Sep 29, 2023, 16:26 IST

ଓଡ଼ିଶାରେ ପ୍ରବଳ ଛେଚିବ ବର୍ଷା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

Special report

ନମସ୍କାର ପାଠକ ବନ୍ଧୁ।ଆସୁଛି ଏକ ବଡ ଲଘୁଚାପ।ଏହି ଲଘୁଚାପ ପ୍ରଭାବରେ ରାଜ୍ୟ ରେ ଆଜି ଠାରୁ ବର୍ଷା ଆରମ୍ଭ ହୋଇ ଯାଇଚି।ପାଣି ପାଗ ବିଭାଗ ପକ୍ଷରୁ ସୂଚନା ରହିଛି ଯେ ଆସନ୍ତା କାଲି ଠାରୁ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ରୁ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।
Special report
ଏହା ଯୋଗୁଁ ଅନେକ କ୍ଷୟ କ୍ଷତି ହେବାର ମଧ୍ୟ ସମ୍ଭାବନା ରହିଛି।ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ କୁ ନ ଯିବା ପାଇଁ ବାରଣ କରାଯାଇଛି।ଏହି ବର୍ଷା ତିନି ଦିନ ଧରି ଲାଗି ରହିବ।ଆସନ୍ତା ୩୦,୧,୨ ତାରିଖରେ ବର୍ଷା ର ପରିମାଣ ବଢି ଚାଲିବ।ବର୍ଷା ଅଧିକ ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ ଆଜି ଠାରୁ ବଙ୍ଗୋପ ସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି କୁହା ଯାଉଛି।ଏହି ସମୟ ମଧ୍ୟ ରେ ଓଡ଼ିଶା ର ଅନେକ ସ୍ଥାନ ରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
Special report
କିଛି ସ୍ଥାନ ରେ ଅଳ୍ପ ପରିମାଣ ରେ ବର୍ଷା ହେବା ବେଳେ ଅନ୍ୟ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।ନବରଙ୍ଗପୁର,କେନ୍ଦ୍ରାପଡ଼ା,ଓ କଳାହାଣ୍ଡି ରେ ଅଳ୍ପ ପରିମାଣ ରେ ବର୍ଷା ହେବ।ସମୁଦ୍ର କୁ ନ ଯିବା ପାଇଁ ମତ୍ସଜୀବୀ ଙ୍କୁ ଆଗୁଆ ସୂଚନା ଦିଆ ଯାଇଛି।ଏହି ଲଘୁଚାପ ବର୍ଷା ହେବା ପରେ କିଛି ମାତ୍ରା ରେ ପବନ ମଧ୍ୟ ବୋହିବ।
ପାଣିପାଗ ବିଭାଗ ର ସୂଚନା ଅନୁସାରେ ମିଆଁମାର ଓ ସଂଲଗ୍ନସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।।ଏହା ର ପ୍ରଭାବ ରେ ପରବର୍ତ୍ତୀ ୨୪ ଘଣ୍ଟା ରେ ଏକ ଲଘୁଚାପ ସୃଷ୍ଟି ହେବ।
Special report
ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗ ରେ ଗତି କରିବ।ଏହାର ପ୍ରଭାବ ରେ ରାଜ୍ୟରେ ୩୦ ତାରିଖ ରୁ ବର୍ଷା ର ପରିମାଣ ବଢିବ।ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ହେବ।
ଏଥିପାଇଁ ବିଭିନ୍ନ ଜିଲ୍ଲା କୁ ୟେଲୋ ୱର୍ଣୀଙ୍ଗ ଜାରି କରା ଯାଇଛି। ୧ ତାରିଖ ଓ ୨ ତାରିଖ ରେ ବର୍ଷା ବଢି ତିନି ତାରିଖ ବେଳକୁ କମିବାରେ ଲାଗିବ।
ଏଥିପାଇଁ ସମସ୍ତଙ୍କୁ ସଚେତନ କରା ଯାଇଛି।କୌଣସି ଲୋକ ବର୍ଷା ସମୟ ରେ ଘରୁ ବାହାରକୁ ବାହାରିବେ ନାହିଁ। ଅଧିକ ବିପଦ ଥିବା ଅଞ୍ଚଳ ରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆ ଯିବ।

Advertisement