Dec 4, 2023, 13:33 IST

ଆରେ କି କଥା କହୁଛ, ପାଣ୍ଡିଆନ ଙ୍କ ଓଡ଼ିଶା ପାଇଁ ପ୍ରେମ ସଦା ସର୍ବଦା ଅଛି ଆଉ ରହିବ, ଦୀପ ର ସଳିତା ପରି ସେ ଜଳି ଜଳି ବଞ୍ଚୁଛନ୍ତି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ୫ ଟି ସଚିବ ଭାବେ ଜଣା ଶୁଣା ଭି କେ ପାଣ୍ଡିଆନ ଙ୍କୁ ସେ ଓଡ଼ିଶା କୁ ବିକାଶ ପଥ ରେ ଆଗେଇ ନେବା ପାଇଁ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି।ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ।
Special Report
ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ତାଙ୍କୁ ୫ ଟି ସଚିବ ଭାବେ ନିଯୁକ୍ତି ଦେଇଥିଲେ।ଏବେ ସେ ନିଜ ସରକାରୀ ଚାକିରି ଛାଡ଼ି ରାଜନୀତି ରେ ଯୋଗ ଦେଇଛନ୍ତି।ଓଡ଼ିଶା ର ଉନ୍ନତି କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି।
ନିକଟରେ ଗାଈ ସେବା ଆଶ୍ରମ ର ଚେୟାର ମ୍ୟାନ ନଥମଲ୍ ଚନାନି ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ।ସମାଜ ର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରି ଥାଆନ୍ତି।
ହେଲେ ବହୁତ କମ ଲୋକ ଥିବେ ଯେଉଁ ମାନେ କି ଏଥିରେ ସଫଳ ହୋଇ ଥିବେ।ଏହାକୁ କରି ଦେଖାଇ ଛନ୍ତି ଭି କେ ପାଣ୍ଡିଆନ।ସେ ନିକଟ ରେ ବିଜେଡି ଦଳ ରେ ସାମିଲ ହୋଇଛନ୍ତି।ଓଡ଼ିଶା ର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟା କରିଛନ୍ତି।
Special Report
ନଥମଲ୍ ଚନାନୀ ପାଣ୍ଡିଆନ ଙ୍କ ବିଷୟ ରେ କହିବାକୁ ଯାଇ କହିଥିଲେ କି ସେ ଜଣେ ସମାଜ ସେବୀ।ଆମ ସମାଜ ର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟା ରତ।ଆମେ ମଧ୍ୟ ଜଣେ ଜଣେ ସମାଜ ସେବୀ।ସମାଜ ର ହିତ ପାଇଁ କାମ କରୁଛୁ।
ଆମେ ତାଙ୍କ ଠାରୁ କିଛି ସାହାର୍ଯ୍ୟ ନେବା ପାଇଁ ଆସିଥିଲୁ।ଆମେ ଅନେକ ସଂସ୍ଥା ରେ ଜଡ଼ିତ ଅଛୁ।ଏପରି ରାଜନୀତି ଓ ସାମାଜିକ କାମ ସେ ଯେପରି କରୁଛନ୍ତି ଆମେ ତାଙ୍କ ସାଙ୍ଗ ରେ ସବୁବେଳେ ରହି ଥିବୁ।
ଆମେ ତାଙ୍କୁ କିଛି କାର୍ଯ୍ୟ ସାହାର୍ଯ୍ୟ କରି ପାରିବୁ।ନବୀନ ପଟ୍ଟନାୟକ ଙ୍କ ପରେ ସେ ହେଉଛନ୍ତି ପ୍ରଥମ ଯିଏ କି ଓଡ଼ିଶା ବାସୀ ଙ୍କ ଦୁଃଖ କୁ ବୁଝି ଛନ୍ତି।ସେ ଏବେ ଏଭଳି କିଛି କାର୍ଯ୍ୟ କରୁଛନ୍ତି ଯେଉଁ ଥି ପାଇଁ ସାଢେ଼ ଚାରି କୋଟି ଓଡ଼ିଶା ବାସି ଙ୍କ ମୁହଁ ରେ ହସ ଫୁଟେଇ ଦେଇଛନ୍ତି।

Advertisement