Nov 28, 2023, 16:17 IST

ପରିଶ୍ରମର ଦରମା ମାଗିଲେ ଶ୍ରମିକ ହେଲେ ପାଟିରେ ଚପଲ୍ ପୁରାଇ ଦେଲେ ମାଲିକିଆଣି ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସବୁ ଜିଲ୍ଲାର, ସବୁ ରାଜ୍ୟର ଏବଂ ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special Report
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କିଛି ଖବର ଏଭଳି ଆସୁଛି ଯାହା ଆପଣଙ୍କ ମନରେ ଅନେକ କଥା ଆଣିବା ସହ ଏହି ଖବର ଶୁଣିଲେ ଆପଣଙ୍କୁ ରାଗ ଆସିଯିବ । ଏହି ଖବର ଏବେ ଚର୍ଚ୍ଚାରେ ରହିଛି । 
ଜଣେ କମ୍ପାନୀର ମାଲିକାଣୀ ହୋଇ କରିଲେ ଏଭଳି କାମ ଯାହା ସତରେ ବହୁତ ଖରାପ ଅଟେ । ଏହି ମହିଳା ଜଣକ ତାଙ୍କ ଶ୍ରମିକଙ୍କ ସହିତ କରିଲେ ଏହି କାମ । ଶ୍ରମିକ ମାନଙ୍କୁ ମାଲିକ ମାନେ ବହୁତ ଭଲ ପାଇଥାନ୍ତି ।
Special Report
ଶ୍ରମିକ ମାନଙ୍କ ପାଇଁ କମ୍ପାନୀ ଚାଲିଥାଏ ଆଉ କମ୍ପାନୀ ଉନ୍ନତି କରିଥାଏ । କିନ୍ତୁ ଏବେ ଜଣେ ଶ୍ରମିକଙ୍କ ସହିତ ଏଭଳି ଘଟଣା ଘଟିଛି । ଶ୍ରମିକ ଜଣକ ତାଙ୍କ ଦରମା ମାଗିବାରୁ ମାଲିକାଣୀ ତାଙ୍କ ସହିତ କରିଥିଲେ ଏଭଳି କିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଶ୍ରମିକ ଜଣକ ତାଙ୍କ ଦରମା ମଗିଲେ ଆଉ ମାଲିକାଣୀ ଜଣକ ରାଗିଗଲେ । ଏହାପରେ ମାଲିକାଣୀ ରାଗି ଯାଇ ଶ୍ରମିକ ପାଟିରେ ଚପଲ ପୁରାଇ ଦେଲେ । ଏହି ମାଲିକାଣୀ ଜଣକ ତାଙ୍କର ହିତାହିତ ଜ୍ଞାନ ଭୁଲିଗଲେ ଆଉ ମାଲିକାଣୀଙ୍କ ନାଁରେ ଥାନାରେ ଏତଲା ଦେଲେ ଏହି ଶ୍ରମିକ ଜଣକ ।
Special Report
ଶ୍ରମିକ ଜଣକ ତାଙ୍କ ପ୍ରାପ୍ୟ ମାଗିବାରୁ ତାଙ୍କ ଉପରେ ଏଭଳି ଅତ୍ୟାଚାର କରିଛନ୍ତି ଯାହା ଦେଖିପାରିବେ ନାହିଁ । ସୂଚନା ଅନୁସାରେ, ଏହି ମାଲିକାଣୀ ଜଣକ ହେଉଛନ୍ତି ରାଣିବା ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ କମ୍ପାନୀର ବିଭୂତି ପଟେଲ ।
Special Report
ସେ ନିଲେସ ନାମକ ଶ୍ରମିକଙ୍କୁ ଚାକିରୀ ଦେଇଥିଲେ । ଆଉ ଏହାପରେ ତାଙ୍କୁ ତାଙ୍କ ଚାକିରୀରୁ ବାହାର କରିଦେଲେ ମାଲିକାଣୀ । ଆଉ ଏହାପରେ ଶ୍ରମିକ ଜଣକ ତାଙ୍କର ୧୫ ଦିନର କାମର ଟଙ୍କା ମାଗିଥିଲେ । ଏହାପରେ ମାଲିକାଣୀ ଜଣକ ରାଗି ଯାଇଥିଲେ ।
ଆଉ ସେ ଶ୍ରମିକ ଜଣଙ୍କୁ ମାଡ ମାରିଥିଲେ । ଏହାପରେ ଶ୍ରମିକ ଜଣକ ଥାନାରେ ଅଭିଯୋଗ କରିଥିଲେ । ଏବେ ଏହି ମାଲିକାଣୀଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଆଉ ଏବେ ପୋଲିସ ଏହି ମାଲିକାଣୀଙ୍କୁ ଖୋଜୁଥିବା ବେଳେ ସେ ଫେରାର ଅଛନ୍ତି ।

Advertisement