Nov 14, 2023, 16:01 IST

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା - Weather Update

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ପାଣିପାଗ କେମିତି ରହିଛି ।
Special report
ଆଉ ଆଗକୁ ପାଣିପାଗ କେମିତି ରହିବ ଏନେଇ ଅନେକ ସୂଚନା ଆସିଛି । ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ବଦଳି ଯାଇଛି । ରାଜ୍ୟର ଅନେକ ଜିଲ୍ଲାର ଆଉ ଅନେକ ଅଞ୍ଚଳର ତାପମାତ୍ରା ରେକର୍ଡ କରାଯାଇଛି ।
ନବରଙ୍ଗପୁରର ତାପମାତ୍ରା ହେଉଛି -୧.୪ ଡିଗ୍ରୀ ସେଲସିୟସ, ମାଲକାନଗିରିରେ -୧.୧ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ ଜିଲ୍ଲାରେ -୧.୦ ଡିଗ୍ରୀ ସେଲସିୟସ, ଏବଂ ଭୁବନେଶ୍ବର ସହରରେ +୧.୨ ଡିଗ୍ରୀ ସେଲସିୟସ, କଟକ ଜିଲ୍ଲାରେ +୧.୫ ଡିଗ୍ରୀ ସେଲସିୟସ ।
Special report
ଏଭଳି ଅନେକ ସ୍ଥାନର ଖବର ବା ତାପମାତ୍ରା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅନେକ ସ୍ଥାନର ତାପମାତ୍ରା ଏବେ ରେକର୍ଡ କରାଯାଇଛି ।
ଆଗାମୀ ଦିନରେ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।ଆଉ ଏହା ପ୍ରଭାବରେ ୧୫ ତାରିଖରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଜଗତସିଂପୁର, ପୁରୀ, ଖୋର୍ଦ୍ଧା ଏବଂ ଅନେକ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
Special report
୧୬ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏହି ଖବରକୁ ନେଇ ସୂଚନା ଆସିବା ସହ ଅନେକ ଖବର ଆପଣମାନେ ଜାଣିପାରିବେ । 
Special report
୧୫ , ୧୬ ତାରିଖରେ ଅନେକ ସ୍ଥାନରେ ବର୍ଷା ହେବା ସହ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କେନ୍ଦ୍ରାପଡ଼ା, କଟକ, ଯାଜପୁର, ପୁରୀ, ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆପଣମାନେ ସମସ୍ତେ ଏହିଭଳି ଅନେକ ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଖବର ଆପଣଙ୍କୁ ସତର୍କ କରାଉଛି । ଏହି ଭିଡିଓ ଆପଣଙ୍କ ପାଖରେ ପହଞ୍ଚିବା ଦ୍ୱାରା ଆପଣମାନେ ପାଣିପାଗ ବିଷୟରେ ଅନେକ କଥା ଜାଣିପାରିଲେ ।

Advertisement