Nov 29, 2023, 11:49 IST

ଓଡ଼ିଶା ରେ KGF ର ଅସଲି ରକି ଭାଇ ,ସେ ଆଉ କେହି ନୁହେଁ ପାଣ୍ଡିଆନ ବାବୁ,ତାଙ୍କ ସିଂହ ଚାଲି ଦେଖି ବିରୋଧୀ ଲାଙ୍ଗୁଡ଼ ଯାକି ଚୁଚୁନ୍ଦ୍ରା ହୋଇଗଲେଣି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ଙ୍କୁ ଜାଣି ଥିବେ।ସେ ଗତ କାଲି ବିଜେଡି ଦଳ ରେ ଯୋଗ ଦେଇଛନ୍ତି।ସେ ପ୍ରଥମ ରୁ ଓଡ଼ିଶା ର ବିକାଶ ମୂଳକ କାର୍ଯ୍ୟ ରେ ଯୋଗ ଦେଇଥିଲେ।
Special Report
ଓଡ଼ିଶା କୁ ଅନେକ କ୍ଷେତ୍ରରେ ସେ ଆଗକୁ ନେଇ ଛନ୍ତି।ସେ ପ୍ରଶାସନିକ ଅଧିକାରୀ ଥିଲେ।ଏହା ପରେ ତାଙ୍କୁ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଟି ସଚିବ ଭାବେ ନିଯୁକ୍ତି ଦେଇଥିଲେ।ଏହା ପର ଠାରୁ ସେ କେବେ ପଛ କୁ ଫେରି ଚାହିଁ ନାହାନ୍ତି।
ଆଜି ସାରା ଓଡ଼ିଶା ତାଙ୍କୁ ଜାଣିଚି।ତାଙ୍କ ଉନ୍ନତି ମୂଳକ କାମ ଯୋଗୁଁ ଓଡିଶା ଆଜି ଦେଶ ବିଦେଶ ରେ ପରିଚିତ।ସେ ଓଡ଼ିଶା ର ଶିକ୍ଷାନୁଷ୍ଠାନ,ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଜଗନ୍ନାଥ ମନ୍ଦିର ଆଦି ଅନେକ କ୍ଷେତ୍ର ରେ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି।
ତାଙ୍କ ର ଏହି କାମ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ସେ ଉପାନ୍ତ ଅଞ୍ଚଳ ରେ ବସ୍ ଚଳାଚଳ ର ବ୍ୟବସ୍ଥା କରୁଥିଲେ।ଏହା ଛଡା ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇ ଲୋକ ଙ୍କ ମୁହଁ ରେ ହସ ଫୁଟେଇଛନ୍ତି।
Special Report
ସମାଜ ରେ ଥିବା ଲୋକ ମାନଙ୍କ ପ୍ରତି କିପରି ଉନ୍ନତି ମୂଳକ କାମ କରି ପାରିବେ ସେଥିପାଇଁ ସେ ସବୁବେଳେ ଚିନ୍ତା ରେ ଥାଆନ୍ତି।ନିକଟ ରେ ସେ ବିଜେଡି ଦଳ ରେ ପ୍ରବେଶ କରିଛନ୍ତି।
ଏହା ମାଧ୍ୟମ ରେ ସେ ସମାଜ ରେ ବିକାଶ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।ସେ ଦଳ ରେ ଯୋଗ ଦାନ କରିବା ପରେ କେବଳ ବିଜେଡି ଦଳ ଖୁସି ନାହିଁ।ତାଙ୍କୁ ଭଲ ପାଉଥିବା ପ୍ରତ୍ୟେକ ଓଡ଼ିଶା ବାସୀ ବହୁତ ଖୁସି ଅଛନ୍ତି।
ସେ ତାଙ୍କର କର୍ତ୍ତବ୍ୟ ପରାୟଣତା ଯୋଗୁଁ ଆଜି ଏତେ ବଡ ପଦବୀ ରେ ଅଧିଷ୍ଠିତ ହୋଇ ପାରିଛନ୍ତି।ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଛା ର ବାର୍ତା ଛୁଟିଛି।ପାଣ୍ଡିଆନ ଙ୍କ ଏଭଳି କାର୍ଯ୍ୟ ପାଇଁ ଆଜି ସାରା ଓଡ଼ିଶା ବହୁତ ଖୁସି ଅଛି।

Advertisement