Feb 1, 2024, 12:31 IST

ପିଲା ମାନଙ୍କୁ କହିଲେ ପାଣ୍ଡିଆନ୍, Success ପାଇଲେ ପିଲେ ମତେ ଚିଠି ଲେଖ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ 5T ସଚୀବ ଭିକେ ପାଣ୍ଡିଆନ ଦେଇଥିବା ବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପ୍ରଥମେ କହିଥିଲେ କି ବାପା ମାଆ ଙ୍କୁ ଖୁସୀରେ ରଖିବା ଓ ତାଙ୍କ ସ୍ବପ୍ନ କୁ ମଧ୍ୟ ସାକାର କରିବା।
Special report
ବାପା ମାଆ ଙ୍କ ସ୍ବପ୍ନ କୁ ପୁରା କରିବା ଛଡା ଆଉ କିଛି ଭଲ କଥା ନାହିଁ ବୋଲି ମଧ୍ୟ କହିଥିଲେ। ପିଲା ମାନଙ୍କୁ ଭଲ ପାଠ ମଧ୍ୟ ପଢ଼ିବା ପାଇଁ ସେ କହିଥିଲେ।
କହିଥିଲେ କି ଭଲ ପାଠ ପଢିବା ଠାରୁ ଆଉ ଭଲ କାମ କିଛି ନାହିଁ। ଏହାପରେ କହିଥିଲେ କି ପିଲାମାନେ ଯେତେବେଳେ ନିଜ ନିଜ ଜୀବନରେ ଉତ୍ତୀର୍ଣ୍ଣ ହେବେ ସେତେବେଳେ
ତାଙ୍କୁ 5T ସଚୀବ ଭିକେ ପାଣ୍ଡିଆନ ତାଙ୍କ ନିକଟକୁ ଚିଠି ଲେଖି ଜଣାଇବା କୁ ମଧ୍ୟ ପିଲାମାନଙ୍କୁ କହିଥିଲେ। କିଏ ଆଇଏସ ଓ କିଏ ଆଇପିଏସ ହୋଇଛି ସେ ସବୁ ମଧ୍ୟ ସେ ଚିଠି ମାଧ୍ୟମରେ ହିଁ ଜଣାଇବେ। ଯଦି ତାଙ୍କୁ ଏନେଇ ମେଲ କରାଯିବ,
Special report
ପିଲାମାନେ ତାଙ୍କୁ ମେଲ କରି ସବୁ କଥା ଜଣାଇବେ ତେବେ ସେ ଖୁବ୍ ଖୁସୀ ହେବେ ବୋଲି ମଧ୍ୟ ଜଣାଇ ଥିଲେ। ପିଲା ମାନଙ୍କ ସହ ଯେଉଁ ଅଧ ଘଣ୍ଟା ସେ ବିତାଇଛନ୍ତି ତାହା ମଧ୍ୟ ନିଶ୍ଚିତ ଭାବରେ ସାର୍ଥକ ହେବ ବୋଲି ମଧ୍ୟ କହିଥିଲେ।
ସେ ମଧ୍ୟ ଏକ ଗାଁ ସ୍କୁଲ୍ ରେ ପାଠ ପଢ଼ି ଏତେଦୂର ଆସିଛନ୍ତି। ସେ ୨୦ କିଲୋ ମିଟର ସାଇକଲ ରେ ଯିବା ଆସିବା କରୁଥିଲେ। ଆଉ ତାହା ବଳରେ ସେ ଆଜି ଏତେଦୂର ଆସି ପହଞ୍ଚି ପାରିଛନ୍ତି।
କଥାରେ ଅଛି କି କଠିନ ପରିଶ୍ରମ କରିଲେ ନିଶ୍ଚିତ ଭାବରେ ସଫଳତା ମିଳେ। ଆଉ ଆଜି ଏହି ସଫଳତା ମିଳିଛି 5T ସଚୀବ ଭିକେ ପାଣ୍ଡିଆନ ଙ୍କୁ। ଶେଷରେ ସେ କହିଥିଲେ କି ପରିଶ୍ରମ କରିବା ଦ୍ବାରା ଜୀବନରେ ସମସ୍ତେ ସଫଳ ହୋଇ ପାରିବେ।
ଏଭଳି କହି ସେ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement