ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଦୀର୍ଘ ଦିନ ର ଅପେକ୍ଷା ପରେ ପାକିସ୍ତାନ ରେ ହେବ ମେଣ୍ଟ ସରକାର।ପୁଣି ଥରେ ପ୍ରଧାନ ମନ୍ତ୍ରୀ ହେବେ ସେୱାଗ ଶରିଫ୍।ଦୀର୍ଘ ଦିନ ରୁ ଲାଗି ରହିଛି ତାଙ୍କ ବିବାଦ।

ଆସିଫର ଅଲ୍ଲୀ ଜଟାଧାରୀ ହେବେ ରାଷ୍ଟ୍ରପତି।ପାକିସ୍ତାନ ପାଇଁ ଏହା ଏକ ବହୁତ ବଡ ବିଷୟ।ଏହା ପୂର୍ବ ରୁ ମଧ୍ୟ ପାକିସ୍ତାନ ର ରାଜନୀତି ରେ ଅନେକ ବିବାଦ ଦେଖା ଯାଇଛି।ତେବେ ଏଠାରେ ମେଣ୍ଟ ସରକାର ଗଠିତ ହେବା ଖବର ଦୃତ ଗତି ରେ ବଢିବାରେ ଲାଗିଛି।ଏହି ମେଣ୍ଟ ସରକାର ତାଙ୍କର ଦୁଇ ଟି ଦଳ କୁ ନେଇ କରା ଯାଇଚି।
ପାକିସ୍ତାନ ର ପିପୂଲ୍ସ ପାର୍ଟି ଓ ମୁସଲିମ ପାର୍ଟି ମେଣ୍ଟ ସରକାର ଗଠନ କରିବ।ଏଥିରେ ପ୍ରଧାନ ମନ୍ତ୍ରୀ ହେବେ ସିୱାଗ ଶରିଫ।ତେବେ ଏ ନେଇ ସୂଚନା ଦେଇଛନ୍ତି ପାକିସ୍ତାନ ପିପୂଲ୍ସ୍ ପାର୍ଟି ର ଅଧ୍ୟକ୍ଷ ବିଲୁଆଲ ଭୁଟୋ।
ସେ କହିଛନ୍ତି କି ଆମେ ମିଶି କରି ଦେଶ ରେ ଶାସନ କରିବୁ।ଦେଶ ର ଲୋକ ମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବୁ।ଏହା ଦ୍ବାରା ଆମ ଦେଶ ର ଉନ୍ନତି ହେବ।ତେବେ ଦୀର୍ଘ ଦିନ ରୁ ତାଙ୍କ ଦେଶ ରେ ଦୁଇ ଦଳ ମଧ୍ୟରେ ବିବାଦ ଲାଗି ରହି ଥିଲା।ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ପଦ କୁ ନେଇ ଅନେକ କଥା ଶୁଣିବାକୁ।ମିଳୁ ଥିଲା।

ଦୀର୍ଘ ଦିନ ର ଅପେକ୍ଷା ପରେ ସମସ୍ତଙ୍କ ଆଶା ପୂର୍ଣ୍ଣ ହୋଇଚି। ସେୱାଗ ଶରିଫ ହେଲେ ପାକିସ୍ତାନ ର ନୂଆ ପ୍ରଧାନ ମନ୍ତ୍ରୀ।ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ୍ ପାର୍ଟି ମିଳିତ ହୋଇ ମେଣ୍ଟ ଗଠନ କରିଛନ୍ତି।
ଦୁଇ ଦଳ ର ଅଧକ୍ଷ ଏ ନେଇ ସୂଚନା ଦେଇଛନ୍ତି।ଏହି ସୂଚନା ଅନୁଯାୟୀ ପାକିସ୍ତାନ ରେ ଗୋଟିଏ ରାଜନୈତିକ ଦଳ ର ଆବଶ୍ୟକତା ରହିଛି।ଆପଣ ମାନଙ୍କ ଆବଶ୍ୟକତା ଏହି ଦୁଇ ଟି ଦଳ ପାଇଁ ରହିଛି ବୋଲି କୁହା ଯାଇଛି।
ଏହା ଶୁଣିବା ପରେ ପାକିସ୍ତାନ ଜନ ସାଧାରଣ ବହୁତ ଖୁସି ହୋଇ ଯାଇଛନ୍ତି।ଏହା ପୂର୍ବ ରୁ ମଧ୍ୟ ସେୱାଗ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ହୋଇ ସାରିଛନ୍ତି।
ସେ ସମୟ ରେ ତାଙ୍କ ଦେଶ ରେ ଅନେକ ଉନ୍ନତି ମୂଳକ କାମ କରା ଯାଇ ଥିଲା।ଆଜି ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଚି।ଏବେ ଦେଖିବାକୁ ବାକି ରହିଲା କେବେ ତାଙ୍କର ନୂଆ ପ୍ରଧାନ ମନ୍ତ୍ରୀ ନିର୍ବାଚିତ ହେଉଛନ୍ତି।