Nov 30, 2023, 09:41 IST

ପିଲା ପେଟ ରେ ମରିଗଲା, ପେଟ ୱାଶ କରୁ କରୁ ସ୍ତ୍ରୀ ଚାଲିଗଲା କୋମା କୁ.. ଆଉ ତାପରେ ଯାହା ହେଲା...

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସମସ୍ତଙ୍କ ଭାଗ୍ୟ ରେ ଖୁସି ନ ଥାଏ।କେତେବେଳେ ଭଗବାନ କାହାକୁ କଣ ଦିଅନ୍ତି ସେ କେବଳ ସେହି ଜାଣନ୍ତି।ଆଜି ଆମେ ସେଭଳି ଏକ ଦୁଃଖ ଭରା କାହାଣୀ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ସେହିଭଳି ଗୋଟିଏ ଝିଅ ହେଉଚି ଖୁସି।ଭଗବାନ ତା ଜୀବନ ରେ ବହୁତ ଖୁସି ଭରି ଦେଇଥିଲେ।ହେଲେ ଏହି ଖୁସି ତାର ସବୁ ଦିନ ରହି ପାରି ନ ଥିଲା।ଦୁଃଖ ରେ କଳା ବାଦଲ ଯେପରି ତାର ପରିବାର ଉପରେ ପଡ଼ି ଯାଇଥିଲା।
ସେ କେବେ ବି ଭାବି ନ ଥିଲା ତାହା ସହିତ ଏପରି କିଛି ଘଟି ଯିବ।ଖୁସି ହେଉଛନ୍ତି ଜଣେ ମହିଳା। ଯିଏ କି ଇନଷ୍ଟା ଗ୍ରାମ ରେ ବିଭିନ୍ନ ପ୍ରକାର ମୋଟିଭେସନାଲ ଭିଡିଓ କରି ଥାନ୍ତି।ଗତ କିଛି ଦିନ ତଳେ ସେ ବିବାହ କରିଥିଲେ।
ବିବାହ ପରେ ନିଜ ସ୍ଵାମୀ ଙ୍କୁ ନେଇ ସେ ବହୁତ ଖୁସି ରେ ଥିଲେ।ସ୍ଵାମୀ ଙ୍କ ସହିତ ଇନଷ୍ଟା ଗ୍ରାମ ରେ ରିଲସ କଲେ।ତାଙ୍କ ଭିଡିଓ କୁ ଲୋକ ମାନେ ଖୁବ୍ ପସନ୍ଦ କରୁଥିଲେ।ଏହି ସମୟ ରେ ଖବର ଆସି ଥିଲା କି ଖୁସି ଗ-ର୍ଭ-ବ-ତୀ ଅଛନ୍ତି।
Special Report
ନିଜ ପେଟ ରେ ସେ ତିନି ମାସ ର ଛୁଆ କୁ ଧରି ରଖିଛନ୍ତି।ଏହି ଖବର ଆସିବା ପରେ ଖୁସି ଓ ତାଙ୍କ ସ୍ଵାମୀ ଙ୍କ ପାଦ ତଳେ ଲାଗୁ ନ ଥିଲା । ଉଭୟ ବହୁତ ଖୁସି ହୋଇ ଯାଇଥିଲେ।
ହେଲେ ହଟାତ ଦିନେ ଖୁସି ଙ୍କ ପେଟ ଜୋର୍ ରେ କାଟିଲା।ସେଥିପାଇଁ ସେ ଡାକ୍ତର ଖାନା କୁ ଯାଇଥିଲେ।ସେଠାରେ ଡାକ୍ତର ତାଙ୍କୁ କହିଥିଲେ କି ତାଙ୍କ ପିଲା ନଷ୍ଟ ହୋଇ ଯାଇଛି।ତାଙ୍କୁ ଏବେ ପେଟ ୱାଶ କରିବାକୁ ପଡ଼ିବ।
ଏହା ଶୁଣିବା ପରେ ସେମାନଙ୍କ ପାଦ ତଳୁ ଯେପରି ମାଟି ଖସି ପଡ଼ିଲା।ଉଭୟ କାନ୍ଦି ବାକୁ ଲାଗିଲେ।ଖୁସି ଙ୍କ ର ପେଟ ୱାସ ହେବା ପରେ ସେ କୋମା କୁ ଚାଲି ଗଲେ।
ଦୀର୍ଘ ୩୭ ଦିନ ପରେ ଏବେ ସେ କୋମା ରୁ ଫେରି ଛନ୍ତି।ସେ ଏବେ ଲୋକ ମାନଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି।ଏ କଥା ଯିଏ ବି ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।

Advertisement