Nov 29, 2023, 12:08 IST

ପାଣ୍ଡିଆନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ କଣ କହିଲେ ସମସ୍ତେ କରିଲେ ଚର୍ଚ୍ଚା - VIRAl VIDEO

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଯାହା ଖବର ଆସୁଛି ତାହା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଡ଼ିଶାର ରାଜନୀତି ବିଷୟରେ ତ ଜାଣିଥିବେ ।
Special Report
ରାଜନୀତିକୁ ନେଇ ଆସିଥିବା ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏହି ଭିଡିଓ ଦେଖିଲେ ଆପଣମାନେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି. କେ ପାଣ୍ଡିଆନ କଣ ସବୁ କଥା ହେଉଛନ୍ତି ତାହା ଜାଣିପାରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି. କେ ପାଣ୍ଡିଆନ ରାତିରେ ଏକାଠି ବୁଲୁଛନ୍ତି ଆଉ ସେହି ସମୟରେ ସେମାନେ କଥା ହେଉଛନ୍ତି । ଆଉ ସେମାନେ ବୁଲୁ ଥିବାର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।
Special Report
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସେମାନେ କଥାବାର୍ତ୍ତା ହେଉଛନ୍ତି । କେଉଁ ବିଷୟରେ ସେମାନେ କଥା ହେଉଛନ୍ତି ସେହି କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କୌଣସି ଏକ ବୈଠକ ବିଷୟରେ କଥା ହେଉଛନ୍ତି । ଏହି ବୈଠକ ଏନ୍ କଲେଜରେ ହୋଇଥିଲା । ଏହି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ପଚାରିଥିଲେ ।
Special Report
ଆଉ 5T ସଚିବ ଭି. କେ ପାଣ୍ଡିଆନ କହିଥିଲେ କି ସେମାନେ ରାଜ୍ୟ ସହିତ ଏକ ଚୁକ୍ତି କରିବାକୁ ହସ୍ତାକ୍ଷର କରିଛନ୍ତି । ଆଉ ଏହାସହ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା କରିବାକୁ ମଧ୍ଯ କହିଛନ୍ତି । 
ଏହି ବୈଠକରେ ସେମାନେ ଏହି ପ୍ରସ୍ତାବ ରଖିଛନ୍ତି । ସେମାନେ ଡିସେମ୍ବର ୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଳାନ୍ୟାସ କରିବାକୁ ଅନୁରୋଧ କରିଛନ୍ତି । ଏହି କଥା ଶୁଣିଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ବହୁତ ଖୁସିର କଥା । ଏହି ଖବର ପାଇ ସେ ଖୁସି ଅଛନ୍ତି ।
ଯୁବାମାନେ ତାଙ୍କୁ ଦେଖା କରିବାକୁ ଆଗ୍ରହ ଅଛନ୍ତି ଜାଣି ସେ ଖୁସି ଅଛନ୍ତି ବୋଲି କହିଛନ୍ତି । ଆଉ ସେହି କଲେଜରେ ଓଡ଼ିଶାର ପିଲାମାନଙ୍କ ପାଇଁ ୩୦ ପ୍ରତିଶତ ସିଟ ରିଜର୍ଭ ବୋଲି ମଧ୍ୟ ଏହି ବୈଠକରେ କୁହାଯାଇଛି ।

Advertisement