Oct 24, 2023, 10:53 IST

ଓଡ଼ିଶା କୁ ହେବ ଏବେ ଭୟାନକ ବାତ୍ୟା, ହୋଇପାରେ ପ୍ରବଳ କ୍ଷୟକ୍ଷତି..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଅକ୍ଟୋବର ମାସ ଆସିବା ମାତ୍ରେ ହିଁ ଓଡ଼ିଶା ବାସୀ ଙ୍କୁ ବାତ୍ୟାର ଭୟ ଘାରି ଥାଏ। କାରଣ ପୂର୍ବରୁ ଏଭଳି ଅନେକ ଥର ହୋଇଛି ଯେବେ କି ବାତ୍ୟା ଓଡ଼ିଶାର ଅନେକ କ୍ଷୟକ୍ଷତି କରିଛି।
ସେଥିପାଇଁ ଏହି ବାତ୍ୟାର ନାମ ଶୁଣିବା ମାତ୍ରେ ହିଁ ଓଡ଼ିଶା ବାସୀ ଙ୍କ ମନରେ ଛନକା ପଶି ଯାଇଥାଏ। ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ବାତ୍ୟା ତେଜ କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା।
ଏବେ ଏହି ବାତ୍ୟା କୁ ନେଇ ପାଣିପାଗ ବିଶେଷଜ୍ଞ ଏଚ ଆର ବିଶ୍ବାସ କହିଛନ୍ତି କି ଏହି ବାତ୍ୟା ପ୍ରଭାବରେ ଆଜି ରାଜ୍ୟରେ କିଛି ଟା ସ୍ଥାନରେ ବର୍ଷା ହୋଇଥିଲା। ଏହି ବାତ୍ୟା ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି।
Special report
ଏହା ୨୫ ଅକ୍ଟୋବର ରେ ବାଂଲାଦେଶ ଅତିକ୍ରମ କରିବାର ମଧ୍ଯ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ସମୁଦ୍ର ମଧ୍ଯ ଅଶାନ୍ତ ରହିବ।
ସେଥିପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ପାଣିପାଗ ବିଶେଷଜ୍ଞ ବାରଣ ମଧ୍ୟ କରିଛନ୍ତି। ଏଭଳି କି ୪୦ ରୁ ୫୦ କିମି ବେଗରେ ମଧ୍ୟ ପବନ ହେବାରେ ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ସହ ପଶ୍ଚିମବଙ୍ଗ ରେ ମଧ୍ୟ ପଡିବାକୁ ଯାଉଛି।
ଏହି ବର୍ଷାର ପ୍ରଭାବ ମଧ୍ଯ ଆସନ୍ତାକାଲି ବଢିବାକୁ ଯାଉଛି। ସେଥିପାଇଁ ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏଭଳି ଅନେକ ଜିଲ୍ଲା ମାନଙ୍କର ମଧ୍ଯ ଏହି ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ରେ ମଧ୍ଯ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ବର୍ଷା ବାତ୍ୟା ତେଜ ର ପ୍ରଭାବରେ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଏଚ୍ ଆର ବିଶ୍ବାସ।

Advertisement