Dec 16, 2023, 14:01 IST

ପାଣ୍ଡିଆନ ଙ୍କୁ ପ୍ରଶଂସା ରେ ପୋତି ପକେଇଲେ ପ୍ରମିଳା, କହିଲେ ତାଙ୍କ ଭଳିଆ ଦରଦୀ ମଣିଷ ଟେ ମିଳିବା ମୁସ୍କିଲ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ସେଥିପାଇଁ ପ୍ରାୟ ପ୍ରତ୍ୟେକ ଦଳ ନିଜ ନିଜ ର କାମ କରି ଦେଖାଉଛନ୍ତି।ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ଙ୍କ ଭଲ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି।
Special report
ସେ ଏହି ଯୋଜନା ରେ ଓଡ଼ିଶା ର ବିକାଶ କଥା ଉଲ୍ଲେଖ କରିଛନ୍ତି।ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇ ସେ କେତେ ମା ମାନଙ୍କ ମୁହଁ ହସ ଫୁଟାଇ ଦେଉଛନ୍ତି।
ନିକଟରେ ତାଙ୍କୁ ନେଇ ମୁହଁ ଖୋଲିଛନ୍ତି ସାଂସଦ ପ୍ରମୀଳା ବିଶୋଇ।ସେ କହିଥିଲେ କି ମୁଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଚି।ସେ ଲୋକ ଙ୍କ ହିତ ପାଇଁ ଅନେକ କାମ କରୁଛନ୍ତି।
ଏବଂ ଭି କେ ପାଣ୍ଡିଆନ ମଧ୍ୟ ଓଡ଼ିଶା କଥା ଅନେକ ଚିନ୍ତା କରିଛନ୍ତି।ତାଙ୍କ ଉପସ୍ଥିତି ବିନା ଓଡ଼ିଶା ର ଉନ୍ନତି ସମ୍ଭବ ନୁହେଁ।ସେ ଆମ ପାଇଁ ବହୁତ କିଛି କରିଛନ୍ତି।ଆମେ ସମସ୍ତେ ତାଙ୍କୁ ଧନ୍ୟବାଦ୍ ଦେବା।
Special report
ସେ ଏଠାରେ ଉପସ୍ଥିତ ହୋଇ ଥିଲେ।ଓ ଓଡ଼ିଶା ର ଲୋକ ଙ୍କ ଅସୁବିଧା ସମ୍ପର୍କ ରେ ଜଣାଇ ଥିଲେ।ଆଜିର କାର୍ଯ୍ୟ କାରିଣୀ ବୈଠକ ରେ ଆମେ ସମସ୍ତେ ଉପସ୍ଥିତ ଥିଲୁ।
ଏମ୍ ପି , ଏମ୍ ଏ ଏଲ୍ ମାନେ ସହଯୋଗ କରିବା ପାଇଁ ଏଠାରେ ଅନେକ ବିଚାର ଚାଲି ଥିଲା।ସମସ୍ତ ଙ୍କ ସହଯୋଗ ରେ ଆମ ରାଜ୍ୟ ର ଉନ୍ନତି ହେବ।ଆମେ ଆଗକୁ ଯିବା ସହିତ ସମସ୍ତେ ଆଗକୁ ଯିବେ।ଏଭଳି କିଛି କହି ଥିଲେ ଗଣ ମାଧ୍ୟମ ଆଗରେ ସାଂସଦ ପ୍ରମିଳା ବିଶୋଇ।
ସେ ଓଡ଼ିଶା କୁ ବହୁତ ସାହାର୍ଯ୍ୟ ସହଯୋଗ କରିଛନ୍ତି।ଆମ ନବୀନ ବାବୁ ଙ୍କୁ ବହୁତ ବହୁତ ଧନ୍ୟବାଦ।ଏହା ସହିତ ପାଣ୍ଡିଆନ ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦେଉଛୁ।

Advertisement