Oct 1, 2023, 15:09 IST

ଭାରତ କୁ ଖେଳିବାକୁ ଆସି ପାକସ୍ତାନି ଖେଳାଳି କଲେ ବହୁତ୍ ବଡ଼ ହଂଗାମା... କହିଲେ ଖେଳିବାକୁ ଡାକିଛ ମାନେ ଗୋ ମାଂସ ଦେବାକୁ ବାଧ୍ୟ

Special report

 ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଦୀର୍ଘ ସାତ ବର୍ଷ ପରେ ଭାରତ ରେ ପାଦ ରଖିଛି ପାକିସ୍ତାନ ଟି ୨୦ ଦଳ।ଭାରତ ରେ ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ପାକିସ୍ତାନ କ୍ରିକେଟ ଦଳ ଭାରତ ରେ ପ୍ରବେଶ କରିଛି।
Special report
ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଦୁଇ ଦେଶ ର ପ୍ରଶଂସକ ମାନେ ଚାହିଁ ରହି ଥାନ୍ତି।ଏହି ଦୁଇ ଦେଶ ମଧ୍ୟ ରେ ଖେଳ ଅନୁଷ୍ଠିତ ହେଲେ ଷ୍ଟାଡିୟମ୍ ରେ ଭିଡ ଦେଖିବାକୁ ମିଳେ।ଏବେ ଭାରତ ରେ ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି।
ଅନେକ ଦେଶ ଏହି ମ୍ୟାଚ୍ କୁ ଖେଳିବା ପାଇଁ ଭାରତ କୁ ଆସିଛନ୍ତି।ଏହି ମ୍ୟାଚ ରେ ବିସିସିଆଇ ଉପରେ ରାଗ ଦେଖାଇଛି ପାକିସ୍ତାନ କ୍ରିକେଟ ବୋର୍ଡ।ପାକିସ୍ତାନ କ୍ରିକେଟ ବୋର୍ଡ ର କହିବା ଅନୁଯାୟୀ ପାକିସ୍ତାନ ଦଳ ଗୋ ମାଂସ ଖାଇବା ପାଇଁ ପସନ୍ଦ କରନ୍ତି।ତେବେ କଣ ପାଇଁ ଭାରତ ରେ ତାଙ୍କୁ ଗୋ ମାଂସ ଦିଆ ଯାଉ ନାହିଁ।
ସେମାନେ ଗୋ ମାଂସ ଛଡା ଅନ୍ୟ କିଛି ଖାଆନ୍ତି ନାହିଁ।ସୂଚନା ଅନୁସାରେ ଅନ୍ୟ ଦଳ ପରି ପାକିସ୍ତାନ ଦଳ କୁ ମଧ୍ୟ ଭାରତ ର ପ୍ରସିଦ୍ଧ ହାଇଦ୍ରାବାଦି ବିରିୟାନି ତଥା ମଟନ ବିରିଆନି ଦିଆ ଯାଉଚି।ସେମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି।
Special report
ପାକିସ୍ତାନ ଖେଳାଳି ମାନେ ଏ ବିଷୟ ରେ ମୁହଁ ଖୋଲି ନାହାନ୍ତି।ତାଙ୍କୁ ଭାରତ ର ବ୍ୟବହାର ଖୁବ୍ ପସନ୍ଦ ଆସିଚି।କିନ୍ତୁ ଏହା କୁ ବିରୋଧ କରିଛି ପିସିବି ମୁଖ୍ୟ।ସେ କହିଛନ୍ତି କି ଯଦି ପାକିସ୍ତାନ ଖେଳାଳି ଙ୍କୁ ଗୋ ମାଂସ ନ ଦିଅ ତେବେ ସେମାନେ ସେଠାରେ ମ୍ୟାଚ୍ ଖେଳିବେ ନାହିଁ।
ପାକିସ୍ତାନ ଦଳ ର ମୁଖ୍ୟ ହେଉଛନ୍ତି ବାବର ଆଜମ।ତାଙ୍କ ନେତୃତ୍ଵ ରେ ତାଙ୍କ ଦଳ ଭାରତ ରେ ପ୍ରବେଶ କରିଛି।ଏଠାରେ ଦଳ କୁ ଭବ୍ୟ ସ୍ବାଗତ କରା ଯାଇଥିଲା।କିନ୍ତୁ ଖେଳାଳି ଙ୍କ ଖାଦ୍ୟ ରେ ଗୋ ମାଂସ ନ ଥିବା ରୁ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ।
ପିସିବି ର ଏହି ଦାବି କୁ ପାକିସ୍ତାନ ଲୋକେ ନା ପସନ୍ଦ କରିଛନ୍ତି।ତାଙ୍କ କହିବା କଥା ହେଲା ପିସିବି ଏହା ଠିକ୍ କରୁ ନାହିଁ।ପାକିସ୍ତାନ ଦଳ ସମେତ ଅନ୍ୟ ସମସ୍ତ ଦଳ ଚିକେନ ମଟନ ଓ ଅନ୍ୟାନ୍ୟ ଜିନିଷ ଖାଦ୍ୟ ରୂପେ ଦିଆ ଯାଇଛି।ସେମାନେ ବହୁତ ଖୁସି ଥିବାର ମଧ୍ୟ କହିଛନ୍ତି।

Advertisement