Dec 28, 2023, 11:18 IST

ଏଣିକି OYO ରେ ଯାହା ଇଚ୍ଛା କରିପାରିବେ, କୌଣସି ପ୍ରତିବନ୍ଧକ ନାହିଁ

Special Report

ନମସ୍କାର ପାଠକ ବନ୍ଧୁ।ବିଶ୍ୱକପ୍ କୁ ଆଖି ଆଗରେ ରଖି ଏବେ ଠାରୁ ହୋଟେଲ ରୁମ୍ ଗୁଡ଼ିକ ର ମୂଲ୍ୟ ଆକାଶ ଛୁଆଁ ହୋଇ ଗଲାଣି।ଓୟୋ ତାର ହୋଟେଲ ରୁମ୍ ଗୁଡ଼ିକ ର ଭଡ଼ା ଦୁଇ ଗୁଣ ବଢ଼ାଇ ଦେଇଛି।ପ୍ରେମୀ ଯୁଗଳ ମାନେ ନିଜ ରାତି କୁ ରଙ୍ଗୀନ କରିବା ପାଇଁ ଓୟୋ ଯାଇଥାନ୍ତି।
Special Report
ସେଠାରେ ରାତି କଟାଇବା ପରେ ସେମାନେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି।ହେଲେ ଏବେ ଏହି ରୁମ୍ ର ମୂଲ୍ୟ ବଢି ଯାଇଛି।ଯାହାକି ପ୍ରେମୀ ଯୁଗଳ ଙ୍କ ମନ କୁ ଖରାପ କରି ଦେଇଚି।ତଥାପି ଯେତେ ଟଙ୍କା ହେଉ ପଛ କେ ପ୍ରେମୀ ଯୁଗଳ ଏହି ରୁମ୍ ଭଡ଼ା ନେଇ ଆସି ସେଠାରେ ରହିବେ।
ଆଗକୁ ବିଶ୍ୱକପ୍ ରହିଛି।ଏହାକୁ ଦୃଷ୍ଟି ରେ ରଖି ଓୟୋ ରୁମ୍ ମାଲିକ ଆଉ ପଚାଶ ହଜାର ହୋଟେଲ ତିଆରି କରିବ ବୋଲି ସୂଚନା ରହିଛି।ବିଦେଶୀ ଖେଳାଳି ମାନଙ୍କ ରାତିକୁ ରଙ୍ଗୀନ କରିବା ପାଇଁ ବିସିସିଆଇ ବିଭିନ୍ନ ପଦକ୍ଷେପ ନେଉଛି।
ସେମାନଙ୍କୁ ଯେପରି ଭଲ ହୋଟେଲ ମିଳିବ ତାହା ଉପରେ ଗୁରୁତ୍ବ ଦିଆ ଯାଉଚି।ଆସନ୍ତା ଅକ୍ଟୋବର ୧୫ ତାରିଖ ରେ ପାକିସ୍ତାନ ଓ ଭାରତ ମଧ୍ୟ ରେ କ୍ରିକେଟ ମ୍ୟାଚ ଖେଳା ଯିବାକୁ ଅଛି।ଏହି ମ୍ୟାଚ୍ କୁ ନେଇ ଦର୍ଶକ ଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ରହିଛି।
Special Report
ଏହା ଅହମ୍ମଦାବାଦ ସହର ରେ ଖେଳା ଯିବ।ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନ ରୁ ଲୋକ ମାନେ ଆସିବେ।ହେଲେ ସେଠାରେ ଏତେ ସଂଖ୍ୟକ ରୁମ୍ ମିଳିବ ନାହିଁ।ସେଥିପାଇଁ ଆହୁରି ଅଧିକ ଓୟୋ ରୁମ୍ ର ଆବଶ୍ୟକତା ରହିଛି।
ଏହି ରୁମ୍ ର ମାଲିକ ମାନେ ଅଧିକ ରୁ ଅଧିକ ରୁମ୍ ତିଆରି କରିବେ ବୋଲି ଶୁଣା ଯାଉଛି।ଏହା ଛଡ଼ା ଏହାକୁ ଅଧିକ ମୂଲ୍ୟ ରେ ଭଡ଼ା ଦେବେ ବୋଲି କହୁଛନ୍ତି।ତେବେ ଏହା କେତେଦୂର ସତ ତାହା ଏ ଯାଏଁ ଜଣା ପଡି ନାହିଁ।
ଆଉ ତିନି ମାସ ମଧ୍ୟରେ ହୋଟେଲ କାମ ସମ୍ପୂର୍ଣ୍ଣ ହେବ ବୋଲି ଓୟୋ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁସାରେ ଅହମଦାବାଦ ରେ ହୋଟେଲ ର ଦାମ ଦଶ ଗୁଣା ବଢାଇ ଦିଆ ଯାଉଛି।
ଗୋଟିଏ ରାତି ପାଇଁ ହୋଟେଲ ର ଦାମ ତିରିଶ ରୁ ଚାଳିଶ ହଜାର କୁ ବଢ଼ାଇ ଦିଆ ଯାଇଚି।ଯାହାକି ସାଧାରଣ ଲୋକ ଙ୍କ ପକ୍ଷରେ ସମ୍ଭବ ନୁହେଁ।ସେମାନେ ସେଠାରେ ରହି ପାରିବେ ନାହିଁ।ଏହି ହୋଟେଲ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା ଜୋର୍ ଧରିଛି।

Advertisement