ କୁ ଯାଇ ତାଙ୍କୁ ଛୁରା ମାଡ କରିଛନ୍ତି।ମହିଳା ଜଣକ ଏବେ ଗୁରୁତର ସହିତ ହସ୍ପିଟାଲ ରେ ଭର୍ତି ଅଛନ୍ତି।
ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ମଧୁସ୍ମିତା ଓ ତାଙ୍କ ସ୍ଵାମୀ ସପନ ଙ୍କ ବିବାହ ହୋଇଥିଲା।ଏବେ ତାଙ୍କର ଛୋଟ ପୁଅ ଟି ଏ ମଧ୍ୟ ଅଛି।ପୁଅ ଟି ଏ ହୋଇ ସାରିଲା ପରେ ସପନ ସବୁଦିନ ଘର କୁ ମଦ୍ୟପାନ କରି ଫେରୁଥିଲେ।
ଓ ନିଜ ସ୍ତ୍ରୀ କୁ ଖୁବ୍ ପିଟୁ ଥିଲେ।ଏହା ପରେ ମଧୁସ୍ମିତା ଏହାକୁ ସହି ପାରିଲେ ନାହିଁ ।ସେ ନିଜ ବାପଘର କୁ ଚାଲି ଯାଇଥିଲେ।ସେଠାରେ ସେ ଅନେକ ଦିନ ଧରି ରହିଥିଲେ।
Special Report
ଏବଂ ଗୋଟିଏ ଛୋଟ କମ୍ପାନୀ ରେ ସେ କିଛି ଦିନ ହେବ କାମ କରୁଥିଲେ।ତାଙ୍କ ସ୍ଵାମୀ ବାଙ୍ଗାଲୋର ରେ କାମ କରୁଥିଲେ।ନିକଟ ରେ ତାଙ୍କ ବଡ ବାପା ଙ୍କ ମୃ-ତ୍ୟୁ ହୋଇ ଥିବା ଯୋଗୁଁ ସେ ଘର କୁ ଆସିଥିଲେ।
ତାଙ୍କ ସ୍ତ୍ରୀ ଙ୍କୁ ସେ ସେଠାକୁ ଯିବା ପାଇଁ କହିଥିଲେ।ହେଲେ ତାଙ୍କ ସ୍ତ୍ରୀ ଶୁଣି ନ ଥିଲା।ଏହା ପରେ ସେ ତାଙ୍କ ସ୍ତ୍ରୀ ଙ୍କ ଅଫିସ କୁ ଯାଇ ସେଠାରେ ତାଙ୍କ ସହିତ ଝଗଡ଼ା କରୁଥିଲେ।
ଝଗଡ଼ା ବଢିବାରୁ ସେ ନିଜ ପକେଟ ରୁ ଛୁରୀ ଟି କାଢି ନିଜ ସ୍ତ୍ରୀ ମଧୁସ୍ମିତା ଙ୍କୁ ଆକ୍ରମଣ କରିଥିଲେ।ଏବେ ସପନ ଙ୍କୁ ଗିରଫ କରା ଯାଇ ଥାନା ରେ ରଖା ଯାଇଛି।ଓ ଅନ୍ୟପଟେ ମଧୁସ୍ମିତା ଏବେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉ ଛନ୍ତି।

Advertisement