ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗୋଟେ ମା ନିଜର ପିଲା ପାଇଁ ସବୁ କିଛି ତ୍ୟାଗ କରି ଦିଏ।ନିଜ ପିଲା ର ସବୁବେଳେ ଭଲ ପାଇଁ ସେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରି ଥାଏ।

ହେଲେ ବର୍ତ୍ତମାନ ସମୟରେ ଏଭଳି କିଛି ମା ମାନେ ଅଛନ୍ତି ଯେଉଁମାନେ ନିଜ ପିଲା ପ୍ରତି ଟିକେ ବି ଭଲ ପାଇବା ନାହିଁ।ଆମେ ଆଜି ସେଭଳି ଜଣେ ମହିଳା ଙ୍କ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ମହିଳା ପର ପୁରୁଷ ଙ୍କ ପ୍ରେମ ରେ ପାଗଳ ହୋଇ ନିଜ ସ୍ଵାମୀ ଓ ପିଲା କୁ ମାରି ଦେଇଛନ୍ତି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଅଞ୍ଚଳ ରେ।ଏଠାରେ ଜଣେ ମହିଳା ସ୍ଵାମୀ ନ ଥିଲା ବେଳେ ଘର କୁ ପର ପୁରୁଷ ଙ୍କୁ ଡାକି ଆଣି ଥାଆନ୍ତି।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ମହିଳା ଜଣକ ଆଗରୁ ବିବାହିତ ଥିଲେ।ତାଙ୍କର ତିନୋଟି ସନ୍ତାନ ମଧ୍ୟ ଥିଲା।

ହେଲେ ସ୍ଵାମୀ ଚାକିରି କୁ ଯିବା ପରେ ମହିଳା ଜଣକ ନିକଟସ୍ଥ ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ପ୍ରେମ ରେ ଏପରି ଅନ୍ଧ ହୋଇ ଗଲେ ଯେ ନିଜ ପିଲା ମାନଙ୍କ କଥା ଟିକେ ବି ଭାବିଲେ ନାହିଁ।
ସେ ଶା-ରୀ-ରି-କ ସମ୍ପର୍କ ରଖିବା ସମୟରେ ତାଙ୍କର ତିନି ପିଲା ଓ ସ୍ଵାମୀ ଦେଖି ଦେଇଥିଲେ।ଏହି ସମୟ ରେ ମହିଳା ଜଣକ ନିଜର ତିନି ସନ୍ତାନ ଙ୍କ ସହିତ ସ୍ଵାମୀ ହ-ତ୍ୟା କଲେ।

ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।ଗୋଟେ ମା ତାର ପିଲା କୁ କେତେ କଷ୍ଟ ସହି ଜନ୍ମ ଦେଇଛି।ହେଲେ ଶେଷ ରେ ସେ ହିଁ ନିଜ ପିଲା କୁ ମାରି ଦେଲା।ଏ କଥା କୁ ଯିଏ ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।
ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି।ଦୀର୍ଘ ୫ ବର୍ଷ ହେଲାଣି ଏହି ମାମଲା ଟି କୋର୍ଟ ରେ ବିଚାରଧିନ ଅବସ୍ଥା ରେ ଥିଲା।ଏବେ ଏହାର ସମାଧାନ ହୋଇଛି।
ମହିଳା ଓ ତାଙ୍କ ପ୍ରେମିକ ଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଛି।ଉଭୟ ପ୍ରେମିକ ପ୍ରେମିକା ଏବେ ଜେଲ ରେ ରହିଛନ୍ତି।ଓ ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ତାଙ୍କର କିଛି ସମ୍ପର୍କୀୟ ଦାବି କରିଛନ୍ତି।