Dec 12, 2023, 11:29 IST

ପୁଣି ଥରେ ଓଡ଼ିଶା କୁ ହେଲା ବାବା ଙ୍କ ପ୍ରବେଶ, ବାଗେଶ୍ୱର୍ ଧାମ ର ନୂଆ ସଂସ୍ଥା ହେବ ଓଡିଶା ରେ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାମ କଥା ଓ ଦିବ୍ୟ ଦରବାର ରେ ଦିବ୍ୟ ବାଣୀ କରୁଥିବା ବାଗେଶ୍ଵର ମଠ ର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଓଡ଼ିଶାରେ ପାଦ ଦେଇଥିଲେ। ତାଙ୍କର ଓଡ଼ିଶା ଆଗମନ ପାଇଁ ଓଡ଼ିଶାବାସୀ ଙ୍କ ମନରେ ନାହିଁ
Special Report
ନଥିବା ଖୁସୀ ମଧ୍ୟ ଦେଖିବାକୁ ମିଳିଥିଲା। ଚେହେରା ଦେଖି ସେ ସମସ୍ତଙ୍କ ମନ ପଢି ପାରନ୍ତି। ତାଙ୍କ ମନରେ ଏଥିପାଇଁ ଅହେତୁକ ଖୁସୀ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପାଇଁ ଅନେକ ଦିନରୁ ତାଙ୍କ ଭକ୍ତ ମାନେ ଅପେକ୍ଷା କରିଥିଲେ।
ଏବେ ଓଡ଼ିଶା ମାଟିରେ ବାଗେଶ୍ଵର ବାବା ଙ୍କୁ ଦେଖିବା ପରେ ସମସ୍ତଙ୍କ ମନରେ ଅହେତୁକ ଖୁସୀ ଦେଖିବାକୁ ମିଳିଛି। ସେ ପୂର୍ବରୁ ମଧ୍ୟ ଥରେ ଓଡିଶା ଆସିଥିଲେ। ଓଡ଼ିଶା ପ୍ରତି ତାଙ୍କର ଅନେକ ଭଲ ପାଇବା ମଧ୍ୟ ରହିଛି।
ସେଥିପାଇଁ ଏବେ କୁହା ଯାଉଛି କି ଓଡ଼ିଶା ରେ ମଧ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ଖୁବ୍ ଶୀଘ୍ର ଏକ ମଠ ତିଆରି କରିବାକୁ ଯାଉଛନ୍ତି। ଏବେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ ସରଣରେ ରହି ଓଡ଼ିଶାବାସୀ ସେମାନଙ୍କର ଦୁଃଖ ଦୂର କରି ପାରିବେ।
Special Report
ନିଜର ସବୁ ସମସ୍ୟା ସେ ବାବାଙ୍କ ନିକଟରେ ଅଜାଡ଼ି ତାର ସମାଧାନ ମଧ୍ୟ ସେ ପାଇ ପାରିବେ। ଜଗତର ନାଥ ଜଗନ୍ନାଥ ଓ ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ ମଧ୍ୟରେ ରହିଛି ଏକ ଅନନ୍ୟ ସମ୍ପର୍କ।
ଆଉ ଏହି ସମ୍ପର୍କ ହିଁ ବାବା ଙ୍କୁ ଓଡ଼ିଶା ଟାଣି ନେଇ ଆସିଛି। ସେଥିପାଇଁ ବାବା କହିଛନ୍ତି କି ଓଡିଶାର ଲୋକେ ଖୁବ ଭାଗ୍ୟଶାଳି ଓ ଧାର୍ମିକ ମଧ୍ଯ। ଜଗନ୍ନାଥ ଥିବା ପର୍ଯ୍ୟନ୍ତ ଓଡ଼ିଶା ,ଭାରତ ଓ ଏହି ଦୁନିଆରେ କେହି ଅନାଥ ନୁହଁନ୍ତି।
ଭଗବାନ ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କ ରକ୍ଷାକର୍ତ୍ତା। ଆଉ ସେ ସୁରକ୍ଷା ଦାତା ମଧ୍ଯ। ପୂର୍ବରୁ ଯେତେବେଳେ ସେ ଓଡ଼ିଶା ଆସିଥିଲେ ସେତେବେଳେ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା କଥା କହିଥିଲେ।
ଆଉ ଏବେ ମଧ୍ୟ ସେ ଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି। ଆଉ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଖୁବ୍ ଖୁସୀ ରେ ଅଛନ୍ତି। ତେବେ ଏଥିପାଇଁ ଆପଣ ଏହାକୁ ନେଇ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement