Jan 13, 2024, 14:38 IST

କଣ ସତରେ ଓଡ଼ିଶା ରେ ପାଣ୍ଡିଆନ ବାବୁ ଙ୍କ କାମ ଦେଖି ସହି ପାରୁ ନାହାନ୍ତି ଧର୍ମେନ୍ଦ୍ର !!!

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମସ୍ତ ଯୋଜନା ବିଷୟ ରେ ଜାଣି ଥିବେ।ସେ ଓଡ଼ିଶା ର ଲୋକ ମାନଙ୍କ ପାଇଁ ଅନେକ କିଛି କରିଛନ୍ତି।ସେଥି ମଧ୍ୟରୁ ବି ଏସ କେ ୱାଇ କାର୍ଡ ଅନ୍ୟ ତମ।ଏହି କାର୍ଡ ଯୋଗୁଁ ଓଡ଼ିଶା ର ଲୋକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ରେ ବହୁତ ଉନ୍ନତି ହୋଇଚି।
Special Report
ସମସ୍ତେ ଏଥିପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ଆମେ ଆଜି ତାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ନିକଟରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବିରୋଧ କରିଥିଲେ।
ଓଡ଼ିଶା ର ଲୋକ ମାନଙ୍କୁ ଏହି ବି ଏସ କେ ୱାଈ ଯୋଜନା ନୂଆ ଜୀବନ ଦେଇଚି।ଏଥିରେ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଥାଏ ଓ ମହିଳା ମାନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି।ଯାହାର ସ୍ୱାସ୍ଥ୍ୟବସ୍ଥା ଖରାପ ରହୁଚି ସେମାନେ ଏହି କାର୍ଡ ମାଧ୍ୟମ ରେ ମେଡିକାଲ ରେ ଚିକିତ୍ସିତ ହୋଇ ପାରୁଛନ୍ତି।
ଏଥିରେ ଅନେକ ଲୋକ ଉପକାର ପାଇ ପାରୁଛନ୍ତି।ଅନେକ ଲୋକ ବଞ୍ଚି ଯାଉଛନ୍ତି।ଆଜି ଏପରି ସମୟ ଚାଲି ଆସିଚି ଯେଉଁ ବେଡ ରେ ଜଣେ ଗରିବ ଲୋକ ଚିକିତ୍ସିତ ହେଉଚି ସେଠାରେ ଜଣେ ଧନୀ ଲୋକ ବି ଚିକିତ୍ସିତ ହୋଇ ପାରିବେ।ଏପରି ବାଛ ବିଚାର ଆଉ ନାହିଁ।
Special Report
ଗରିବ ଲୋକ ମାନେ ଆଗରୁ ଚିକିତ୍ସିତ ହୋଇ ପାରୁ ନ ଥିଲେ।କିନ୍ତୁ ଏବେ ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମାଧ୍ୟମ ରେ ସବୁ କରି ପାରୁଛନ୍ତି।ସେମାନଙ୍କ ଦେହ ଏବେ ଭଲ ହୋଇ ଯାଉଛୁ।ଏହା ହେଉଚି ନବୀନ ବାବୁ ଙ୍କ ଶାସନ।ଆଗରୁ ମାତ୍ର ତିନୋଟି ମେଡ଼ିକାଲ କଲେଜ ଥିଲା।
ବର୍ତ୍ତମାନ ନବୀନ ସରକାର ଆସିବା ପରେ ଏହି ସଂଖ୍ୟା ବଢ଼ି ଚାଲୁଛି। ଏବେ ରାଜ୍ୟ ରେ ଅନେକ ଉନ୍ନତି ହେଲାଣି।ଲୋକ ମାନେ ଆଉ ବଇଦ ମାନଙ୍କ ପାଖକୁ ଯାଉ ନାହାନ୍ତି।ସବୁ ଲୋକ ସରକାର ଙ୍କ ଯୋଜନା ରେ ଅଂଶ ଗ୍ରହଣ କରୁଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଗତ ଦିନ ରେ ବି ଏସ କେ କାର୍ଡ କୁ ନିନ୍ଦା କରିଥିଲେ।ସେ କହିଥିଲେ କି ଲୋକ ମାନଙ୍କୁ ଏହି କାର୍ଡ ମାଧ୍ୟମ ରେ ସରକାର ବହୁତ ଠକୁ ଛନ୍ତି।ଏହାର କଡା ଜବାବ ଦେଇଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ ।
ସେ କହିଛନ୍ତି ଆମେ ଯଦି ଏପରି କରୁଚୁ ତେବେ ଆପଣ ମାନେ ଲୋକ ମାନଙ୍କୁ ପଚାରନ୍ତୁ।ଏହା ଦ୍ବାରା ସେମାନେ ଉପକୃତ ହେଉଛନ୍ତି କି ନାହିଁ।ଏଥିରେ ରାଜ୍ୟ ବାସୀ ବହୁତ ଉପକୃତ ହେଉଛନ୍ତି।

Advertisement