Oct 25, 2023, 11:26 IST

ପାଣ୍ଡିଆନ ଇସ୍ତଫା ପରେ କିଏ ରହିବ ତାଙ୍କ ଦାୟିତ୍ଵ : ଯିଏ କେହି ଆସିଲେ ବି ପାଣ୍ଡିଆନ୍ ଙ୍କ ପରି ବିଶ୍ବସ୍ଥ ଆଉ ଲୋକପ୍ରିୟ ହୋଇ ପାରିବ କି ?

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ୫ ଟି ସଚିବ ଭି କେ ପାଣ୍ଡିଆନ ତାଙ୍କ ପଦ ରୁ ଇସ୍ତଫା ଦେଇଛନ୍ତି।ଏହାକୁ ନେଇ ରାଜନୀତି ରେ ଚର୍ଚ୍ଚା ଜୋର୍ ଧରିଛି।ଆଗରୁ ସମସ୍ତେ କହୁଥିଲେ କି ସେ ତାଙ୍କ ପଦ ରୁ ଇସ୍ତଫା ଦିଅନ୍ତୁ ବୋଲି।
Special report
ଏବେ ସେ ସେପରି କଲେ।ଆଉ ସେ ଏବେ ରାଜନୀତି ରେ ପ୍ରବେଶ କରିବେ।ଏହାକୁ ନେଇ ବିରୋଧୀ ଦଳ ର ନେତା ମାନେ ଖୁବ୍ ନିନ୍ଦା କରିଛନ୍ତି।ସେ କହିଛନ୍ତି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀ ଙ୍କୁ ଖୁବ୍ ଠକୁ ଛନ୍ତି।ଦିନ ଆସିବ ଯେତେବେଳେ ଓଡ଼ିଶା ବାସୀ ବୁଝି ପାରିବେ।
ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ରେ କଂଗ୍ରେସ ନେତା ଗଣ ମାଧ୍ୟମ ଆଗରେ ନିଜ ମନ୍ତବ୍ୟ ପ୍ରକାଶ କରିଛନ୍ତି।ଆମ ଓଡ଼ିଶା ର ଇତିହାସ ଗୌରବ ରହି ଅଛି।ଯୁଗେ ଯୁଗେ ସେ ତାର ଇତିହାସ କୁ ନେଇ ପରିଚିତ।
ହେଲେ ଏବେ ତାର ଗୌରବ ଧୀରେ ଧୀରେ କମି ଯାଉଛି।ସେ ଆଉ ପୂର୍ବ ଭଳି ତାର ଗୌରବ କୁ ରଖି ପାରି ନାହିଁ।ଓଡ଼ିଶା ରେ ଏବେ ଲୋକ ମାନେ ଭଡ଼ା ଘରେ ରହିବା ସଦୃଶ୍ୟ।ଏହାର କାରଣ ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନିଜେ।ସେ ଓଡ଼ିଶା କୁ ଆନ୍ଧ୍ର ହାତ ରେ ଟେକି ଦେଇଛନ୍ତି।
Special report
ଆମ ବିଜେଡି ଓ ବିଜେପି ଦଳ ଏବେ ମିଶି ଯାଇଛନ୍ତି।ସେମାନେ ମିଶି ଓଡ଼ିଶା କୁ ବିକିବା ପାଇଁ ଯୋଜନା କରୁଛନ୍ତି।ଅନ୍ୟ ପ୍ରଶାସକ ମାନଙ୍କ ର ଇସ୍ତଫା ପତ୍ର କୁ ସ୍ବୀକାର କରିବା ପାଇଁ ବର୍ଷ ବର୍ଷ ସମୟ ଲାଗେ।
କିନ୍ତୁ କେନ୍ଦ୍ର ରେ ଥିବା ବିଜେପି ଦଳ ଏହାକୁ ତିନି ଦିନ ଭିତରେ ସ୍ଵୀକୃତି ଦେଇ ଦେଇ ଥିଲା।ତେବେ ଆପଣ ମାନେ କହି ପାରିବେ କି ଉଭୟ ଦଳ ଏବେ ମିଶି କରି ଅଛନ୍ତି।ସେମାନେ ଚାହୁଁଛନ୍ତି ଭି କେ ପାଣ୍ଡିଆନ ରାଜନୀତି ରେ ପ୍ରବେଶ କରନ୍ତୁ।
ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ରେ ଥିବା ଖଣି ଖାଦାନ,ପାଣି ମାଟି ସବୁ କିଛି ଚୋର ମାନେ ନେଇ ଯାଉଛନ୍ତି ବୋଲି ଏକ ରିପୋର୍ଟ ରେ ଦର୍ଶା ଯାଇଛି।
ଏହାକୁ ସବୁ ଭି କେ ପାଣ୍ଡିଆନ ନେଇ ଥିବ ବୋଲି ସୂଚନା ରହିଛି।ଆଗକୁ ଓଡ଼ିଶା ର ଅବସ୍ଥା କିପରି ହେଉଛି ଏବେ ଦେଖିବାକୁ ବାକି ରହିଲା।ଲୋକ ମାନେ ଏବେ ଠାରୁ ସଚେତନ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisement