Dec 31, 2023, 11:03 IST

ପାକିସ୍ତାନ ଆୟୋଜନ କଲା T20 ସିରିଜ ହେଲେ ଭାରତ କହିଲା ଆମ ଖେଳାଳି ଯିବେନି, ହାତ ଯୋଡ଼ି ଅନୁରୋଧ କଲା PCB

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ପାକିସ୍ତାନ ଖେଳାଳୀ ଙ୍କୁ ଲାଗିଲା ବଡ଼ ଝଟକା। ଶେଷରେ ଭାରତ ଆଗରେ ଆଣ୍ଠୁ ମାଡି ନେହୁରା ହେଲା ପାକିସ୍ତାନ କ୍ରିକେଟ୍ ଟିମ। ଏବେ ପାକିସ୍ତାନ କୁ ଡରେଇ ଡରେଇ ମାରୁଛି ଭାରତୀୟ କ୍ରିକେଟ ଦଳ।
Special Report
ଭାରତ ପାଇଁ ଏବେ ଚିନ୍ତାରେ ଅଛି ପାକିସ୍ତାନ ଓ ଭାରତ ପାଇଁ ଏବେ ପାକିସ୍ତାନ ପାଖରେ ଶେଷରେ ଆଣ୍ଠେଇବା ପରିସ୍ଥିତି ମଧ୍ୟ ଆସିଗଲା। ପାକିସ୍ତାନ ର ସବୁ ରାସ୍ତା ବନ୍ଦ କରି ଦେଇଛି ଟିମ୍ ଇଣ୍ଡିଆ।
ଭାରତ ପାକିସ୍ତାନ କୁ ବାଧ୍ୟ କରି ଦେଇଛି ମୁଣ୍ଡ ନୁଆଁଇବା ପାଇଁ। ପାକିସ୍ତାନ ଏବେ ଭାରତକୁ ନିଜ ଦେଶକୁ ଡାକୁଛି କହୁଛି କି ଆମ ଦେଶକୁ ଆସ ନହେଲେ ଆମେ ଭିକାରୀ ହୋଇ ଯିବୁ।
ହେଲେ ପାକିସ୍ତାନ କୁ ଭାରତ ଆଦୌ ହେଲେ ମଧ୍ୟ ଯିବ ନାହିଁ। ସମ୍ଭାବନା ଭିତରେ ହିଁ ପାକିସ୍ତାନ କ୍ରିକେଟ୍ ଦଳ ଗତି କରୁଛି। ସବୁବେଳେ ଭାବୁଛି କି ଭାରତ ଯଦି ମନା କରିଦେବ ତେବେ ପରିସ୍ଥିତି କଣ ହେବ ବୋଲି ତାହା ଭାବୁଛି।
Special Report
ପାକିସ୍ତାନ ରେ ୨୦୨୫ ର ଚମ୍ପିୟାନ ଟ୍ରଫି ହେବା ପାଇଁ ଯାଉଛି। ଯାହା ପାଇଁ ପ୍ରସ୍ତୁତି ରେ ଲାଗି ପଡିଛନ୍ତି ପାକିସ୍ତାନୀ କ୍ରିକେଟ୍ ବୋର୍ଡ। ଚମ୍ପିୟାନ ଟ୍ରଫି କୁ ନିଜ ଦେଶରେ କରିବା ପାଇଁ ଏବେ ଜୋର୍ ସୋର୍ ରେ ପ୍ରସ୍ତୁତି ଚାଲିଛି।
ହେଲେ ଭାରତୀୟ ଦଳ ନ ଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତା ରେ ପଡି ଯାଇଛି ପାକିସ୍ତାନ। ପାକିସ୍ତାନ କ୍ରିକେଟ୍ ବୋର୍ଡ ପୁଣି ଥରେ ଭାରତୀୟ କ୍ରିକେଟ୍ ଆଗରେ ଆଣ୍ଠେଇବା ପରିସ୍ଥିତି ରେ ରହିଛି।
ସୁଚନା ମୁତାବକ ଆଇସିସି ଓ ପିସିବି ମଧ୍ୟରେ ଦୁବାଇ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଚମ୍ପିୟାନ ଟ୍ରଫି ପାକିସ୍ତାନ ରେ ହେବ ବୋଲି ମଧ୍ୟ ମୋହର ଲାଗି ସାରିଛି।
ପିସିବି କୁ ଲାଗୁଛି କି ଏଥର ମଧ୍ୟ ଭାରତ ତାର ଟିମ ପଠାଇବାକୁ ବାରଣ କରିଦେବ। ଯଦି ପାକିସ୍ତାନ ନ ଯାଏ ତେବେ ୟୁଆଇ ରେ ଚମ୍ପିୟାନ ଟ୍ରଫି ଖେଳାଯାଇ ପାରେ ବୋଲି ଏବେ ସ୍ଥିର କରାଯାଇଛି। ଏହା ପାକିସ୍ତାନ କୁ ଏକ ବଡ଼ ଝଟକା ଦେବ।

Advertisement