Dec 5, 2023, 19:26 IST

ପରକୀୟା ପ୍ରୀତିରେ ଘଟିଲା ସାଙ୍ଘାତିକ ଘଟଣା ଦେଖନ୍ତୁ ସ୍ୱାମୀର ତଳ ଫଟେଇ ମାରିଦେଲା ସ୍ତ୍ରୀ

Special Report

ନମସ୍କାର ପାଠକ ବନ୍ଧୁ।ପ୍ରେମିକ ପାଇଁ ନିଜ ସ୍ଵାମୀ କୁ ହ-ତ୍ୟା କରିଛି ଜଣେ ମହିଳା।ଏ କଥା ଆପଣ ମାନଙ୍କ ର ବିଶ୍ଵାସ ନ ହେଉ ଥିଲେ ମଧ୍ୟ ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର କାନପୁର ଠାରେ।ସେଠାରେ ଜଣେ ମହିଳା ତାଙ୍କ ସ୍ବାମୀ ଙ୍କ ଚା ରେ ବିଷ ଦେଇ ହ-ତ୍ୟା କରିଛି।
Special Report
ଯାହାକି ସାତ ଜନ୍ମ ପାଇଁ ସାଥୀ କରିବ ବୋଲି କଥା ଦେଇଥିଲା ଶେଷ ରେ ତାକୁ ହିଁ ସବୁଦିନ ପାଇଁ ମାରିଦେଲା।ଯେ କେହି ବି ଏଭଳି ଘଟଣା ବିଷୟରେ ଶୁଣିଛି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ସୂଚନା ଅନୁସାରେ ଦିବ୍ୟା ନାମକ ଜଣେ ମହିଳା ଗତ କିଛି ବର୍ଷ ମୁକେଶ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ନିଜ ସଂସାର କୁ ନେଇ ବହୁତ ଖୁସି ରେ ଥିଲେ।
Special Report
ହେଲେ ଏହି ସମୟରେ ଦୀବ୍ୟା ଙ୍କ ପୂର୍ବତନ ପ୍ରେମିକ ତାଙ୍କ ଜୀବନ କୁ ଆସି ଥିଲେ। ଦିବ୍ୟା ଙ୍କୁ ସଞ୍ଜୟ ନାମକ ଜଣେ ଯୁବକ ପିଲା ବେଳୁ ଭଲ ପାଇ ଆସୁ ଥିଲେ।ହେଲେ କୌଣସି କାରଣ ପାଇଁ ସେମାନଙ୍କ ବିବାହ ହୋଇ ପାରି ନ ଥିଲା।
Special report
ଏହା ପରେ ଦିବ୍ୟା ନିଜ ବିବାହ ପରେ ସଞ୍ଜୟ ଙ୍କ ସହିତ ସମ୍ପର୍କ ରଖିଲେ।ସେ ନିଜ ସ୍ଵାମୀ ଓ ପରିବାର କୁ ଭୁଲି ଗଲେ।ସଞ୍ଜୟ ଙ୍କ ସହିତ ଦିବ୍ୟା ଶାରୀରିକ ସଂପର୍କ ରଖୁ ଥିବା ସମୟ ରେ ମୁକେଶ ତାଙ୍କୁ ଦେଖି ଦେଇ ଥିଲେ।
ସେ ଏଥିପାଇଁ ଦିବ୍ୟା ଙ୍କୁ ବହୁତ ଗାଳି ଗୁଲଜ କରିଥିଲେ।ଏଥିରେ ବହୁତ ରାଗି ଯାଇଥିଲେ ଦିବ୍ୟା।ସେ ମୁକେଶ ଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଇଚ୍ଛା କଲେ।
ଦିବ୍ୟା ଓ ତାଙ୍କ ପ୍ରେମିକ ସଞ୍ଜୟ ମୁକେଶ ଙ୍କୁ ତାଙ୍କ ରାସ୍ତା ର କଣ୍ଟା ବୋଲି ଭାବୁଥିଲେ।ସେଥିପାଇଁ ସେମାନେ ଯୋଜନା କଲେ ଯେ ମୁକେଶ ଙ୍କୁ ସବୁଦିନ ପାଇଁ ମାରିଦେବେ।ଓ ପରେ ଉଭୟ ବିବାହ କରିବେ।ଶେଷ ରେ ତାଙ୍କ ଚା ରେ ବିଷ ଦେଇ ତାଙ୍କୁ ହ-ତ୍ୟା କରା ଯାଇଥିଲା।

Advertisement