Updated: Nov 23, 2023, 10:32 IST

ପାକିସ୍ତାନ ରୁ ଉଠିଲା ପ୍ରଶ୍ନ ଏମିତି କଡା ଉତ୍ତର ଦେଲେ ମହମ୍ମଦ ସାମି ଦେଖନ୍ତୁ କଣ କହିଲେ - Exclusive

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଦଳ ର ଖେଳାଳି ମହମ୍ମଦ ଶାମି ଙ୍କୁ ଭଲ ଭାବେ ଜାଣି ଥିବେ।ନିକଟ ରେ ସେ ପାକିସ୍ତାନ କ୍ରିକେଟ୍ ଟିମ୍ କୁ କଡା ଜବାବ ଦେଇଛନ୍ତି।
Special Report
ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ହାରିବା ପରେ ପାକିସ୍ତାନ ର ପୂର୍ବତନ ଖେଳାଳୀ ମାନେ ଭାରତୀୟ ଦଳ କୁ ସମାଲୋଚନା କରିଛନ୍ତି।ସେମାନଙ୍କ ମତ ରେ ଭାରତୀୟ ଖେଳ ଜାଣି ନାହାନ୍ତି।କେବଳ ଭଲ ଖେଳନ୍ତି ପାକିସ୍ତାନ ଦଳ।ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ ଭାରତ ଗତ ରବିବାର ଦିନ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳି ଥିଲା।ଯେଉଁ ଥିରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇ ଥିଲା।ଏହା ପରେ ଭାରତୀୟ ଦଳ କୁ ଅନେକ ସମାଲୋଚନା କରା ଯାଇ ଅଛି।
Special Report
ଭାରତୀୟ ଦଳ ର ଫାଷ୍ଟ ବୋଲର ମହମ୍ମଦ ଶାମି ଙ୍କୁ ପ୍ରଥମ ରୁ ସୁଯୋଗ ମିଳି ନ ଥିଲା ଖେଳିବା ପାଇଁ।ବାଂଲାଦେଶ ବିପକ୍ଷ ମ୍ୟାଚ ରେ ହାର୍ଦିକ ପାଣ୍ଡ୍ୟା ଆହତ ହେବାରୁ ଶାମି ଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ସୁଯୋଗ ମିଳିଲା।
ଏହା ପରେ ସେ ସବୁ ଠାରୁ ଅଧିକ ଉଇକେଟ ହାସଲ କରିବା ରେ ସଫଳ ହୋଇ ଥିଲେ।ସାତୋଟି ମ୍ୟାଚ୍ ଖେଳି ଥିଲେ।ସେଥିରେ ପ୍ରତି ଟି ମ୍ୟାଚ୍ ରେ ସେ ୫ ଟି କିମ୍ବା ୪ ଟି ଉଇକେଟ ନେଇଥିଲେ।ସେ ବିଶ୍ଵ କପ୍ ରେ ୫୦ ଉଇକେଟ ନେବାର ରେକର୍ଡ ସୃଷ୍ଟି କରିଥିଲେ।
Special Report
ମାତ୍ର ବିଶ୍ୱକପ୍ ଫାଇନାଲ ରେ ସେ ତାଙ୍କ ଜଲୱା ଦେଖାଇ ପାରି ନ ଥିଲେ।ଏହାକୁ ନେଇ ପାକିସ୍ତାନ ର ପୂର୍ବତନ ଖେଳାଳୀ ମାନେ ସମାଲୋଚନା କରିଛନ୍ତି।ପାକିସ୍ତାନ ର ପୂର୍ବତନ ଖେଳାଳୀ ହାସନ ରାଜା କହି ଥିଲେ କି ଭାରତୀୟ ବୋଲର ମାନଙ୍କୁ ଭିନ୍ନ ଏକ ବଲ୍ ଦିଆ ଯାଇଛି।
ସେଥିପାଇଁ ସେମାନେ ଖେଳି ପାରି ନାହାଁନ୍ତି।ଏହା ଉପରେ ସାମି କହିଥିଲେ କି ମୁ ବିଶ୍ୱକପ୍ ଆରମ୍ଭ ରୁ ଖେଳୁ ନ ଥିଲି।ଯେତେବେଳେ ମୁ ଖେଳିଲି ପ୍ରଥମେ ୫ ଉଈକେଟ ଓ ପରେ ୪,ଓ ୫ ଉଇକେଟ ପାଇଲି।
କିଛି ପାକିସ୍ଥାନୀ ଖେଳାଳି ଏହାକୁ ହଜମ କରି ପାରୁ ନାହାଁନ୍ତି।ସେମାନେ ଆମକୁ ଈର୍ଷା କରୁଛନ୍ତି।ଆମେ କେବେ କାହାରିକୁ ଈର୍ଷା କରି ନାହିଁ।ଏମିତି କିଛି କହିଛନ୍ତି ଭାରତୀୟ ଦୃତ ବୋଲର ମହମ୍ମଦ ଶାମି।

Advertisement