ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ୮ମାର୍ଚ୍ଚ ୨୦୨୪ ପବିତ୍ର ମହା ଶିବରାତ୍ରି। ଏହି ଶିବରାତ୍ରି ଦିନ ଗୋଟିଏ ଜିନିଷ ନିଶ୍ଚୟ ଖାଇ ଦିଅନ୍ତୁ ପୁରା ବର୍ଷ ଆପଣଙ୍କ ଘରେ ଧନ କମି ହେବ ନାହିଁ। ଘରକୁ ବହୁତ ମାତ୍ରାର ଧନର ଆଗମନ ହେବ। ମହା ଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦିକ ଶୁବେଛା ଏବଂ ଶୁଭକାମନା।
ଏହି ବର୍ଷ ମହା ଶିବରାତ୍ରି ୮ ମାର୍ଚ୍ଚ ୨୦୨୪ ଶୁକ୍ରବାର ଦିନ ପାଳନ କରାଯିବ। ଏବଂ ଏହି ଦିନ ବହୁତ ସାରା ବିଶେଷ ଶୁଭ ଯୋଗ ନିର୍ମାଣ ହେଉଅଛି। ଗ୍ରହମାନଙ୍କ ମିଳନ ହେବା କାରଣରୁ ଏହି ଦିନ କେତେ ପ୍ରକାର ରାଜଯୋଗ ଧନ ଯୋଗ ନିର୍ମାଣ ମଧ୍ୟ ହୋଇଅଛି ଏବଂ ଏହି ଦିନ ସିଦ୍ଧି ନାମକ ଯୋଗ ବନୁଅଛି।
ଏହି ଦିନ ବହୁତ ପବିତ୍ର ଦିନ ଅଟେ। ଭଗବାନ ଶିବଙ୍କୁ ମହା ଶିବରାତ୍ରି ବହୁତ ପ୍ରିୟ ଅଟେ। ଏହି ଦିନରେ ଆପଣ ଯଦି ଏହି ଗୋଟିଏ ଜିନିଷ ଖାଇ ଦିଅନ୍ତି। ତେବେ ପୁରା ବର୍ଷ ଆପଣଙ୍କୁ ଧନ ଜନିତ ସମସ୍ୟାରେ ସମୁଖୀନ ହେବାକୁ ପଡ଼ିବ ନାହିଁ।
ଜୀବନରେ ଖୁବ ସୁଖ ସମୃଦ୍ଧି ଆସିବାରେ ଲାଗିବ। ଏବଂ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଉପରେ ସର୍ବଦା ଲାଗି ରହିବ। ମହା ଶିବରାତ୍ରି ଦିନ ଏହି ଫଳକୁ ଆପଣ ନିଶ୍ଚୟ ଖାଇ ନିଅନ୍ତୁ। ଆପଣଙ୍କ ଫାଇଦା ପାଇଁ ଏହି ବିଷୟଟିକୁ ନିଶ୍ଚିତ ଭାବରେ ଶେଷଯାଏ ଦେଖନ୍ତୁ।
ମହା ଶିବରାତ୍ରି ଦିନ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା କରନ୍ତୁ। ଦୁଇ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ବିନା ବେଲ ପତ୍ରରେ ଯଦି ଭଗବାନ ଶିବଙ୍କ ପୂଜା କରନ୍ତି, ତେବେ ଆପଣଙ୍କ ପୂଜା ଅଧୁରା ରହି ଯାଇଥାଏ। ଏଥିପାଇଁ ଆପଣ ବେଲ ପତ୍ରର ପୂଜା କରନ୍ତୁ।
ସେହି ବେଲ ପତ୍ରରେ ଚନ୍ଦନ କେଶର ଆଣି ପାଣିରେ ମିଶାଇ ସେହି ପତ୍ରରେ ଓଁ ଲେଖନ୍ତୁ। ଏବଂ ରାମ ଲେଖନ୍ତୁ ତାପରେ ଶିବ ଲିଙ୍ଗ ଉପରେ ନମଃ ଶିବାୟ କହି ବେଲ ପତ୍ରକୁ ଓଲଟା କରି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାଆନ୍ତି।
ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ନିଶ୍ଚୟ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରିବା ଦ୍ୱାରା ଜୀବନରେ କେବେବି ଧନର କମ ହେବାକୁ ଦେଇ ନଥାଏ। ଯେତେ ମାତ୍ରାରେ ପାରିବେ ଭଗବାନ ଶିବଙ୍କୁ ପ୍ରସନ୍ନ କରନ୍ତୁ ଭଗବାନଙ୍କୁ ପ୍ରସନ୍ନ କରିବା ବହୁତ ସହଜ ଅଟେ।
ଏହି ଦିନ ଆପଣ ଭଗବାନଙ୍କ ନାମ ନିଶ୍ଚୟ ନିଅନ୍ତୁ। ମହା ଶିବରାତ୍ରି ଦିନ ବ୍ରତ ରଖିଥିବା ବ୍ୟକ୍ତି ମାନେ ଏହି ଫଳକୁ ଅର୍ଥାତ ଦୂରଦୁରା ଗଛର ଫଳକୁ ଖାଇବା ଉଚିତ ହୋଇଥାଏ। କିନ୍ତୁ ବିଷାକ୍ତ ହୋଇଥିବାରୁ ଏହାକୁ ଚାଖି ନିଅନ୍ତୁ କିମ୍ବା ମାତ୍ର ଟିକିଏ ଖାଆନ୍ତୁ କିନ୍ତୁ ନିଶ୍ଚୟ ଖାଆନ୍ତୁ ଏହା ଦ୍ୱାରା ବ୍ରତ ପୂରଣ ହୋଇଥାଏ।