Feb 21, 2024, 18:28 IST

ପାଣ୍ଡିଆନଙ୍କ ପାଖକୁ ଧାଇଁ ଆସିଲେ ମାଉସୀ ହାତରେ ଆଶ୍ରିବାଦ ରୂପରେ ଧରାଇ ଦେଲେ ୧୦ ଟଙ୍କା ଆଉ ତା ପରେ

Special Report

ନମସ୍କାର ପାଠକ ବନ୍ଧୁ। ଗାଡ଼ି ଅଟକାଇ ରାସ୍ତା ରେ ପାଣ୍ଡିଆନ ଙ୍କ ପାଖକୁ ଦଉଡ଼ି ଗଲେ ମହିଳା।ବନ୍ଧୁଗଣ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜ ରାସ୍ତା ରେ।ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।
Special report
ସେ ଆମ ରାଜ୍ୟ ର ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି।ଏହି କିଛି ଦିନ ତଳେ ସେ ବିଜୁ ଜନତା ଦଳ ରେ ଅଂଶ ଗ୍ରହଣ କରିଛନ୍ତି।ବର୍ତ୍ତମାନ ସମୟ ରେ ଏକ ଅଜବ ଦୃଶ୍ୟ ରାସ୍ତା କଡ ରେ ଦେଖା ଯାଇ ଥିଲା।ସେଠାରେ ଜଣେ ମହିଳା ରାସ୍ତା ରେ ଭି କେ ପାଣ୍ଡିଆନ ଙ୍କୁ ଦେଖି ଥିଲେ।
ଭି କେ ପାଣ୍ଡିଆନ୍ ରାସ୍ତା ରେ ଯାଉ ଥିବା ସମୟ ରେ ହଟାତ ତାଙ୍କ ଗାଡ଼ି ପାଖକୁ ଜଣେ ମହିଳା ଦଉଡ଼ି ଆସି ଥିଲେ।ସେହି ମହିଳା ଙ୍କ ନାମ ହେଉଚି ତଅପୋଇ।ତାଙ୍କୁ ଦେଖି ଭି କେ ପାଣ୍ଡିଆନ ନିଜ ଗାଡ଼ି କୁ ଅଟକାଇ ଥିଲେ।ଏଥିରେ ମହିଳା ଜଣକ ଖୁବ୍ ଖୁସି ହୋଇ ଯାଇ ଥିଲେ।
Special report
ଏହା ପରେ ସେ ଭି କେ ପାଣ୍ଡିଆନ ଙ୍କୁ ଆଶୀର୍ବାଦ ଦେଇ କହି ଥିଲେ କି ତମେ ଆଗକୁ ମଧ୍ୟ ଓଡ଼ିଶା ରେ ବିକାଶ ମୂଳକ କାର୍ଯ୍ୟ କରି ଚାଲ।ଆମେ ସବୁବେଳେ ତୁମ ସହ ରହିଛୁ।ଅନେକ ଥର ତମକୁ ଟିଭି ରେ ଦେଖିଚି। ଥରେ ଜୀବନ ରେ ଦେଖିବା ପାଇଁ ଇଚ୍ଛା ଥିଲା।
ଆଜି ତାହା ପୂରଣ ହୋଇଛି।ତମକୁ ଦେଖି ମୁଁ ବହୁତ ଖୁସି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ମିଶି ଆହୁରି ଉନ୍ନତି ମୂଳକ କାମ କରି ଚାଲ।ଆମ ରାଜ୍ୟ ର ବିକାଶ କର।ଏଭଳି ତାଙ୍କୁ ଆଶୀର୍ବାଦ ଦେଇ ଥିଲେ ମହିଳା ଜଣକ।
Special report
ଏଥିରେ ଭି କେ ପାଣ୍ଡିଆନ ମଧ୍ୟ ବହୁତ ଖୁସି ହୋଇ ଯାଇ ଥିଲେ।ଉଭୟ ଅନେକ ସମୟ ଧରି ରାଜ ରାସ୍ତା ରେ ପରସ୍ପର ସହିତ କଥା ହୋଇ ଥିଲେ।ଏହା ପରେ ଭି କେ ପାଣ୍ଡିଆନ ସେ ସ୍ଥାନ ଛାଡି ଚାଲି ଯାଇ ଥିଲେ।ସେଠାରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରି ଥିଲେ।
Special report
ଏହି ଘଟଣା ଟି ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳ ରେ ଦେଖା ଯାଇ ଅଛି।ମହିଳା ଜଣକ ପାଣ୍ଡିଆନ ଙ୍କ ମୁଣ୍ଡ ରେ ହାତ ରଖି ଆଶୀର୍ବାଦ ଦେଲେ।ଓ ପାଣ୍ଡିଆନ ତାଙ୍କୁ କଣ ଖାଇବେ ବୋଲି ପଚାରି ଥିଲେ।
ଏ କଥା ମହିଳା ଜଣକ ଶୁଣି ବହୁତ ଖୁସି ହୋଇ ଯାଇ ଥିଲେ।ଏହା ପରେ ପାଣ୍ଡିଆନ ତାଙ୍କ ହାତ ରେ ୫୦୦ ଟଙ୍କା ଧରାଇ ଦେଇ ସେ ସ୍ଥାନ ଛାଡ଼ି ଚାଲି ଯାଇ ଥିଲେ।ସେହି ମହିଳା ଜଣକ ଏଥିରେ ବହୁତ ଖୁସି ହୋଇ ଯାଇ ଥିଲେ।

Advertisement