Dec 16, 2023, 11:42 IST

ଓଡ଼ିଶା ବାସୀ ଙ୍କ ପାଇଁ ଦୁଃଖ ଖବର : ଏଇଥର ନିର୍ବାଚନ ଲଢିବେନି ପାଣ୍ଡିଆନ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିର୍ବାଚନରେ ଏବେ ପ୍ରତିଦ୍ବନ୍ଦିତା କରିବେ ନାହିଁ ଭି.କେ. ପାଣ୍ଡିଆନ।5T ଓ ନବୀନ ଓଡିଶାର ଅଧ୍ୟକ୍ଷ ହେଉଛନ୍ତି ଭି.କେ. ପାଣ୍ଡିଆନ। ପାଣ୍ଡିଆନ ଆଉ ନିର୍ବାଚନ ନ ଲଢ଼ିବା ପାଇଁ ମଧ୍ଯ ସ୍ପଷ୍ଟ କରି ସାରିଛନ୍ତି।
Special report
ଆଗାମୀ ନିର୍ବାଚନରେ ପାଣ୍ଡିଆନ ଙ୍କୁ ପ୍ରତିଦ୍ବନ୍ଦିତା କାରବାର ଦେଖିବାକୁ ମିଳିବ ନାହିଁ। ବିଜେଡ଼ି ର କର୍ମକରିଣି ବୈଠକ ରେ ବିଜେଡ଼ି ନେତା ମାନଙ୍କୁ ଭି.କେ. ପାଣ୍ଡିଆନ ଙ୍କ ସମ୍ବୋଧନ ଦେଇଛନ୍ତି।
ସେ ନିର୍ବାଚନ ଲଢ଼ିବେ ନାହିଁ । ହେଲେ ସେ ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଭଲ ପାଇବା କୁ ଦେଖିଛନ୍ତି। ତାଙ୍କର ସାହାସ ଓ ନେତୃତ୍ଵ ଭି.କେ. ପାଣ୍ଡିଆନ ଙ୍କୁ ଅନୁପ୍ରାଣିତ କରିଛି ବୋଲି ସେ କହିଥିଲେ।
ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ମଧ୍ୟ ତାଙ୍କର ଆଗଢ଼ ପ୍ରେମ ମଧ୍ୟ ରହିଛି। ସେଥିପାଇଁ ସେ ପ୍ରତି ଶନିବାର ଶ୍ରୀ ମନ୍ଦିର ଦର୍ଶନ କରିବା ପାଇଁ ଯାଇ ଥାଆନ୍ତି। ଶ୍ରୀ ଜଗନ୍ନାଥ ଙ୍କ କୃପା ଓଡ଼ିଶା ଓ ଓଡ଼ିଶାବାସୀ ଙ୍କ ପ୍ରତି ରହିଛି।
Special report
ବିଜେଡ଼ି ର ପରୀବର୍ତିତ କାର୍ଯ୍ୟକାରିଣି ବୈଠକ ସରିବା ପରେ ବିଜେଡିର ବରିଷ୍ଠ ସଭାପତି ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀ ରେ ଏହା କହିଥିଲେ କି ସେ ଜନ ସେବା ପାଇଁ ପ୍ରଶାସନିକ ସେବା ଚାକିରୀ ଛାଡିଛନ୍ତି।
ଆଗକୁ ମଧ୍ୟ ସେ ଜନସେବା ଜାରୀ ମଧ୍ୟ ରଖିବେ। ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ମଧ୍ୟ କରିଛନ୍ତି। ଅକ୍ଟୋବର ୨୩ ରେ ସେ ତାଙ୍କର ଚାକିରୀ ରୁ ଇସ୍ତଫା ପ୍ରଦାନ ମଧ୍ୟ କରିଥିଲେ।
ନଭେମ୍ବର ୨୭ ରେ ବିଜେଡିରେ କାର୍ତ୍ତିକ ପାଣ୍ଡିଆନ ଯୋଗ ମଧ୍ୟ ଦେଇଥିଲେ। ସେଠାରେ ତାଙ୍କ ସହ ବଡ଼ ବଡ଼ ନେତା ସାମିଲ୍ ଥିବା ବେଳେ ତାଙ୍କୁ ଦଳୀୟ ବ୍ୟାଚ ମଧ୍ୟ ପିନ୍ଧା ଯାଇଥିଲା।
ଏହାପରେ ତାଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆ ଯାଇଥିଲା। ଆଉ। ସେ ନିଶ୍ୱାର୍ଥପର ଭାବରେ କାର୍ଯ୍ୟ ମଧ୍ଯ କରି ଚାଲିଛନ୍ତି। ଏବେ ଆଗକୁ ଓଡିଶାର ଉନ୍ନତୀ ପାଇଁ ଅନେକ କାର୍ଯ୍ୟ ମଧ୍ୟ କରିବେ ଓଡ଼ିଶାର ଉନ୍ନତୀ କରିବେ।

Advertisement