Feb 7, 2024, 12:21 IST

ପରୀ ଘଟଣା ରେ ବହୁତ୍ ବଡ଼ ରାୟ ଦେଲେ ଜଜ୍: ୨୦ ବର୍ଷ ଦଣ୍ଡ ପାଇଲା ଦୋଷୀ , ହେଲେ ବିଚାର ରେ ସନ୍ତୁଷ୍ଟି ନାହିଁ ପରିବାର, ଏଥିରେ ଅରୁଣ ସାହୁ ବି ସାମିଲ କହୁଛନ୍ତି ପରୀ ର ମା

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ବହୁ ଚର୍ଚ୍ଚିତ କୁନି ଝିଅ ପରୀ ହ-ତ୍ୟା ମାମଲା ର ରାୟ ପ୍ରକାଶ।ଚାରି ବର୍ଷ ର ଝିଅ ରାସ୍ତା ରେ ଖେଳୁ ଥିବା ସମୟ ରେ ତାକୁ ବ-ଳା-ତ୍କା-ର କରି ହ-ତ୍ୟା କରା ଯାଇ ଥିଲା।ଏବେ ଏହାର ରାୟ ପ୍ରକାଶ ପାଇଛି।
Special report
ଅଭିଯୁକ୍ତ ସରୋଜ ସେଠୀ ଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦିଆ ଯାଇଚି।ନୟାଗଡ଼ ଜିଲ୍ଲା ଦୋରା ଜଜ୍ ଏହି ରାୟ ଘୋଷଣା କରିଛନ୍ତି।ଏଥିରେ ପରୀ ଙ୍କ ବାପା ଓ ପରିବାର ଲୋକେ ବହୁତ ଖୁସି ହୋଇ ଯାଇଛନ୍ତି।ଦୀର୍ଘ ଚାରି ବର୍ଷ ପରେ ପରୀ କୁ ମିଳିଚି ନ୍ୟାୟ।ଏ ନେଇ ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲା କୋର୍ଟ।
ସୂଚନା ଅନୁସାରେ ୨୦୨୦ ମସିହା ର ଜୁଲାଇ ୨୦ ତାରିଖ ରେ ପରୀ ନିଜ ଘର ପାଖରେ ଖେଳୁ ଥିଲା।ଏହି ସମୟ ରେ ସେହି ଅଞ୍ଚଳ ର ଶରତ ସେଠୀ ନାମକ ଯୁବକ ଜଣକ ତାକୁ ଅ-ପ-ହ-ର-ଣ କରି ନେଇ ଥିଲା।ଏହା ପରେ ତାକୁ ଦୁ-ଷ୍କ-ର୍ମ କରି ହ-ତ୍ୟା କରି ଥିଲା।ହ-ତ୍ୟା କରି କୌଣସି ଏକ ଜଙ୍ଗଲ ରେ ଫୋପାଡି ଦେଇ ଥିଲା।
ଏହା ପରେ ପରିବାର ଲୋକେ ଅନେକ ଆଡ଼େ ପରୀ କୁ ଖୋଜି ଥିଲେ।ହେଲେ କେଉଁ ଠାରେ ବି ପାଇ ନ ଥିଲେ।ଶେଷ ରେ ପରୀ ଙ୍କ ବାପା ଥାନା ରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରି ଥିଲା।
Special report
ପୋଲିସ ଗୋଟିଏ ଜଙ୍ଗଲ ରୁ ପରୀ ର ଶରୀର ର ହାଡ ପାଇ ଥିଲା।ଏହା ପରେ ଘଟଣା ର ତଦନ୍ତ କରିବା ପରେ ଜଣା ପଡ଼ି ଥିଲା ଯେ କୁନି ଝିଅ ପରୀ କୁ ପ୍ରଥମେ ଦୁ-ଷ୍କ-ର୍ମ କରା ଯାଇ ପରେ ହ-ତ୍ୟା କରା ଯାଇଛି।ହେଲେ ସେ ସମୟ ରେ ଅଭିଯୁକ୍ତ କିଏ ବୋଲି ଜଣା ପଡ଼ି ନ ଥିଲା।
ସେହି ବର୍ଷ ଡିସେମ୍ବର ମାସ ରେ ପରୀ ଙ୍କ ବାପା ମା ବିଧାନ ସଭା ଆଗରେ ଆ-ତ୍ମା-ହୁ-ତି ଉଦ୍ୟମ କରିଥିଲେ।ଏହା ପରେ ସରକାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବା ପରେ ଜଣା ପଡି ଥିଲା କି ଶରତ ସେଠୀ ନାମକ ଜଣେ ଛାତ୍ର ଏପରି କରିଛି।
ଏହାର ଚାରି ବର୍ଷ ପରେ କୁନି ଝିଅ ପରୀ କୁ ନ୍ୟାୟ ମିଳିଚି।ଆଜି ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜଜ୍ ଏହି ରାୟ ପ୍ରକାଶ କରିଛନ୍ତି।ଛୋଟ ଝିଅ ସହିତ ଏଭଳି କରିଥିବା
ଶରତ ସେଠୀ ଙ୍କୁ ଅତିରିକ୍ତ ଜିଲ୍ଲା ଜଜ ୨୦ ବର୍ଷ ଜେଲ ଦଣ୍ଡ ରେ ଦଣ୍ଡିତ କରିଛନ୍ତି।୩୧ ଜଣ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଏହି ରାୟ ପ୍ରକାଶ ପାଇଛି।ଏଥିରେ ପରୀ ଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି।

Advertisement