Dec 27, 2023, 19:08 IST

ପାଠ ପଢ଼ାଇବାକୁ ଡାକି ଏମିତି କରିଦେଲେ ଶିକ୍ଷକ ଦେଖନ୍ତୁ ଭିଡିଓ ହେଲା ସୋସିଆଲ ମିଡିଆରେ ଭାଇରାଲ ସାମ୍ନାକୁ ଆସିଲା ସମ୍ପୂର୍ଣ ସତ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିକ୍ଷକ ହୋଇ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
Special Report
କେବଳ ଶିକ୍ଷକ ନୁହେଁ ବରଂ ଏଭଳି ଅନେକ ଛାତ୍ରୀ ଅଛନ୍ତି ଯେଉଁମାନେ ଶିକ୍ଷକଙ୍କ ସହିତ ଏଭଳି ଭାବ ରଖନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ଆଉ ଏଭଳି କାମ ସେ କେମିତି କରିଲେ ବୋଲି ମନରେ ପ୍ରଶ୍ନ ଆସିବ ।
ଏହି ଘଟଣା ହେଉଛି ଜଣେ ଯୁବତୀ ପାଠ ପଢ଼ିବା ସମୟରେ ଶିକ୍ଷକଙ୍କୁ ଭଲ ପାଇଥିଲେ । ଆଉ ତାଙ୍କ ସହ ସମ୍ପର୍କ ବି ରଖିଥିଲେ । ଯୁବତୀ ଜଣଙ୍କ ପଢୁଥିବା ସ୍କୁଲର ସବୁ ଶିକ୍ଷକ ଆଉ ଶିକ୍ଷୟତ୍ରୀମାନଙ୍କୁ ସେ ବହୁତ ଭଲ ପାଉଥିଲେ ।
Special Report
ଯୁବତୀ ଜଣକ ସବୁ ଶିକ୍ଷକଙ୍କ ଠାରୁ ହିନ୍ଦୀ ସାରଙ୍କୁ ଅଧିକ ଭଲ ପାଉଥିଲେ । ଶେଷରେ ଏଭଳି କିଛି ଘଟଣା ଘଟିଗଲା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଯୁବତୀଙ୍କ ବୟସ ହେଉଛି ୧୮ ବର୍ଷ । ୧୮ ବର୍ଷ ବୟସରେ ସେ ଭଲ ପାଇଥିଲେ । 
ସେ ଯେଉଁ ସାରଙ୍କୁ ଭଲ ପାଇଥିଲେ ତାଙ୍କର ବୟସ ହେଉଛି ୫୫ ବର୍ଷ । ଯୁବତୀ ଜଣକ ୫୫ ବର୍ଷୀୟ ହିନ୍ଦୀ ଶିକ୍ଷକଙ୍କୁ ଭଲପାଇ ବସିଥିଲେ । ଏହି ଶିକ୍ଷକ ଜଣକର ମଧ୍ୟ ସ୍ତ୍ରୀ ପିଲାଛୁଆ ଥାଇ ମଧ୍ୟ ସେ ବି ଏହି ୧୮ ବର୍ଷୀୟ ଝିଅକୁ ଭଲ ପାଇଥିଲେ ।
Special Report
ତାଙ୍କର ଭିତରେ ଶାରିରୀକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ଆଉ ଏବେ ଏହି ଯୁବତୀ ଜଣକ ସେହି ୫୫ ବର୍ଷୀୟ ବ୍ୟକ୍ତି ଜଣଙ୍କର ଛୁଆର ମାଆ ହେବାକୁ ଯାଉଛନ୍ତି । ଯୁବତୀ ଜଣକ ତିନିମାସର ଗର୍ଭବତୀ ଅଛନ୍ତି । ଏହି ଯୁବତୀ ଜଣକ ବିଷୟରେ ତାଙ୍କ ଘରେ ଜାଣି ଦେଇଥିଲେ । 
ଘରଲୋକ ଜାଣିବା ପରେ ତାଙ୍କୁ ଆଉ ଘର ବାହାରକୁ ଛାଡ଼ି ନଥିଲେ । ଆଉ ଏହାପରେ ଏହି ଯୁବତୀ ଜଣକ ସୁଯୋଗ ପାଇ ଘରୁ ପଳାଇ ଆସିଥିଲେ । ଏବେ ଏହି ଯୁବତୀ ଏବଂ ଏହି ୫୫ ବର୍ଷୀୟ ହିନ୍ଦୀ ସାର୍ ଭିଡିଓ କରି ନ୍ୟାୟ ମାଗିଛନ୍ତି । ଉଭୟ ବିବାହ କରିବାକୁ ଚାହୁଁଛନ୍ତି ।
ଏହି ଦୁଇଜଣଙ୍କୁ ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ବାପା ଝିଅ ଭଳି ଦେଖା ଯାଉଛନ୍ତି । କିନ୍ତୁ ଯୁବତୀ ଆଉ ଏହି ବୃଦ୍ଧ ଶିକ୍ଷକ ଏଭଳି କାମ କରିବେ ଯାହାକି ଏହି ସମାଜ ଆଖିରେ ଖରାପ ଅଟେ । ଏବେ ତାଙ୍କର ଏହି ଭିଡିଓକୁ ନେଇ ଅନେକ କଥା ଆସୁଛି ।

Advertisement