Feb 23, 2024, 18:40 IST

ପିଲାମାନଙ୍କ ସହ ବସି ଭୋଜନ କଲେ 5T ଅଧକ୍ଷ VK Pandian ଦେଖନ୍ତୁ ପିଲାମାନଙ୍କ ସହ ଏହି ସ୍ୱତନ୍ତ୍ର ମୁହୂର୍ତ୍ତ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ରାଜନୀତିକୁ ନେଇ କିଛି ଖବର ଆସିଥାଏ ଯାହା ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special report
ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ସବୁ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯାଉଛନ୍ତି । 
ଆଉ ଏବେ ତାଙ୍କ ଗସ୍ତକୁ ନେଇ କିଛି ଖବର ଆସିଛି । 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଗସ୍ତରେ ବୁଲୁଥିବା ବେଳେ ସେ ସ୍କୁଲକୁ ଯାଇଛନ୍ତି ଆଉ ଏହି ସ୍କୁଲରେ ସେ ପିଲାମାନଙ୍କ ସହିତ ମିଶି ଏକାଠି ଖାଇଛନ୍ତି ।
Special report
ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଯେଉଁ ସବୁ ଖବର ଆସୁଛି ତାହା ଜାଣି ପାରୁଛନ୍ତି । ଏବେ ସମସ୍ତ ସ୍କୁଲ ଆଉ କଲେଜ ମଧ୍ୟ ଉନ୍ନତିକରଣ ହୋଇଗଲାଣି । ଆମ ନେତା ଆମ ଓଡ଼ିଶାକୁ ବହୁତ ଉନ୍ନତି ପଥ ଆଡ଼କୁ ନେଇ ଗଲେଣି । 
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପାନପୋଷ ସ୍ପୋର୍ଟସରେ ପହଞ୍ଚିଥିଲେ ଆଉ ସେଠାରେ ସେ ପହଞ୍ଚି ପିଲାମାନଙ୍କ ସହିତ କଥା ହୋଇଥିଲେ ।
Special report
ଖେଳାଳି ମାନଙ୍କୁ ଅନେକ କଥା ଆଉ ଶିକ୍ଷଣୀୟ ଟିପ୍ସ ମଧ୍ୟ ଦେଇଥିଲେ । ଏହାସହ ସେ ତାଙ୍କ ମାନଙ୍କ ବିଷୟରେ ଅନେକ କଥା କହିଥିଲେ । ଆଉ ସେ ସେମାନଙ୍କ ସହିତ କଥା ହୋଇ ତାଙ୍କର ସବୁ କଥା ବୁଝିବା ସହିତ ସୁଖ ଦୁଃଖ ବୁଝିଥିଲେ । 
5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ସହିତ କଥା ହେବା ସହ ତାଙ୍କୁ ମଧ୍ୟାହ୍ନ ଭୋଜନରେ ସବୁ କଣ ଖାଇବାକୁ ଦିଆ ହୋଇଥିଲା ତାହା ସବୁ ଦେଖିଥିଲେ । ଆଉ ପିଲାମାନଙ୍କ ସହିତ ମିଶି ସେ ତାଙ୍କ ସହିତ ଖାଇବା ଖାଇଥିଲେ ।
ଏବେ ଏହି ନେତା ଜଣଙ୍କର ଏଭଳି କାମ ଦେଖି ସମସ୍ତେ ଖୁସି ଅଛନ୍ତି । ଅନେକ ଲୋକ ଅନେକ ପ୍ରକାରର କଥା କହିଛନ୍ତି । ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଏହି କାମକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement