ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପାକିସ୍ତାନ ହେଉଚି ଆ-ତ-ଙ୍କ-ବା-ଦୀ ମାନଙ୍କର ଦେଶ।ଅନେକ ଆ-ତ-ଙ୍କ-ବାଦି ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।ଏବେ ଆଉ ଏକ ଖବର ସାମନା କୁ ଆସିଛି।କୁହା ଯାଉଛି ଯେ ପାକିସ୍ତାନ ରେ ଭିକାରୀ ଓ ଲୁଟେରା ଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ।
ଏମାନେ ଅନ୍ୟ ଦେଶ କୁ ଯାଇ ଭିକ ମାଗୁଛନ୍ତି।ଓ କିଛି ଲୁଟେରା ଅନ୍ୟ ଦେଶ କୁ ଯାଇ ଲୋକ ଙ୍କ ଠାରୁ ଚୋ-ରି ଡ-କା-ୟ-ତି କରୁଛନ୍ତି।କିଛି ଡକାୟତି ମାନେ ଏବେ ଇରାନ ଓ ସାଉଦି ଆରବ ର ଜେଲ ରେ ମଧ୍ୟ ଅଛନ୍ତି।ତେବେ ଏହି ଭିକାରୀ ମାନଙ୍କ ସଂଖ୍ୟା ରେ ମଧ୍ୟ ପାକିସ୍ତାନ ହେଉଛି ପ୍ରଥମ।
ପାକିସ୍ତାନ ର କିଛି ଭିକାରୀ ଓ ଲୁଟେରା ମାନେ ସମୁଦ୍ର ପଥ ଦେଇ ଅନ୍ୟ ଦେଶ ରେ ପ୍ରବେଶ କରୁଛନ୍ତି।କିଛି ଭିକାରୀ ତୀର୍ଥ ଯାତ୍ରୀ ଭିସା ନେଇ ଅନ୍ୟ ଦେଶ ରେ ପ୍ରବେଶ କରୁଛନ୍ତି।ସେମାନେ ଅନ୍ୟ ଦେଶ କୁ ଯାଇ ସେମାନଙ୍କ ମନ୍ଦିର ଓ ମସଜିଦ ପାଖରେ ବସି ଭିକ ମାଗୁଛନ୍ତି।
ଓ ସେମାନେ ମୁସଲମାନ ବୁର୍ଖା ମଧ୍ୟ ପିନ୍ଧି ଭିକ ମାଗୁଛନ୍ତି।ଏବେ ସାଉଦି ଆରବ ଓ ଇରାନ ଜେଲ ରେ ପାକିସ୍ଥାନୀ ଭିକାରୀ ଓ ଲୁଟେରା ଙ୍କ ସଂଖ୍ୟା ଅଧିକ।ଏହା ଦ୍ବାରା ପାକିସ୍ତାନ ର ଇଜ୍ଜତ ତଳେ ପଡୁଛି ବୋଲି କୁହା ଯାଉଛି।
ଏକ ରିପୋର୍ଟ ରେ ଜଣା ପଡ଼ିଛି ଯେ ବହୁ ସଂଖ୍ୟା ରେ ପାକିସ୍ତାନ ଭିକାରୀ ମଧ୍ୟ ପୂର୍ବ ଦେଶ ଗୁଡିକ ରେ ଘୁରି ବୁଲୁଛନ୍ତି।ବୁଧବାର ଦିନ ସିନେଟ୍ ରେ ଏକ ବିଦେଶ ପାକିସ୍ଥାନୀ ଷ୍ଟାଣ୍ଡିଙ୍ଗ ବୈଠକ ରେ ପାକିସ୍ତାନ ରୁ ବହି ସଂଖ୍ୟକ ଭିକାରୀ ଅନ୍ୟ ଦେଶ କୁ ଯାଉଛନ୍ତି ବୋଲି ଗୁରୁତ୍ୱାରୋପ କରା ଯାଇଥିଲା।
ପାକିସ୍ତାନ ର ଯୁଲ ଫିକର ହାଇଦର ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି।ସେ କହିଛନ୍ତି ପାକିସ୍ତାନ ରେ ଭିକାରୀ ଏବେ ନିଜ ପେଶା ପାଇଁ ନିଜ ଦେଶ ଛାଡି ଅନ୍ୟ ଦେଶ କୁ ଚାଲି ଯାଉଛନ୍ତି।ସେମାନେ ବିଦେଶ ଯିବାକୁ ସମୁଦ୍ର ପଥ ବ୍ୟବହାର କରୁଛନ୍ତି।
ଏହାକୁ ନେଇ ଇରାନ ଓ ସାଉଦି ଆରବ ସବୁବେଳେ ପାକିସ୍ତାନ ଉପରେ ଦୋଷ ଲଦୁଚି।ସେମାନେ କହୁଛନ୍ତି ଆମେ ସେମାନଙ୍କ ଦେଶ କୁ ଭିକାରୀ ପଠାଉଚୁ।
ହେଲେ ଆମେ ସେପରି କରୁନାହୁଁ।ସେ ଆହୁରି ମଧ୍ୟ କହିଛନ୍ତି କି ପାକିସ୍ତାନ ତୁଳନା ରେ ଭାରତ ଶ୍ରୀଲଂକା, ନେପାଳ ରୁ ଅଧିକ ଶ୍ରମିକ ଜାପାନ କୁ ପଠା ଯାଉଛି।ଏହା ଦ୍ବାରା ଦେଶ ର ନିନ୍ଦା ହେଉଛି।